Swastik Tv News Odisha

” ଝିଅ ଆମର ନୂଆ ବୋହୂ ” ସିରିଏଲ୍ ର ଅଭିନେତ୍ରୀ Puja ଙ୍କ ଡଙ୍ଗାରେ ବସି Hot ଡ୍ୟାନ୍ସ ଭିଡିଓ ଭାଇରାଲ…. ଦେଖିଲେ ଆପଣ ନିଜକୁ ସମ୍ଭାଳି ପାରିବେନି….

0

ବନ୍ଧୁଗଣ ଧାରାବାହିକ ଜଗତର ଚାହିଦା ଦିନକୁ ଦିନ ଅଧିକ ବୃଦ୍ଧି ପାଇବାରେ ଲାଗିଛି। ଲୋକଙ୍କର ଏଥିପ୍ରତି ଆଗ୍ରହ ଏବଂ ଭଲପାଇବା ସହିତ ଉତ୍ସୁକତା ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି। ଓଡ଼ିଆ ଇଣ୍ଡଷ୍ଟ୍ରି ରେ ମଧ୍ୟ ଏହାର ଲୋକପ୍ରିୟତା କହିଲେ ନସରେ। ଅନେକ ଟିଭି ଚ୍ୟାନେଲ ଗୁଡିକ ଏଥିପ୍ରତି ଅଧିକ ଯତ୍ନବାନ ହେଉଛନ୍ତି କିପରି ଭାବରେ ମନୋରଞ୍ଜନ ପୂର୍ଣ୍ଣ ଧାରାବାହିକ ଦର୍ଶକ ମାନଙ୍କୁ ଭେଟି ଦେଇ ପାରିବେ ଏବଂ ଲୋକଙ୍କୁ, ଅଗଣିତ ଦର୍ଶକ ମାନଙ୍କୁ ଏହାର ଭଲପାଇବାର ଡୋରରେ ବାନ୍ଧି ରଖି ପାରିବେ। ସେହିପରି ଅନେକ ଗୁଡ଼ିଏ ଧାରବାହିକ ବା ସିରିଏଲ ଏବେ ଆପଣ ଦେଖିବାକୁ ପାଉଥିବେ ଏବଂ ଏହାର ଆନନ୍ଦ ଦେଉଥିବେ।

ସେହିପରି ଏକ ଧାରାବାହିକ ଏବେ ବେଶ୍ ଲୋକପ୍ରିୟତାର ଶୀର୍ଷରେ ରହିଚି, ଯାହାର ନାମ ହେଉଛି ଝିଅ ଆମର ନୂଆ ବୋହୂ। ତରଙ୍ଗ ଟିଭି ର ପ୍ରସାରିତ ଏହି ଧାରାବାହିକ ଟି ଏବେ ଲୋକଙ୍କ ବେଶ୍ ପସନ୍ଦର ଧାରାବାହିକ ପାଲଟି ବାରେ ଲାଗିଛି।
ତରଙ୍ଗ ଟିଭି ଚ୍ୟାନେଲ କିପରି ଭାବରେ ତାର ମନୋରଞ୍ଜନ ପୂର୍ଣ୍ଣ କାର୍ଯ୍ୟକ୍ରମ ଦ୍ବାରା ଓଡ଼ିଶାର ଅଗଣିତ ଦର୍ଶକ ମାନଙ୍କୁ ଏକ ଭଲ ପାଇବାର ଡୋରରେ ବାନ୍ଧି ରଖି ପାରିଛି। ତେବେ ଏହି ଟିଭି ଚ୍ୟାନେଲ ର ଅନେକ ଲୋକପ୍ରିୟତା ରହିଛି। ତେବେ ଏହି ଟିଭି ଚ୍ୟାନେଲ ରେ ଏବେ ପ୍ରସାରିତ ହେଉଥିବା ଅନେକ ଏପରି କାର୍ଯ୍ୟକ୍ରମ, ଏବଂ ରିଏଲିଟି ଶୋ ଯାହା ସମସ୍ତଙ୍କ ର ବେଶ୍ ପସନ୍ଦର ଏବଂ ପ୍ରିୟର ଶୋ ହୋଇ ପାରିଛି।

ଯାହାକୁ ଦେଖିବାକୁ ଦର୍ଶକ ବେଶ୍ ଉତ୍ସୁକତାର ସହ ଅନାଇ ରହିଥାନ୍ତି। ତେବେ ତରଙ୍ଗ ଟିଭି ଚ୍ୟାନେଲ କେବଳ ରିଏଲିଟି ଶୋ ଏବଂ ଧାରାବାହିକ ନୁହେଁ ବରଂ ତରଙ୍ଗ ବ୍ୟାନର ରେ ଅନେକ ସୁପରହିଟ ଫିଲ୍ମ୍ ପ୍ରସ୍ତୁତ କରୁଛି। ଏବେ ସୁଦ୍ଧା ଅନେକ ଲୋକପ୍ରିୟ ଏବଂ ଲୋକଙ୍କ ମନକୁ ଛୁଇଁଲା ଭଳି ଫିଲ୍ମ୍ ଏବଂ ସିରିଏଲ ଏହି ପ୍ରଡକ୍ସନ ଲୋକଙ୍କୁ ଦେଇ ସାରିଲାଣି। ତେବେ ଆଜି ଆମେ ଝିଅ ଆମର ନୂଆ ବୋହୂ ସିରିଏଲ ର ଏକ ଏପିଶୋଡ଼ିକ ପ୍ରମୋ ଆପଣଙ୍କୁ ଦେଖାଇବାକୁ ଯାଉଛୁ ଯେଉଁଥିରେ ଏହି ଧାରାବାହିକ ର ଅଭିନେତ୍ରୀ ଙ୍କ ଏକ ଚୁଲବୁଲି ଡାନ୍ସ ଭିଡିଓ ସାମ୍ନାକୁ ଆସିଛି।

ଅଭିନେତ୍ରୀ ଜଣଙ୍କ କିପରି ଭାବରେ ନୌକା ରେ ବସି ଯାତ୍ରା କରୁଥିବା ବେଳେ ତାଙ୍କର ଚୁଲବୁଲି ଅନ୍ଦାଜ ରେ ମନ ଖୁସିରେ ଉତଫୁଲିତ ହୋଇ ଡଙ୍ଗାରେ ବସି ନାଚୁଛନ୍ତି ତାହା ଥରେ ଦେଖନ୍ତୁ। ତାଙ୍କ ସମ୍ମୁଖରେ ବସିଛନ୍ତି ଏହି ଧାରାବାହିକ ର ଆଉ ଜଣେ ଚରିତ୍ର। ତେବେ ଏହି ଦୃଶ୍ୟ ଉପରେ ଆଗକୁ କାହାଣୀ ଆଗେଇବାକୁ ଯାଉଥିବା ବେଳେ ଏବେ ଏହାର ପ୍ରୋମୋ ସାମ୍ନାକୁ ଆସିଛି। ଏହାକୁ ଦେଖି ଦର୍ଶକ ବେଶ ଖୁସି ଏବଂ ଆଗ୍ରହୀ ଅଛନ୍ତି ଏହା ଜାଣିବାକୁ ଯେ ଆଗକୁ କଣ ଘଟିବ, ଯେଉଁପାଇଁ ଅଭିନେତ୍ରୀ ଜଣଙ୍କ ଏତେ ଖୁସି ନଜର ଆସିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.