Swastik Tv News Odisha

ଝିଅ ମାନଙ୍କ ଶୋଇବାଶୈଳି ରୁ ଜାଣନ୍ତୁ ସେମାନଙ୍କୁ କେଉଁ ପ୍ରକାର ପୁଅ ପସନ୍ଦ ଅଟନ୍ତି – Life Style

0

ଯେତେବେଳେ ଗୋଟିଏ ପୁଅ କୌଣସି ଝିଅ ସହ ଫ୍ରେଣ୍ଡ ହେବା ପାଇଁ ଚାହେଁ , ସେତେବେଳେ ତା ମନରେ ବହୁତ ଗୁଡିଏ ପ୍ରଶ୍ନ ଆସିଥାଏ । ଯେପରିକି ସେ ଝିଅକୁ କେଉଁ ପ୍ରକାର ପୁଅ ପସନ୍ଦ ଅଟେ ଏବଂ ତାର ସ୍ୱଭାବ କିପରି ଅଟେ । ପ୍ରତ୍ୟେକ ବ୍ୟକ୍ତି ଅଲଗା ଅଲଗା ହୋଇଥାନ୍ତି , ସେହିପରି ସେମାନଙ୍କ ଶୋଇବା ପଜିସନ ମଧ୍ୟ ଅଲଗା ଅଲଗା ହୋଇଥାଏ । ଝିଅ ମାନଙ୍କ ଶୋଇବା ପଜିସନ୍ ରୁ ଆମେ ଜାଣିପାରିବା ସେମାନଙ୍କୁ କେଉଁ ପ୍ରକାର ପୁଅ ପସନ୍ଦ ଅଟନ୍ତି । ତେବେ ଆସନ୍ତୁ ଜାଣିବା ଝିଅ ମାନଙ୍କର ଶୋଇବା ପୋଜିସନ ରୁ ତାଙ୍କ ମନ କଥା ବିଷୟରେ ଜାଣିବା ।

1. ସିଧାହୋଇ ଶୋଇବା :-

ବହୁତ କମ୍ ଝିଅ ଥାଅନ୍ତି ଯେଉଁମାନଙ୍କୁ ସିଧା ହୋଇ ଶୋଇବା ଅଭ୍ୟାସ ରହିଥାଏ , ଏହିପରି ଝିଅ ମାନେ ଯେଉଁ ସ୍ୱପ୍ନ ଦେଖିଥାନ୍ତି ତାକୁ ପୂରା କରିବାକୁ ବହୁତ ଚେଷ୍ଟା କରିଥାନ୍ତି । ଏହିପରି ଝିଅ ମାନଙ୍କୁ ଏପରି ପୁଅ ପସନ୍ଦ ଅଟେ , ଯେଉଁମାନେ ନିଜ ସ୍ୱାଭିମାନ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥିବେ ।

2. ଓଲଟା ହୋଇ ଶୋଇବା :-

ଯେଉଁ ଝିଅ ମାନେ ଓଲଟା ହୋଇ ଶୁଅନ୍ତି ସେ ଝିଅ ମାନେ ଟିକେ ଲୋଭୀ ସ୍ୱଭାବର ହୋଇଥାନ୍ତି । ଏମାନେ ନିଜ ପାର୍ଟନର ଙ୍କୁ ସବୁବେଳେ କିଛି ନା କିଛି ମାଗିଥାନ୍ତି , ଏମାନଙ୍କୁ ଏହିପରି ପୁଅ ପସନ୍ଦ ଅଟେ ଯେଉଁମାନେ ଏମାନଙ୍କୁ ପ୍ରତି କଥାରେ ସରପ୍ରାଇଜ୍ ଦେଉଥିବେ । ଅର୍ଥାତ୍ ସେଇ ପୁଅ ମାନେ ଯାହା ପାଖରେ ଝିଅ କୁ ଖୁସୀ କରିବାର କ୍ଷମତା ରହିଅଛି ।

3. ବାମ ସାଇଡ୍ କୁ ମୁହଁ କରି ଶୋଇବା :-

ଯେଉଁମାନେ ବାମ ସାଇଡ୍ କୁ ମୁହଁ କରି ଶୋଇଥାନ୍ତି ସେମାନଙ୍କ ହେଲ୍ଥ ସବୁବେଳେ ଭଲ ରହିଥାଏ । ଏମାନଙ୍କୁ ଏହି ପୁରୁଷ ପସନ୍ଦ ଅଟନ୍ତି ଯେଉଁ ମାନଙ୍କ ନିକଟରେ ନେତୃତ୍ୱ କରିବାର କ୍ଷମତା ରହିଥାଏ ଏବଂ ଏମାନଙ୍କ ପାଦ ସହ ପାଦ ମିଶାଇ ସବୁ ସିଚୁଏସନ ରେ ଛିଡା ହୋଇପାରୁଥିବେ ।

4. ତକିଆକୁ ହାତରେ ଧରି ଶୋଇବା :-

ହାତରେ ତକିଆ ଧରି ଶୋଇଥିବା ଝିଅ ମାନେ ବହୁତ ଭାବୁକ ସ୍ୱଭାବର ହୋଇଥାନ୍ତି , ଏମାନଙ୍କୁ ପୁଅଙ୍କ ଲୁକ୍ ବହୁତ ପ୍ରଭାବିତ କରିଥାଏ । ଏହିପରି ଝିଅକୁ କିଏକି ସହଜରେ ଫସାଇ ଦେଇ ପାରିବେ ।

5. ଗୋଡ ଓସାରି ଶୋଇବା :-

ଯେଉଁ ଝିଅମାନେ ଗୋଡ ଓସାରି ଶୋଇଥାନ୍ତି ସେମାନେ ବହୁତ କେୟାରଲେସ୍ ହୋଇଥାନ୍ତି । ଏମାନଙ୍କୁ କୌଣସି କଥାରେ ମଧ୍ୟ ଟେନସନ ନଥାଏ , ଏମାନଙ୍କୁ ଏହିପରି ପୁଅ ପସନ୍ଦ ଅଟନ୍ତି ଯେଉଁମାନେ ଏମାନଙ୍କୁ ଲାଇଫ୍ ରେ ରୋକଠକ୍ କରୁ ନଥିବେ । ଅର୍ଥାତ୍ ଏମାନେ ନିଜ ସ୍ୱାଧୀନରେ ରହିବା ପାଇଁ ପସନ୍ଦ କରନ୍ତି ।

6. ତକିଆଧରି ଶୋଇବା :-

ଯେଉଁମାନେ ତକିଆ ଧରି ଶୋଇଥାନ୍ତି , ସେମାନେ ଚଞ୍ଚଳ ହୋଇଥାନ୍ତି , ଏମାନଙ୍କୁ ସ୍ୱପ୍ନ ଦେଖିବା ବହୁତ ପସନ୍ଦ ଅଟେ । ଏମାନଙ୍କୁ ଏହିପରି ପୁଅ ପସନ୍ଦ ଅଟନ୍ତି ଯେଉଁମାନେ ଏମାନଙ୍କର ବହୁତ କେୟାର କରୁଥିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.