Swastik Tv News Odisha

ଛିଃ… ଛିଃ… ସମସ୍ତଙ୍କ ସାମ୍ନାରେ ବଲିଉଡ ଅଭିନେତ୍ରୀ Aliya Bhatt ଙ୍କ ଏପରି ଅଶ୍ଳୀଳ କଥାର ଭିଡିଓ ହେଉଛି ଭାଇରାଲ…ଏହାକୁ ଦେଖି ଲୋକେ ଯାହା କହୁଛନ୍ତି…ଦେଖନ୍ତୁ ଭିଡ଼ିଓ

0

ଜଣେ ସାଧାରଣ ମନୁଷ୍ୟ ଅପେକ୍ଷା ଜଣେ ସେଲିବ୍ରେଟ ମାନଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ। ତେବେ ଫିଲ୍ମ ହେଉ କିମ୍ବା ସିରିଏଲ ହେଉ ସେଥିରେ ଯେଉଁ କଳାକାର ମାନେ ଅଭିନୟ କରନ୍ତି ଓ ଯେଉଁ କଳାକାର ଅଭିନୟ ଲୋକଙ୍କୁ ପସନ୍ଦ ଆସିଲା ତାହାକୁ ହିଁ ଭଲ ପାଆନ୍ତି। ତେବେ ଅନେକ ଦର୍ଶକ ଅଛନ୍ତି ପସନ୍ଦିତା କଳାକାରଙ୍କୁ ସବୁବେଳେ ଅନୁସରଣ କରି ଥାଆନ୍ତି। ତାଙ୍କ ରିୟଲ ଲାଇଫ ବିଷୟରେ ଜାଣିବା ପାଇଁ ସବୁବେଳେ ଇଚ୍ଛା ପ୍ରକାଶ କରିଥାନ୍ତି। ସେଲିବ୍ରେଟି ମାନଙ୍କ ବେଶ ପୋଷାକ ଓ ସେମାନଙ୍କ କଥା ଶୈଳୀ ଉପରେ ସେମାନେ ସବୁବେଳ ପାଇଁ ତାଙ୍କୁ ସଂଯମତା ରକ୍ଷା କରିବାକୁ ପଡି ଥାଏ।

ଆଉ ବେଳେ ବେଳେ କିନ୍ତୁ ଏଭଳି କଥା କହି ଥାଆନ୍ତି, ଯାହାକି ସମସ୍ତଙ୍କ ସାମ୍ନାରେ ଟ୍ରୋଲ ହେବାକୁ ପଡି ଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଅଶ୍ରୀଳ କଥା କହୁଥିବାର ଭିଡ଼ିଓ ଭାଇରଲ ହେଉଛି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ବିଷୟରେ ଜାଣିବା। ସୂଚନା ଅନୁସାରେ, ବଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଚୁଲବୁଲି ଲୋକପ୍ରିୟ ଅଭିନେତ୍ରୀ ଆଲିଆ ଭଟ୍ଟ ଆପଣ ମାନେ ବେଶ ଭାବରେ ଜାଣିଥିବେ, ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗ ଧାଡ଼ିର ଅଭିନେତ୍ରୀ ଭାବରେ ବେଶ ଜଣାଶୁଣା ଅଟନ୍ତି।

ସେ ଅନେକ ଗୁଡିଏ ଫିଲ୍ମରେ ଅଭିନୟ କରିଛନ୍ତି ଓ ସେ ତାଙ୍କ ଦମଦାର ଅଭିନୟ ପାଇଁ ସେ ପରିଚିତ ହୋଇ ପାରିଛନ୍ତି। ତାଙ୍କ ଅଭିନୟକୁ ଯେ କେହି ବି ଦେଖିଲେ ବହୁତ ଖୁସି ହୋଇଯିବା ସହିତ ଆନନ୍ଦିତ ମଧ୍ୟ ହୋଇ ଯାଇ ଥାଆନ୍ତି। ଦର୍ଶକ ମାନେ ତାଙ୍କୁ ବହୁତ ଭଲ ପାଇବା ଦେବା ସହିତ ବହୁତ ଶ୍ରଦ୍ଧା ମଧ୍ୟ କରି ଥାଆନ୍ତି। ସେ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ନିକଟରେ ପହଁଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟା ଜାରି କରି ଥାଆନ୍ତି। ଦର୍ଶକ ମାନେ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ ଅଭିନୟକୁ ମଧ୍ୟ ବହୁତ ପସନ୍ଦ କରି ଥାଆନ୍ତି ଓ ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ଅନେକ ଗୁଡିଏ ପ୍ରଶଂସା ମିଳିବା ସହିତ ସବୁବେଳ ପାଇଁ ଚର୍ଚ୍ଚାରେ ମଧ୍ୟ ସେ ରହି ଥାଆନ୍ତି।

ତେବେ ବର୍ତ୍ତମାନ ଅଭିନେତ୍ରୀ କୌଣସି ଏକ ଷ୍ଟେଜରେ ଏମିତି ଡବଲ ମିନିଂ ବା ଅଶ୍ରୀଳ କଥା କହି ଥିବାର ଦେଖିବା ପାଇଁ ମିଳିଛି। ଦର୍ଶକ ମାନେ ଏହା ଶୁଣି ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ଏଥି ସହିତ ଦର୍ଶକ ମାନେ ଅଭିନେତ୍ରୀଙ୍କ କଥା ଶୁଣି ମଧ୍ୟ ଖୁବ ଜୋର ହସି ଥାଆନ୍ତି। ଏଭଳି କଥା ସେ ବହୁତ କହୁ ଥିବାର ଦେଖିବା ପାଇଁ ମିଳିଥାଏ। ବର୍ତ୍ତମାନ ତାଙ୍କର ଏଭଳି କିଛି କଥା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓକୁ ଲକ୍ଷାଧିକ ଲୋକ ମାନେ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.