Swastik Tv News Odisha

” ଝୁଲ ରେ ନିତାଇ ଝୁଲ ” ଗୀତ ପରେ ପୁଣି ମାର୍କେଟରେ ଚହଳ ସୃଷ୍ଟି କଲା ” Jhul Re Kaudia Jhul ” ମାତ୍ର ୪ ଘଣ୍ଟାରେ Million Plus ଲୋକ ଦେଖି ସାରିଲେଣି…

0

ହଁ ଦର୍ଶକ ବନ୍ଧୁ ଆପଣ ମାନେ ଟ ଜାଣିଥିଲେ କି ଶ୍ରାବଣ ମାସକୁ ଟି ସବୁ ମାସ ମାନଙ୍କ ମଧ୍ୟରୁ ବିଶେଷ ମାସ ହୋଇଥାଏ | କାରଣ ଏହି ଶ୍ରାବଣ ମାସରେ ଦେବ ଦେବ ମହାଦେବ ଙ୍କ ର ଭକ୍ତି ଆଉ ପୂଜା ଅର୍ଚନା ଯଦି ଆମେ ଭକ୍ତି ର ସହିତ କରିବା ତାହେଲେ ମହାଦେବ ଆମ ଉପରେ ତାଙ୍କର ସମସ୍ତ କୃପା ବର୍ଷା କୁ ଢାଳିଦେବେ | ତାହା ଛଡା ଆପଣ ମାନେ ସମସ୍ତେ ଜାଣିଥିବେ କି ଶ୍ରାବଣ ମାସକୁ ଆମେ ବିଶେଷ କରିକି ଧର୍ମ ର ମାସ ବୋଲି ମାନିଥାଉ | ଆଉ ଏହି ମାସରେ ଲୋକ ମାନେ ବିଭିନ୍ନ ପ୍ରକାରର ବାର ଆଉ ଓଷା କରିଥାନ୍ତି, ଆଉ ଏହି ଶ୍ରାବଣ ମାସକୁ ନେଇକି ସୁନ୍ଦର ଭାବରେ ଗୀତ ଆଲବମ ଟିଏ ମଧ୍ୟ ପ୍ରକାଶ ପାଇଛି |

ତେବେ ବିଶେଷ କରି ଶ୍ରାବଣ ମାସକୁ ଶିବ ଙ୍କର ମାସ ବୋଲି କୁହାଯାଇଥାଏ କାରଣ ଏହି ଶ୍ରାବଣ ମାସରେ ଲୋକ ମାନେ ଶିବ ଙ୍କର ବାର ଓ ଅଶା କରିବା ସହିତ ଶିବ ମନ୍ଦିରକୁ ଯାଇକି ପାଣି ଆଣିକି ଜଳା ଅଭିଷେକ ମଧ୍ୟ କରିଥାନ୍ତି | ଆଉ ଯାହା ଯୋଗୁଁ ଲୋକ ମାନେ ବହୁତ ପୁଣ୍ୟ ମଧ୍ୟ ଅର୍ଜନ କରିଥାନ୍ତି | ତେବେ ସେହି ଶ୍ରାବଣ ମାସର ଭକ୍ତି ପୂର୍ଣ୍ଣ କଥାକୁ ନେଇକି ଅଭିଜିତ ମଜୁମଦାର ଙ୍କ ଦ୍ୱାରା ଗୋଟିଏ ଭୋଜନ ଗୀତ ଟି ପ୍ରକାଶ ପାଇଛି | ଆଉ ଯାହାକୁ ଶୁଣିକି ଶିବ ଭକ୍ତ ମାନେ ତାଙ୍କ ଭକ୍ତିରେ ମଜି ଯାଇଛନ୍ତି | ଆଉ ଆନନ୍ଦର ସହିତ ଗାଇବାକୁ ଲାଗୁଛନ୍ତି ଭୋଲେ ବମ ଗୀତ ଟି |

“ଝୁଲ ରେ କାଉଡିଆ ଝୁଲ” ଗୀତଟିକୁ ବହୁତ ସୁନ୍ଦର ଭାବରେ ଲେଖି ସଂଗୀତ ଦେଇଛନ୍ତି ଅଭିଜିତ ମହୁମଦାର ଆଉ ତାଙ୍କ ସହିତ ଦେବାଶିଷ ପତି ମଧ୍ୟ ଗୀତ ଗାଇଛନ୍ତି | ଯାହାର ସ୍ୱର ର ଯାଦୁ ଏତେ ଅଧିକ ଥିଲା କି ଯିଏ ବିଜେ ଶୁଣୁଛି ସେହି ଗୀତକୁ ଶିବ ପ୍ରେମରେ ମଜି ଯାଉଛି | ତେବେ ତେବେ ଏହି ଶ୍ରାବଣ ମାସରେ ଯୋଉ ଭକ୍ତିର ସହିତ ଖାଲି ପାଦରେ ଭକ୍ତ ମାନେ ବିଭିନ୍ନ ପ୍ରକାରର ନଦୀ ପୀଠ ଯାଇକି ପାଣି ଆଣିଥାନ୍ତି ଓ ମହାଦେବ ଙ୍କର ଶୈବ ପୀଠକୁ ଯାଇକି ପାଣି ଆଣି ଭକ୍ତିର ସହିତ ଶିବ ଙ୍କ ମୁଣ୍ଡରେ ପାଣି ଢାଳି ଥାନ୍ତି |

ସେହି ଭକ୍ତି ଭାବ ଶିବ ଙ୍କ ପ୍ରତି ରଖିକି ବୋଲ ବମ ଗୀତ ଗୋଟିଏ ପ୍ରକାଶ ପାଇଛି | ଆଉ ଯୋଉ ଗୀତରେ ତାଳେ ତାଳେ ସବୁ ଦର୍ଶକ ମାନେ ମଧ୍ୟ ଝୁମି ଯାଉଛନ୍ତି | ଆଉ ଭକ୍ତିର ସହିତ ସମସ୍ତଙ୍କ ମୁହଁରେ ସେହି ଶିବ ଭକ୍ତିର ଗୀତ ବର୍ତ୍ତମାନ ଗୁଞ୍ଜରୀର ହେଉଛି | ତେବେ ଅଭିଜିତ ମଜୁମଦାର ଙ୍କ ଦ୍ୱାରା ଏହି ଗୀତ ଟି ପ୍ରକାଶ ପାଇବା ପରେ ସେସିଆଲ ମିଡ଼ିଆରେ ବହୁତ ମାତ୍ର ରେ ଭାଇରାଲ ହେବା ସହିତ ସମସ୍ତେ ପସନ୍ଦ ମଧ୍ୟ କରିଛନ୍ତି ଏହି ଗୀତ କୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.