Swastik Tv News Odisha

ଛାତି, ଅଣ୍ଟା ସାଇଜ୍ ଅନୁସାରେ ଖୋଜାଚାଲିଛି ବୋହୂ, ମାଟ୍ରିମୋନିଆଲ୍ ବିଜ୍ଞାପନରେ ଯୁବକଙ୍କ ଅଜବ ଡିମାଣ୍ଡ ଦେଖିଲେ ହୋସ ଉଡିଯିବ….

0

ପୂର୍ବରୁ ଯୁବକ ମାବେ ସାଧାରଣତଃ ବିବାହ କରିବା ପାଇଁ ଏକ ଭଲ ଝିଅ ଖୋଜୁ ଥାଆନ୍ତି। ବାସ ସେତିକିରେ ହିଁ ସେମାନେ ବିବାହ କରିବା ପାଇଁ ସ୍ଥିର କରି ଦେଉଥିଲେ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗରେ ଅନେକ ପ୍ରକାରର ଜିନିଷ ଶୁଣିବା ପାଇଁ ମିଳୁଛି। ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଶୁଣିବା ପାଇଁ ମିଳିଥାଏ, ଯାହାକି ଶୁଣିବା ମାତ୍ରେ ଆଶ୍ଚର୍ଯ୍ୟ ଚକିତ ଲାଗିଥାଏ। ସୋସିଆଲ ମିଡିଆରେ ବର୍ତ୍ତମାନ ଯୁବକ ମାନେ ନିଜ ପସନ୍ଦର ଝିଅ ଖୋଯିବା ସହିତ ଝିଅର ଅନେକ କିଛି ଆଧାରରେ ଖୋଜୁଛନ୍ତି। ତେବେ ନିକଟରେ ଏଭଳି କିଛି ଖବର ସମ୍ନାକୁ ଆସିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଖବର ଶୁଣିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ଅନୁଭବ କରିବେ। ତାହା ହେଉଛି ଜଣେ ଯୁବକ ଛାତି ଓ ଅଣ୍ଟା ସାଇଜର ଝିଅ ଖୋଜୁ ଥିବାର ଶୁଣିବା ପାଇଁ ମିଳିଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁଯାୟୀ, ଜଣେ ୧୫ ବର୍ଷୀୟ ବାଳକ ମାଟ୍ରିମୋନିଆଲ ବିଜ୍ଞାପନାରେ ଏକ ଅଜବ ପ୍ରକାରର ଝିଅ ଖୋଜୁଛନ୍ତି। ବାଳକ ଜଣଙ୍କ ୧୩ ପ୍ରକାର ଆଧାରରେ ଝିଅ ଖୋଜୁ ଥିବାର ଶୁଣିବା ପାଇଁ ମିଳିଛି। ପ୍ରଥମେ ବାଳକ ଜଣଙ୍କ ନିଜେ ୧୫ ବର୍ଷର ବୟସ ହୋଇ ମଧ୍ୟ ସେ ୧୮ ବର୍ଷରୁ ୨୬ ବର୍ଷ ମଧ୍ୟରେ ଝିଅ ଖୋଜୁଛନ୍ତି। ଝିଅଟି ରକ୍ଷଣ ଶୀଳ ଓ ଉଦାର ମନୋଭାବ ହୋଇଥିବା ଦରକାର। ଆଉ ପ୍ରୋ-ଲାଇଟ ଠାରୁ ଆରମ୍ଭ କରି ସ୍ତନ ସାଇଜ ଓ ଅଣ୍ଟା ସାଇଜ ପର୍ଯ୍ୟନ୍ତ ଏହା ସବୁ କିଛି ଆଧାରରେ ଯୁବକ ଜଣଙ୍କ ବିଜ୍ଞାପନ ଦେଇଛନ୍ତି।

ତେବେ ଏଥି ସହିତ ସେ ଲେଖିଛନ୍ତି ଯେ, ତାଙ୍କ ଜୀବନ ସାଥି ମେନିକ୍ୟୁର ଓ ପେରିକ୍ୟୁର, ସଫା ସୁତୁରା ଓ ଗୋରୀ ହୋଇଥିବା ନିହାତି ଆବଶ୍ୟକ ରହିଛି। ଆହୁରି ମଧ୍ୟ ବାଳକ ଜଣଙ୍କ କହିଛନ୍ତି ଯେ, ତାଙ୍କ ଜୀବନ ସାଥୀଙ୍କ ପୋଷାକ ୮୦ ପ୍ରତିଶତ କାଜୁଆଲ ଓ ଆଉ ୨୦ ପ୍ରତିଶତ ଫର୍ମାଲ ହୋଇଥିବା ଦରକାର। ଏହା ବ୍ୟତୀତ ସେ ଖଟରେ ଶୋଉ ଥିବା ସମୟରେ ପୋଷକ ପିନ୍ଧୁ ଥିବ। ଯୁବକ ଜଣଙ୍କର ଏହି ବିଜ୍ଞାପନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରଲ ହେବା ପରେ, ସୋସିଆଲ ମିଡିଆର ୟୁଜର ମାନେ ଏହାକୁ ଦେଖି ବାଳକଙ୍କୁ ଟ୍ରୋଲ କରିବା ଆରମ୍ଭ କରୁଛନ୍ତି। ଏଥି ସହିତ ସେମାନେ କହିଛନ୍ତି ଯେ, ଝିଅ ବାହାନାରେ ଏକ ଅବଜେକ୍ଟ ଖୋଜୁଛନ୍ତି ବୋଲି ବାଳକଙ୍କ ମାନସିକତାକୁ ବି ବହୁତ ନିନ୍ଦା ଓ ଘୃଣା ମଧ୍ୟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.