ଝୁଲରେ ନିତାଇ ଝୁଲୁ ଗୀତ ଗାଇଲେ ଗାୟିକା ସଞ୍ଜୁ… ନିଆଁ ଭଳି ଭାଇରାଲ ହେଲା ଭିଡ଼ିଓ…

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଏକ ଭଜନ ସଙ୍ଗୀତ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା। ଯାହା ଏକ ଭିନ୍ନ ସ୍ୱାଦର ଭଜନ ସଙ୍ଗୀତ ଅଟେ।ଏହି ସଙ୍ଗୀତ ଟି ହେଉଛି ଝୁଲରେ ନିତାଇ ଝୁଲ ଯାହାକୁ ଲୋକ କେତେ ମାତ୍ରାରେ ଶୁଣୁଛନ୍ତି ଏବଂ ଭଲପାଇବା ଦେଉଛନ୍ତି ତାହା ଆପଣ ଜାଣି ପାରୁଥିବେ।ଏହି ଗୀତ ସୋସିଆଲ ମିଡିଆରେ ଏକ ଟ୍ରେଣ୍ଡ କରିବାରେ ଲାଗିଛି ଯେମିତି। ଅନେକ ଲୋକପ୍ରିୟ ସିଙ୍ଗର ଏହି ଗୀତକୁ ଗାଇ ସାରିଲେଣି।ଏହି ଗୀତର ଆକର୍ଷଣ ହେଉଛି ଏହାର ଲିରିକ୍ସ। ଏବେ ଗାୟିକା ସଞ୍ଜୁ ଏବେ ଏହି ଗୀତକୁ ଏକ ଯାତ୍ରା ଷ୍ଟେଜ ରେ ଗାଇଛନ୍ତି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।

ଆପଣ ଜାଣିଛନ୍ତି ଗାୟିକା ସଞ୍ଜୁ ଓଡିଶାର ଜଣେ ଆଗଧାଡିର କଣ୍ଠଶିଳ୍ପୀ ଅଟନ୍ତି। ତାଙ୍କ ସ୍ଵରର ଯାଦୁରେ ସେ ଅନେକଙ୍କୁ ତାଙ୍କ ସ୍ୱରର ଦିୱାନା କରିଥାନ୍ତି। ତେବେ ଓଡ଼ିଶାର ସଙ୍ଗୀତ ଜଗତର ସେ ଏବେ ଜଣେ ଜଣାଶୁଣା ପରିଚିତ ଚେହେରା ପାଲଟିଛନ୍ତି।
ତାଙ୍କ ସ୍ୱରର ଭିନ୍ନ ଅନ୍ଦାଜ ଲୋକଙ୍କୁ ବେଶ ପସନ୍ଦ ଆସିଥାଏ। ତାଙ୍କୁ ଓଡ଼ିଶାର ଅଗଣିତ ଶ୍ରୋତା ବେଶ୍ ପସନ୍ଦ କରନ୍ତି।ଆପଣ ମାନେ ଜାଣିଛନ୍ତି ଯେ ସେ ଅନେକ ଆଲବମ ଗୀତରେ ତାଙ୍କର ଚମତ୍କାର କଣ୍ଠଦାନ କରି ଜଣେ ଲୋକପ୍ରିୟ ଗାୟିକ ହୋଇ ପାରିଛନ୍ତି। ତେବେ ଏହି ସିଙ୍ଗର ଜଣଙ୍କ ତାଙ୍କର ପ୍ରତିଭାକୁ ଦେଖାଇ ଅନେକ ସୁପରହିଟ ଗୀତରେ ତାଙ୍କର ଜଲୱା ଦେଖାଇ ଛନ୍ତି।

ତେବେ ଅନେକ ପ୍ରକାରର ଗୀତକୁ ସେ ଗାଇ ଲୋକ ମାନଙ୍କୁ ଖୁସ୍ କରିବା ସହିତ ଲୋକ ଲୋଚନକୁ ଆସି ପାରିଛନ୍ତି।ସେ ତାଙ୍କର ସଙ୍ଗୀତର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ପ୍ରସଂଶକ ମାନଙ୍କୁ। ତେବେ ଅନେକ ସମୟରେ ସେ କିଛି ଏମିତି ଗୀତ ଗାଇଥାନ୍ତି ଯାହା ବହୁତ୍ ହିଟ୍ ହେବା ସହିତ ଚର୍ଚ୍ଚାରେ ରହିଥାଏ। ସେହିପରି ଝୁଲରେ ନିତାଇ ଝୁଲ ଗୀତକୁ ପାର୍ବତୀ ଗଣନାଟ୍ୟ ର ଯାତ୍ରା ପାଣ୍ଡେଲ ରେ ଗାଇ ସେ ଏବେ ଲୋକ ଲୋଚନକୁ ଆସିଛନ୍ତି। ଏହି ସୁନ୍ଦର୍ ଗୀତଟିକୁ ଏତେ ସୁନ୍ଦର ଭାବରେ ସେ ଗାଉଛନ୍ତି ଯେ ଏହାକୁ ଶୁଣି ଆପଣ ବି ଖୁସି ହୋଇଯିବେ। ଏହାର ମ୍ୟୁଜିକ ଏବଂ ଲିରିକ୍ସ ଯେମିତି ରହିଛି ତାହା ଏହି ଗୀତକୁ ଅଧିକ ଆକର୍ଷଣୀୟ କରୁଛି।

ତାଙ୍କର ଏହି ଗୀତର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ସମସ୍ତେ ଏହାକୁ ଶୁଣି ବହୁତ୍ ଖୁସି ହେଉଛନ୍ତି।ଏହି ଗୀତକୁ ବେଶ୍ ଭାବର ସହ ସୁମଧୁର କଣ୍ଠରେ ଅନେକ କଣ୍ଠଶିଳ୍ପୀ ଗାଇ ସାରିଛନ୍ତି। ତେବେ ଆପଣଙ୍କୁ କହି ରଖୁଛୁ ଯେ ଝୁଲରେ ନିତାଇ ଝୁଲ ଗୀତଟିର ଅରିଯିନାଲ ସିଙ୍ଗର ହେଉଛନ୍ତି ଗୋବିନ୍ଦ କୁମାର। ଆଉ ଏହାର ସ୍ଵରରେ ସଜାଇଥିଲେ ନରୋତ୍ତମ ଦାସ୍।ପରେ ଏହି ଗୀତକୁ ଅନେକ ସିଙ୍ଗର ଗାଇଛନ୍ତି। ଆଉ ଏବେ ସଞ୍ଜୁ ଙ୍କ କଣ୍ଠରେ ଏହି ସୁନ୍ଦର୍ ଭାବପୂର୍ଣ୍ଣ ଗୀତ ଲୋକଙ୍କ ମନକୁ କିଣିବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment