Swastik Tv News Odisha

ଛୋଟ ଛୁଆକୁ ଧରି ଗାଇଲେ ମହାମନ୍ତ୍ର emotional and heart touching ଭିଜୁଆଲ ଦେଖିଲେ ଆପଣଙ୍କ ହୋସ ଉଡିଯିବ… Please ଦେଖନ୍ତୁ Video

0

ବନ୍ଧୁଗଣ ଅନେକ ଥର ଭଳି ଏଥର ପୁଣି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣମାନେ ନିଶ୍ଚିତ ଖୁସି ହେବା ସହିତ ଭାବପୂର୍ଣ୍ଣ ଭାବରେ ଏହାକୁ ଦେଖିବକୁ ଆଗ୍ରହ କରିବେ।ତେବେ ସମୟକ୍ରମେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଏକ ଆଶ୍ଚର୍ଯ୍ୟର ବିଷୟ ଅର୍ଥାତ୍ ଏକ ଭିନ୍ନ ଧରଣର ହୋଇଥାଏ।କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଆମକୁ ସାମାନ୍ୟ ଆଶ୍ଚର୍ଯ୍ୟ ଲାଗିଥାଏ, କିନ୍ତୁ ଏହା ଗ୍ରହଣୀୟ ବି ହୋଇଥାଏ। ତେବେ ଆଧୁନିକ ଯୁଗରେ ନାମ ସଙ୍କୀର୍ତ୍ତନ ର ମଡର୍ଣ୍ଣ ରୂପ ତ ଆପଣ ଅନେକ ସ୍ଥାନରେ ଅଷ୍ଟମ ପ୍ରହରୀ ରେ ଦେଖିବାକୁ ପାଉଥିବେ।

ଏହାକୁ ଦେଖି ମନ ଭିତରେ ଭକ୍ତି ଆସିବା ସହିତ ମନକୁ ଶାନ୍ତି ଲାଗିଥାଏ। କାରଣ ଠାକୁର ଙ୍କ ନାମ ସଂକୀର୍ତ୍ତନ ବେଶ୍ ନିଆରା।ସେହିଭଳି ଏକ ଦୃଶ୍ୟ ଏବେ ପୁଣି ସାମ୍ନାକୁ ଆସିଛି। ଯେଉଁଠି ଆଧୁନିକ ଗୀତରେ ଚାଲିଛି ହରେ କୃଷ୍ଣ ହରେ ରାମ ନାମ ସଙ୍କୀର୍ତ୍ତନ। ଆପଣ ଥରେ ଏହି ଦୃଶ୍ୟକୁ ଟିକିଏ ଭଲକି ଦେଖି ନିଅନ୍ତୁ ଏବଂ ଗିତଟିକୁ ଭଲକି ଶୁଣି ନିଅନ୍ତୁ। ବାଯୁଛି ଝାଞ୍ଜ, ମୃଦଙ୍ଗ ଆଉ ଖୋଳ। ଆଉ ଶୁଭୁଚି ହରେ କୃଷ୍ଣ ହରେ ରାମ ନାମ। କିନ୍ତୁ ଏଠାରେ ଆକର୍ଷଣ ପାଲଟି ଛନ୍ତି ଜଣେ ମହିଳା, ଯିଏକି ଏକ ଛୋଟ ଛୁଆକୁ ଧରି ହରେକୃଷ୍ଣ ହରେରାମ ନାମ ଗାଉଛନ୍ତି ମାଇକ ଧରି। ଆଉ ତାଙ୍କର ଏହି ପ୍ରଭୁ ନାମକୁ ଶୁଣି ଛୋଟ ଶିଶୁଟି ଆରାମ ରେ ଶୋଇ ଯାଉଛି।

ଅନେକ ସ୍ଥାନରେ ଆପଣ ଦେଖିଥିବେ ଯେତେବେଳ କେଉଁଠି ସଂକୀର୍ତ୍ତନ ହୁଏ କିମ୍ୱା ଅଷ୍ଟମ ପ୍ରହରୀ ରେ ନାମ ହୁଏ, ସେତେବେଳେ ସେଠାରେ ପୁରୁଷ ସଂକୀର୍ତ୍ତନ ଦଳିଆ ହରେକୃଷ୍ଣ ହରେରାମ ନାମ ସଂକୀର୍ତ୍ତନ କୁ ଗାଇଥାନ୍ତି। ବିଭିନ୍ନ ପ୍ରକାର ସ୍ଵରରେ ସେମାନେ ଏହି ନାମ ସଂକୀର୍ତ୍ତନ ସଙ୍ଗୀତ ଗାଇଥାଆନ୍ତି ଏବଂ ସମସ୍ତଙ୍କୁ ଆକର୍ଷିତ କରିଥାନ୍ତି।କିନ୍ତୁ ଏଠାରେ ଏହି ଦୃଶ୍ୟରେ ଦେଖିବାକୁ ମିଳିଛି ଯେ ଜଣେ ମହିଳା ବହୁତ୍ ସୁନ୍ଦର୍ ଭାବରେ ନାମ କରୁଛନ୍ତି। ସେ ତାଙ୍କ ସ୍ଵରରେ ଏହି ହରେକୃଷ୍ଣ ହରେରାମ ନାମ ଜପ ବହୁତ୍ ସୁନ୍ଦର୍ ଭାବରେ ଗାଉଛନ୍ତି। ଯାହାକୁ ଶୁଣିଲେ ଆପଣ ବି ବହୁତ୍ ଖୁସି ହେବେ।

ଏହି ମହିଳା ଜଣଙ୍କର ନାମ ହେଉଛି ଭାନୁମତୀ ସେଠ୍। ସେ ଏକ ଛୁଆକୁ ଧରି ଏହି ଗୀତ ଗାଉଛନ୍ତି ଏବଂ ଏହି ସଂକୀର୍ତ୍ତନ ଦଳର ଯୁବକ ମାନେ ନାମ ସଂକୀର୍ତ୍ତନ ର ତାଳେ ତାଳେ ସୁନ୍ଦର୍ ଭାବରେ ଡାନ୍ସ କରୁଛନ୍ତି। ଯାହା ଲୋକଙ୍କୁ ଅଧିକ ଆକର୍ଷିତ କରୁଚି। ତେବେ ଏହି ସଂକୀର୍ତ୍ତନ ମଣ୍ଡଳୀ ର ଚାହିଦା ଏବଂ ଏହି ସଂକୀର୍ତ୍ତନ ମଣ୍ଡଳୀ ପ୍ରତି ଲୋକଙ୍କ ଆକର୍ଷଣ ବହୁତ୍ ମାତ୍ରରେ ରହିଥିବା ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.