Swastik Tv News Odisha

ଝିଅ ମାନଙ୍କୁ ଘାରିଛି ମଦ ନିଶା, ଗାଡି ଉପରେ ବସି ମଦରେ ମାତାଲି ହୋଇ କଲେ ଏମିତି କାମ….ଦେଖନ୍ତୁ ଭିଡ଼ିଓ

0

ଆଜିର ଅଧୁନିକ ସମାଜରେ ପ୍ରତ୍ୟେକ ଦିନ କିଛି କିଛି ଘଟଣା ବା ଆଶ୍ଚର୍ଯ୍ୟ ଜନକ ଦୃଶ୍ୟ ଦେକିବାକୁ ମିଳୁଛି । ଯାହା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ କରାଇବ , ତେବେ ଆଜିର ଯୁବପିଢୀ ମାନେ କୌଣସି ବି ସ୍ତରକୁ ଯିବା ପାଇଁ ପଛଘୁଞ୍ଚା ଦେଉ ନାହାନ୍ତି । ସମାଜକୁ ଆଗକୁ ନେବା ପାଇଁ ହେଲେ ଯୁବପିଢୀ ମାନଙ୍କର ସହଯୋଗ ଅତ୍ୟନ୍ତ ଜରୁରୀ ଅଟେ କିନ୍ତୁ ଯଦି ସେହି ଯୁବପିଢୀ ମାନେ ଅସଦାଚରଣ କାର୍ଯ୍ୟରେ ନିଜକୁ ସର୍ବଦା ନିୟୋଜିତ କରନ୍ତି । ତେବେ ସମାଜ ଧୀରେ ଧୀରେ କଳୁଷିତ ହେବାକୁ ଲାଗିବ , ପରସ୍ପର ମଧ୍ୟରେ କଳୋହ ର ବାତାବରଣ ସୃଷ୍ଟି ହେବ ।

ପ୍ରତ୍ୟେକ ମାତା ପିତା ନିଜ ପିଲାଙ୍କ ଭବିଷ୍ୟତ ପାଇଁ ସର୍ବଦା ଚିନ୍ତିତ ରହିଥାନ୍ତି ଏବଂ ପିଲାକୁ ବଡ ମଣିଷ କରିବା ପାଇଁ ସେମାନେ ଦୂର ସ୍ଥାନକୁ ପାଠପଢିବା ପାଇଁ ଛାଡିଥାନ୍ତି । ନିଜେ ଦୁଃଖ କଷ୍ଟ ସହି ପିଲା ମାନଙ୍କର ସମସ୍ତ ଆଶାକୁ ପୂରଣ କରିଥାନ୍ତି । କିନ୍ତୁ ଆଜିର ପିଲାମାନେ ବାପା ମାଆଙ୍କର ସେହି ଦୁଃଖ କଷ୍ଟକୁ ବୁଝି ପାରନ୍ତି ନାହିଁ , ନିଜର ଖୁସୀ ପାଇଁ ଏମିତି କିଛି କାର୍ଯ୍ୟ କରିଥାନ୍ତି । ଯେଉଁଥି ପାଇଁ ସେମାନଙ୍କୁ ସମାଜ ଆଗରେ ଅପଦସ୍ତ ହେବାକୁ ପଡିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏକ ଭିଡିଓ ବିଷୟରେ ଜଣେଇବୁ , ତାହା ଦେଖି ଆପଣ ମାନେ ବିଶ୍ୱାସ କରି ପାରିବେ ନାହିଁ ଯେ ଝିଅ ମାନେ ମଧ୍ୟ ଏମିତି କରିପାରନ୍ତି ।

ତେବେ ଭିଡିଓ ରେ ଦେଖିବାକୁ ମିଳିଛି କିଛି ଝିଅ ମାନେ ସାଙ୍ଗସାଥୀ ହୋଇ ବାଇକ ଉପରେ ବସି ମଦ ପିଉଥିବାର ନଜର ଆସିଛନ୍ତି । ଏତେ ମାତ୍ରାରେ ଝିଅ ମାନେ ମଦ ସେବନ କରୁଛନ୍ତି , ଯାହାକି ସେମାନେ ନିଶାରେ ଟଳମଳ ହେଉଛନ୍ତି । ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓଟି ଦେଖିଲା ପରେ ଏମିତି ଲାଗୁଛି ଝିଅ ମାନେ ମଧ୍ୟ କୌଣସି କ୍ଷେତ୍ରରେ କମ ନୁହନ୍ତି । ଶେଷରେ ମଦ ସେବନରେ ମଧ୍ୟ ନିଜକୁ ଆଗରେ ରଖିଛନ୍ତି ଏବଂ ଯାହାର ଦୃଶ୍ୟ ଏହି ଭିଡିଓ ରେ ଆପଣ ମାନେ ଦେଖି ପାରୁଥିବେ ।

ଏଭଳି ଦୃଶ୍ୟ ସମାଜ ପାଇଁ ବହୁତ ନିନ୍ଦନୀୟ ଅଟେ ଏବଂ ଏହାର କୁପ୍ରଭାବ ଅନ୍ୟ ମାନଙ୍କ ଉପରେ ଅଧିକ ମାତ୍ରାରେ ପଡିଥାଏ । ଶିକ୍ଷିତ ଯୁବପିଢୀ ହୋଇ ଏପରି ନିନ୍ଦନୀୟ କାର୍ଯ୍ୟ କରିବା ଆଦୌ ଶୋଭନୀୟ ନୁହେଁ । ଝିଅ ମାନଙ୍କର ମଦ ସେବନ ର ଭିଡିଓ ବର୍ତ୍ତମାନ ପ୍ରଚୁର ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଦୃଶ୍ୟ ଭାଇରାଲ ହେବା ପରେ ଲୋକମାନେ ଅନେକ ପ୍ରକାର କମେଣ୍ଟ ମଧ୍ୟ କରିଛନ୍ତି । ତେବେ ଏପରି କାର୍ଯ୍ୟ କରିବା ସମାଜ ପାଇଁ ଆଦୌ ଶୋଭନୀୟ ନୁହେଁ ଏବଂ ଏହା ଏକ ପ୍ରକାର ନିନ୍ଦନୀୟ କାର୍ଯ୍ୟ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.