Swastik Tv News Odisha

ଝିଅ ମାନଙ୍କ ଶୋଇବା ଶୈଳୀ ରୁ ଜାଣନ୍ତୁ ସେମାନଙ୍କୁ କିପରି ପୁଅ ପସନ୍ଦ ଅଟନ୍ତି ଏବଂ ସେମାନଙ୍କ personality କିପରି

0

ନମସ୍କାର ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ, ଝିଅ ମାନଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ। ସେମାନଙ୍କ ଚାଲି ଚଳନ ହାବ ଭାବ ଯାହା ଅନେକ ପ୍ରଭାବ ପକାଇଥାଏ। ତେବେ ବନ୍ଧୁଗଣ ଏହି ସବୁ ଲକ୍ଷଣ ମାନଙ୍କ ମଧ୍ୟରୁ ଆଜି ଆମେ ଝିଅ ମାନେ ଶୋଇବା ଶୈଳୀ ରୁ ସେମାନେ କେଉଁ ପ୍ରକାର ପୁଅ ଚାହାନ୍ତି ଏବଂ ତାଙ୍କ ସ୍ଵଭାବ ଜନାପିଡିଥାଏ, ତେବେ ଆସନ୍ତୁ ଜାଣିବା;

(୧) ସିଧା ଶୋଇବା :- ଯେଉଁ ଝିଅ ମାନେ ସିଧା ଶୁଅନ୍ତି, ସେମାନେ ସବୁବେଳେ ସ୍ବପ୍ନ ଦେଖି ବାକୁ ଭଲ ପାଇ ଥାଆନ୍ତି ଓ ସେହି ସ୍ବପ୍ନ ସବୁକୁ ପୁରାଣ କରିବା ପାଇଁ ତାଙ୍କ ଚେଷ୍ଟା ଜାରି ରଖି ଥାଆନ୍ତି। ସେହି ଝିଅ ମାନେ ସବୁବେଳେ ସ୍ୱାଭିମାନ ଓ ସଚୋଟ ପୁଅ ହିଁ ପସନ୍ଦ କରି ଥାଆନ୍ତି। ସେମାନଙ୍କ ମନରେ ଯେମିତି ହିଂସା ଭାବ ନଥାଏ।

(୨) ତକିଆକୁ ଧରି ଶୋଇବା :- ଏଭଳି ଭାବରେ ଯେଉଁ ଝିଅ ମାନେ ଶୋଇ ଥାଆନ୍ତି, ସେମାନେ ଅନେକ କଥା ଭାବି ଥାଆନ୍ତି। ଏଭଳି ଝିଅ ମାନଙ୍କୁ ଯେ କୌଣସି ପୁଅ ବି ନିଜର ପ୍ରେମରେ ପକାଇ ପାରିବ ଓ ପୁଅ ମାନଙ୍କର ଲୁକ ମଧ୍ୟ ତାଙ୍କୁ ବହୁତ ପସନ୍ଦ ଆସିଥାଏ।

(୩) ବାମ ପାର୍ଶ୍ୱକୁ ମୁହଁ କରି ଶୋଇ ଥିବା ଝିଅ :- ଯେଉଁ ଝିଅ ମାନର ଏପରି ଭାବରେ ଶୋଇ ଥାଆନ୍ତି, ବୈଜ୍ଞାନିକ ମାନେ କହି ଥାଆନ୍ତି ଯେ, ସେମାନଙ୍କ ଶରୀର ସବୁବେଳେ ଭଲ ରହିବ। ଏଭଳି ଝିଅ ମାନେ ତାଙ୍କ ସହ ଯେଉଁ ପୁଅ ତାଙ୍କର ସବୁ ପରିସ୍ଥିତିରେ ଛିଡ଼ା ହୋଇ ପାରୁଥିବ ଓ ତାଙ୍କର ଯତ୍ନ ମଧ୍ୟ ନେଉଥିବେ ତାଙ୍କୁ ସେମିତିକା ପୁଅ ହିଁ ପସନ୍ଦ ହୋଇ ଥାଆନ୍ତି।

(୪) ଗୋଡ଼ ଓସରି ଶୋଇବା :- ଯେଉଁ ଝିଅ ମାନେ ଏଭଳି ଶୋଇ ଥାଆନ୍ତି, ସେମାନେ ସବୁବେଳେ କେୟାର ଲେସ ହୋଇ ଥାଆନ୍ତି। ଏଭଳି ଝିଅ ମାନେ କାମ ମଧ୍ୟ ଖରାପ ହୋଇଥାଏ। ସେମାନଙ୍କୁ ଏମିତି ପୁଅ ପସନ୍ଦ ଯେ, ଯେଉଁ ମାନେ ତାଙ୍କ ଉପରେ ଜବାବ ଦେଇ କଥା ବାର୍ତ୍ତା କରୁ ନଥିବେ। ସେମାନେ ନିଜ ଇଚ୍ଛାରେ ବଞ୍ଚି ବାକୁ ସବୁବେଳେ ଆଗ୍ରହ କରି ଥାଆନ୍ତି।

(୫) ଓଲଟା ହୋଇ ମୁହଁ ତଳକୁ କରି ଶୋଇବା :- ଯେଉଁ ଝିଅ ମାନେ ଏଭଳି ଭାବରେ ଶୋଇ ଥାଆନ୍ତି, ସେମାନେ ସବୁବେଳେ ଲୋଭ ଗ୍ରସ୍ତ ହୋଇ ଥାଆନ୍ତି। ଯେଉଁ ପୁଅ ମାନେ ତାଙ୍କୁ ସବୁବେଳେ ସରପ୍ରାଇଜ ଗିଫ୍ଟ ଦେଉଥିବେ ଓ ଏଥି ସହ ମଧ୍ୟ ତାଙ୍କୁ ବହୁତ ଭଲ ପାଉଥିବେ,ସେମାନଙ୍କୁ ଏଭଳି ପୁଅ ହିଁ ପସନ୍ଦ ଲାଗି ଥାଆନ୍ତି ଓ ସୁନ୍ଦର ପୁଅ ମଧ୍ୟ ପସନ୍ଦ କରି ଥାଆନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.