Swastik Tv News Odisha

ଛାଟିପିଟି ହେଉଥିଲା ଛୁଆ ତଣ୍ଟି ଚିପିଦେଲା ମା’… ଏମିତି Live ଭିଜୁଆଲ ଦେଖିଲେ ଛାତି ଥରି ଉଠିବ… ଦେଖନ୍ତୁ Video

0

ମାଆ ଏହି ଦୁଇଟି ଶବ୍ଦର ଅର୍ଥ ଯିଏ ମାଟି ପରି ସ୍ନେହ କରିଥାଏ ଆମର ସବୁ କଷ୍ଟ ସହିଥାଏ ଓ ଆକାଶର ଠାରୁ ବଡ଼ ।ଆମ ଦୁନିଆରେ ମାଆ ପରି କେହି ନାହିଁ ଯିଏ ନଜେ ଯେତେ କଷ୍ଟରେ ରହିଲେ ବି କେବେ ନିଜ ପିଲାକୁ ଦୁଃଖ କଷ୍ଟରେ ରଖେ ନାହିଁ ।ତେବେ ଜଣେ ନାରୀ ଯେତେବେଳେ ମାଆ ହେଇଥାଏ ସେତେବେଳେ ଏତେ ଖୁସି ହୁଏ ଯେ ସେ ଜୀଵନ ଭିତରେ କେବେ ହେଇ ନଥାଏ ।ସେ ନିଜ ପିଲାକୁ ଚୋଟରୁ ବଡ଼ କରିଥାଏ ଜୀଵନ ସାରା ସେମାନଙ୍କର ଯତ୍ନ ନେଇଥାଏ ।କିନ୍ତୁ ଆଜିର ଦୁନିଆରେ ପିଲା ମାନେ ବଡ଼ ହେଇ ଗଲେ ଆଉ ମାଆ କିଏ ଜାଣି ପାରନ୍ତି ନାହିଁ ।

ପ୍ରତିଦିନ ସୋସିଆଲ ମେଡ଼ିଆରେ ବିଭିନ୍ନ ପ୍ରକାରର ଭିଡ଼ିଓ ଭାଇରଲ ଦେଖିବାକୁ ମିଳିଥାଏ ଯେଉଁ ଥିରେ କେହି ମାଆ ନିଜ ପିଲାକୁ ବାହାରେ ଫିଙ୍ଗି ଦେଉ ଥିବାର ଦେଖିବାକୁ ମିଳିଥାଏ ତ ପୁଣି କୋଉ ପିଲା ବୃଦ୍ଧା ବସ୍ଥାରେ ମାଆକୁ ତଣ୍ଟିଆ ମାରି ଘରୁ ବାହାର କରି ଦେଉଛି ।ତେବେ ଏହି ପରି ଘଟଣା ଗୁଡିକ ଦେଖିଲା ପରେ ଧୀରେ ଧୀରେ ସମସ୍ତଙ୍କର ମାଆ ଓ ପିଲାର ସମ୍ପର୍କ ଉପରେ ବିଶ୍ବାସ ଉଠି ଯାଉଛି ।ତେବେ ଆଜି ବି ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ଯାହାର ହୃଦୟଫଟା ଦୃଶ୍ୟ ଦେଖିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ ।

ଆମର କେବେ ବିଶ୍ୱାସ ହେବ ନାହିଁ କି କେହି ମାଆ ନିଜ ଶିଶୁକୁ ମାରି ପାରିବ ବୋଲି ।ଜଣେ ମାଆ ଶିଶୁକୁ 10 ମାସ 10 ଦିନ ଗର୍ଭରେ ରଖିଲା ପରେ ତାକୁ ନିଜ ଅନ୍ତ ଚିରି ଜନ୍ମ ଦେଇଥାଏ ଆଉ ସେହି ଶିଶୁକୁ ଯେତେବେଳେ କିସଜି କଷ୍ଟ ହେଇଥାଏ ମାଆ ଯେଉଁଠି ଥିଲେ ବି ଦୌଡ଼ି ଆସିଥାଏ ।ତେବେ ଆଜିର ଏହି ଘଟଣା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ କାରଣ ଆଜିର ଏହି ଘଟଣାରେ ଜଣେ ମହିଳା ନିଜ ଶିଶୁ ଜନ୍ମ କରି ବି ତାର ତଣ୍ଟି ଚିପି କୂଅକୁ ଫିଙ୍ଗି ଦେଇଛି ।

ତେବେ ଏପରି ଏକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ ମାଶାଘାଇ ଥାନା କାନପୁର ଗାଁ ରେ ଯେଉଁ ଠାରେ ଜଣେ ମହିଳା ନିଜର ନବଜାତ ଶିଶୁ ଯାହାକୁ 2 ମାସ ବି ହେଇ ନଥିଲା ଆଉ ଶିଶୁର ମାଆ ଶିଶୁକୁ ତଣ୍ଟି ଚିପି ଘର ପଛରେ ଥିବା କୁଆକୁ ଫିଙ୍ଗି ଦେଇଥିଲେ ।ତେବେ ଏ ନେଇ ପଡ଼ୋଶୀ କହିଛନ୍ତି ମହିଳା ନିଜ ସ୍ୱାମୀକୁ ପସନ୍ଦ କରୁ ନଥିଲେ ତାଙ୍କର ଆଉ କାହା ସହ ସମ୍ପର୍କ କରୁଥିଲେ ଆଉ ଏହାର ଶିକାର ହେଲା ନିରୀହ ଶିଶୁ ।

ମହିଳାଙ୍କ ସ୍ୱାମୀ କହିଛନ୍ତି ତାଙ୍କ ସ୍ତ୍ରୀର ମୁଣ୍ଡ ଦୋଷ ରହିଛି ସେ କେତେବେଳେ କଣ କରୁଛନ୍ତି ତାହା ଥୁକ୍ରେ ଜାଣି ପାରନ୍ତି ନାହିଁ ।ତେବେ ଏବେ ଶିଶୁର ମୃତ ଶରୀରକୁ ଉଦ୍ଧାର କରି ହସ୍ପିଟାଲକୁ ପଠେଇ ଦିଆ ଯାଇଛି ।ତେବେ ଏହି ଘଟଣା ଜାଣିଲା ପରେ ଆଉ କାହା ଉପରେ ଭରଷା ହେବ କହିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.