ଝିଅ ସୁନ୍ଦର ନା ପୁଅ ସୁନ୍ଦର…. ଟୁଁଗୁରୁ କଲା ବାୟା…. ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ…

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ମଜାଦାର ଭାଇରାଲ ଭିଡିଓ ଦେଖୁଥିବେ।ଏହିସବୁ ଭିଡିଓ ମାନଙ୍କୁ ଭିତରୁ କିଛି ଭିଡିଓ ଏମିତି ଥାଏ ଯାହାକୁ ଦେଖିଲେ ଲୋକେ ଏହି ଘଟଣାକୁ ସମ୍ପୂର୍ଣ୍ଣ ନଦେଖି ଏହାକୁ ଏଡାଇ ପାରନ୍ତି ନାହିଁ। ଏହାକୁ ଦେଖି ସେମାନେ ଖୁସି ହେବା ସହିତ ଏଥିପ୍ରତି ପ୍ରତିକ୍ରିୟା ଶିଳ ହୋଇ ପଡନ୍ତି।ସେହିପରି ଏକ ମଜାଦାର ଭିଡିଓ ଏବେ ସାମ୍ନାକୁ ଆସିଛି।ଏହା ହେଉଛି ଏକ ଯାତ୍ରା ପାର୍ଟିର। ଆପଣଙ୍କୁ କହି ରଖୁଛୁ ଯେ ଏହା ହେଉଛି କୋଣାର୍କ ଗଣନାଟ୍ୟର ଜବରଦସ୍ତ ଯାତ୍ରା ଆଙ୍କରିଙ୍ଗ ର ଏକ ଭିଡିଓ।ଆମେ ଆଜି ଆପଣଙ୍କୁ ଏହି ଯାତ୍ରାର ମଜାଦାର ଆଙ୍କରିଙ୍ଗ ବିଷୟରେ କହିବୁ ଯାହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ।

ଆପଣ ତ ଜାଣିଛନ୍ତି ଅନେକ ଦର୍ଶକ ଯାତ୍ରା ଦେଖିବାକୁ ବହୁତ୍ ଭଲ ପାଆନ୍ତି। ଆପଣମାନେ ଯଦି ଯାତ୍ରା ପ୍ରେମୀ ହୋଇଥିବେ ତେବେ ଯାତ୍ରା ତ ନିଶ୍ଚୟ ଦେଖିବାକୁ ଭଲ ପାଉଥିବେ ଏବଂ ଯାତ୍ରା ଦେଖିବାକୁ ବି ଯାଉଥିବେ ମଧ୍ୟ।ଯାତ୍ରାରେ ରହିଥାଏ ଏକ ଭିନ୍ନ ଧରଣର ଏବଂ ସ୍ଵତନ୍ତ୍ର ପ୍ରକାରର ମନୋରଂଜନ ର ଛୁଙ୍କ। ଯାତ୍ରାରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସବୁ ରହିଥାଏ। ଯାତ୍ରାର ନାଟକ ଆରମ୍ଭ ହେବା ପୂର୍ବରୁ ରହିଥାଏ ଅନେକ କାର୍ଯ୍ୟକ୍ରମ। ଯାହାକୁ ଦେଖିବାକୁ କିଛି ସ୍ଵତନ୍ତ୍ର ଦର୍ଶକ ବେଶ୍ ଭଲ ପାଆନ୍ତି। କାରଣ ଏହା ହେଉଛି ମେଲୋଡି ଏବଂ ରେକର୍ଡ ଡାନ୍ସ ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଆଉ ଏହି ସମୟରେ ମଝିରେ ମଝିରେ ଦର୍ଶକଙ୍କୁ ମିଳିଥାଏ ଜବରଦସ୍ତ ଆଙ୍କରିଂ ର ତଡ଼କା।

ଆଉ ଏହା ମଧ୍ୟ ବହୁତ୍ ମନୋରଂଜନ ପୂର୍ଣ୍ଣ ହୋଇଥାଏ।ତେଣୁ ଯାତ୍ରାର ପ୍ରତିଟି ମାହଲ ବେଶ ଆକର୍ଷିତ କରିବା ଭଳି ଅଟେ। ସେହିପରି ଆପଣ ଏଠାରେ ଏହି ଭିଡିଓ ରେ ଦେଖିବେ କିପରି ଉଭୟ ଲେଡି ଏବଂ ଜେଣ୍ଟସ ଆଙ୍କର କିପରି ମଜାଦାର ଢଙ୍ଗରେ ସାୟେରି କହି ଆଙ୍କରିଙ୍ଗ କରୁଛନ୍ତି ଏବଂ ଲୋକଙ୍କୁ ହସାଉଛନ୍ତି। ସାୟେରି ମାଧ୍ଯମରେ ପରସ୍ପର ପରସ୍ପରକୁ ମଜାଳିଆ ଢଙ୍ଗରେ ଆକ୍ଷେପ କରୁଛନ୍ତି। ଏହାର ପ୍ରସଙ୍ଗ ରହିଛି ଝିଅ ସୁନ୍ଦର୍ ନା ପୁଅ ସୁନ୍ଦର୍। ଏହାକୁ ନେଇ ଉଭୟ ଯିଏ ଯାହାର ମତ ଶାୟରି ମାଧ୍ୟମରେ ରଖୁଛନ୍ତି। ବେଶ୍ ମଜାଳିଆ ଢଙ୍ଗରେ ଲୋକଙ୍କୁ ହସାଇବା ଭଳି କଥା କହି ସେମାନେ ଗୋଟିଏ ପରେ ଗୋଟିଏ ଶାୟରି କହୁଛନ୍ତି।

ଏହାକୁ ଦେଖିଲେ ଏବଂ ଶୁଣିଲେ ନିଶ୍ଚିତ ଆପଣ ଉପଭୋଗ କରିବେ। ତେବେ ପ୍ରଥମେ ଫିମେଲ୍ ଆଙ୍କର ଶାୟେରି ମାଧ୍ଯମରେ ପୁଅଙ୍କୁ କହିବା ପରେ ଏହାର ପ୍ରତି ଜବାବରେ ମେଲ୍ ଆଙ୍କର ଜଣଙ୍କ ମଧ୍ୟ ଝିଅ ମାନଙ୍କ ବିଷୟରେ ସାୟେରୀ ମାଧ୍ୟମରେ ଏହାକୁ କହୁଛନ୍ତି। ଏହାକୁ ଶୁଣି ଦର୍ଶକ ମଧ୍ୟ ବେଶ୍ ଉତ୍ସାହିତ ହେଉଥିବା ଦେଖିବାକୁ ମିଳୁଛି। ସେମାନେ ଏହାର ମଜା ନେଇ କରତାଳି ମଧ୍ୟ ମାରୁଛନ୍ତି। ଆପଣଙ୍କୁ ଯାତ୍ରାର ଏହି ଦୃଶ୍ୟ ନିଶ୍ଚିତ ଭଲ ଲାଗିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment