ଚୁଟି ର ଯନ୍ନ କେମିତି ନେବେ ଏବଂ କରନ୍ତୁ ଏହି ଛୋଟିଆ ଉପାୟ କେବେ ବି ଚୁଟି ଝଡ଼ିବ ନାହିଁ – Hair Care Routine

ତେବେ ଦର୍ଶକ ବନ୍ଧୁ ଆଜିକାଲି ଯୁବ ପିଢ଼ି ଙ୍କ ଠାରେ କେଶ ଝୋଡ଼ିବା ଭଳି ସମସ୍ୟା ଦେଖା ଦେବାରେ ଲାଗିଛି | ତେବେ ଏହି ସବୁ ସମସ୍ୟା ପାଇଁ ଆଜି କାଲି ସମସ୍ତେ ଚିନ୍ତା ରେ ଥିବା ମଧ୍ଯ ଦେଖାଯାଇଛି | ତେବେ ଏହି ସବୁ ସମସ୍ୟା ପାଇଁ ଅନେକ ସମୟରେ ଆଜି କାଲି ଯୁବ ପିଢ଼ି ମାନେ ବିଭିନ୍ନ ପ୍ରକାର କେମିକାଲ ଯୁକ୍ତ ସାମଗ୍ରୀ ବ୍ୟବହାର କରୁଥିବା ମଧ୍ୟ ଦେଖା ଯାଇଛି | ଯାହାକୁ ବ୍ୟବହାର କରିବା ଦ୍ୱାରା କେଶ ଝଡ଼ିବା ରୋକିବା ପରିବର୍ତ୍ତେ ପୁଣି ଥରେ କେଶ ଝୋଡ଼ିବା ଭଳି ସମସ୍ୟା ଦେଖା ଯାଇଥାଏ | ତେଣୁ ଏହି କେଶ ଝୋଡ଼ିବା ଭଳି ସମସ୍ୟା ଠୁ ସବୁଦିନ ପାଇଁ ରକ୍ଷା ପାଇବା ବା ଲମ୍ବା କେଶ ପାଇବା ପାଇଁ ଆସନ୍ତୁ ଜାଣିବା ସେହି ଘରେଇ ଉପଚାର ଟି ବିଷୟରେ | ଯାହାକୁ ବ୍ୟବହାର କରିବା ଦ୍ୱାରା କେଶ ଲମ୍ବା କଳା ଓ ଝୋଡ଼ିବା ମଧ୍ୟ ବନ୍ଦ ହେଇଯିବ | ତାହାଲେ ଆସନ୍ତୁ ଦର୍ଶକ ଜାଣିବା ଏହାର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-

ଭୁଶୁଙ୍ଗା ପତ୍ର

ପ୍ରସ୍ତୁତି ପ୍ରଣାଳୀ :-

ଦର୍ଶକ ବନ୍ଧୁ ଏହି ଘରେଇ ଉପଚାରଟି ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ହେଉଛି କେବଳ ଭୁଶୁଙ୍ଗା ପତ୍ର | ଯାହାକୁ ଆପଣ ଖାଇବା ରେ ବିଭିନ୍ନ ତରକାରୀ ମଧ୍ୟ ବ୍ୟବହାର କରିଥାଉ | ଏହି ଭୁଶୁଙ୍ଗା ପତ୍ର ର ରସ କୁ ଆପଣ କେଶ ରେ ଲଗାଇବା ଦ୍ୱାରା ଆପଣଙ୍କ କେଶ ଲମ୍ବା କଳା ଓ ମଜଭୂତ ମଧ୍ୟ ହେଇଥାଏ | ତେବେ ଏହି ଘରେଇ ଉପଚାରଟି ପ୍ରସ୍ତୁତ କରିବା ପାଇଁ ପ୍ରଥମ ଆପଣ ଏକ ପତ୍ର ନିୟନ୍ତୁ ଓ ସେଥିରେ ଅଳ୍ପ କିଛି ପରିମାଣ ର ଭୁଶୁଙ୍ଗା ପତ୍ର କୁ ଭଲ ଭାବରେ ଧୋଇ ସେହି ପାତ୍ର ରେ ରଖନ୍ତୁ | ତାପରେ ଗ୍ରାଇଣ୍ଡିଂ ସାହାଯ୍ୟ ରେ ଏହି ଭୁଶୁଙ୍ଗା ପତ୍ର କୁ ଗ୍ରାଇଣ୍ଡିଂ କରନ୍ତୁ | ଏହା ଗ୍ରାଇଣ୍ଡିଂ ହେଇସାରିବା ପରେ ଏହାକୁ ଏକ ସଫା କପଡା ସାହାଯ୍ୟ ରେ ଆପଣ ଗ୍ରାଇଣ୍ଡିଙ୍ଗ କରିଥିବା ଭୁଶୁଙ୍ଗା ପତ୍ର ର ରସ କୁ ଏକ ପାତ୍ର କୁ ଛାଣି ନିୟନ୍ତୁ | ତାପରେ ଏହାକୁ ଆପଣଙ୍କ କେଶ ରେ ବ୍ୟବହାର କରନ୍ତୁ |

ବ୍ୟବହାର :-

ତେବେ ବନ୍ଧୁଗଣ ଏବେ ଆପଣ ପ୍ରସ୍ତୁତ କରିଥିବା ଘରେଇ ଉପଚାର ଟି କୁ ସପ୍ତାହ ରେ ଦୁଇ ରୁ ତିନି ଥର ଏହାକୁ ଆପଣଙ୍କ କେଶର ମୂଳ ଠୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ଭଲ ଭାବରେ ଲଗାନ୍ତୁ | ଏହାକୁ କେଶରେ ଲଗାଇବା ପରେ ଏକ ଘଣ୍ଟା ରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ସେମିତି ରଖନ୍ତୁ ତାପରେ ଏହାକୁ ଆପଣ ଯେମିତି ରେଗୁଲାର କେଶ କୁ ସାମ୍ପୁ କରୁଥିଲେ ସେମିତି ସାମ୍ପୁ କରିଦେବି | ଦେଖିବେ ଏମିତି କରିବା ଦ୍ୱାରା ଆପଣଙ୍କ କେଶ ଲମ୍ବା କଳା ଓ ମଜବୁତ ହେଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment