Swastik Tv News Odisha

” ଝୁଲ ରେ ନିତାଇ ଝୁଲ ” ଗୀତ ପରେ ପୁଣି ମାର୍କେଟରେ ଚହଳ ସୃଷ୍ଟି କଲା ” Jhul Re Kaudia Jhul ” ମାତ୍ର ୪ ଘଣ୍ଟାରେ Million Plus ଲୋକ ଦେଖି ସାରିଲେଣି…

0

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ଏବେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଓ ଶୁଣିଲେ ଆପଣ ମାନେ ମଧ୍ୟ ଖୁସି ରେ ଆଉ ମହାଦେବ ଙ୍କ ଭକ୍ତି ରେ ଝୁମି ଉଠିବେ | ତେବେ ଆପଣ ମାନେ ଜାଣିଛନ୍ତି କି ବର୍ତ୍ତମାନ ଶ୍ରାବଣ ମାସ ଚାଲିଛି | ଆଉ ଗୋଟିଏ ଭକ୍ତି ଆଉ ଧର୍ମ ର ମାସ ହେଉଛି ଶ୍ରାବଣ ମାସ | ମହାଦେବ ଙ୍କର ଭକ୍ତ ମାନେ ଏହି ମାସକୁ ବହୁତ ଦିନରୁ ଅନେଇକି ବସିଥାନ୍ତି କି କେବେ ଏହି ଶ୍ରାବଣ ମାସ ଆସିବ ଆଉ ଭକ୍ତ ମାନେ ନିଜର ଟିକିଏ ପୁଣ୍ୟ ଅର୍ଜନ କରିପାରିବେ ଶିବଙ୍କ ମୁଣ୍ଡରେ ପାଣି ଢାଳିବେ ଆଉ ଭଗବାନ ଙ୍କୁ ଦର୍ଶନ କରିବାର ସୌଭାଗ୍ୟ କୁ ଅର୍ଜନ କରିବେ | ତାହେଲେ ସେହି ଶ୍ରାବଣ ମାସ ପାଇକି ଗୋଟିଏ ଭକ୍ତି ପୂର୍ଣ୍ଣ ଶିବ ଭଜନ ପ୍ରକାଶ ପାଇଛି ଆଉ ଯାହାକୁ ଗାଇଛନ୍ତି ମହାନ କଣ୍ଠଶିଳ୍ପୀ ଦିପ୍ତୀରେଖା |

ତେବେ ମହାଦେବ ଙ୍କର ଭଜନ ଗାଇ ଭକ୍ତିରେ ଝୁମି ଯାଇଛନ୍ତି ନିଜେ ଦିପ୍ତୀରେଖା ଆଉ ତାଙ୍କ ଭକ୍ତିପୂର୍ଣ୍ଣ ଭଜନ ରେ ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରେଇଛନ୍ତି ଦୀପ୍ତି | ତେବେ “ଝୁଲ ରେ କଉଡ଼ିଆ ଝୁଲ, ତୁ ବାହୁଙ୍ଗୀ କାନ୍ଧେଇ ଝୁଲ ” ଗୀତଟିକୁ ବହୁତ ସୁନ୍ଦର ଭାବରେ ଗାଇକି ଦର୍ଶକ ମାନଙ୍କ ମନରେ ଭକ୍ତି ଭାବ ଜାଗ୍ରତ କରେଇଛନ୍ତି ଦୀପ୍ତି |ଆମେ ଜାଣିଛୁ ସାଧାରଣତଃ ଶ୍ରାବଣ ମାସ ଆସିଲେ ସମସ୍ତେ ମହାଦେବ ଙ୍କ ଭକ୍ତି ରେ ଭାବ ବିହ୍ଵଳ ହୋଇ ଉଠନ୍ତି |ତେବେ ସେହି ମହାଦେବ ଙ୍କ ଭକ୍ତି ଯିଏ ଥରେ ଲୀନ ହେଇଯିବ ତାହେଲେ ଦୁନିଆର ସବୁ ଶାନ୍ତି ଆଉ ଖୁସି ତାଙ୍କର ପାଦ ତଳେ ଅଜାଡି ହୋଇ ପଡିବ |

ଖାଲି ସେତିକି ନୁହଁ ଆମେ ଜାଣିଛୁ କି ସବୁ ମାସ ଅପେକ୍ଷା ମହାଦେବ ଭଲ ପାଆନ୍ତି ଶ୍ରାବଣ ମାସକୁ | ଆଉ ଯାହା ପାଇଁ ଶ୍ରାବଣ ମାସକୁ ଭକ୍ତି ର ମାସ ବୋଲି କୁହାଯାଏ | ଆଉ ଏହି ପବିତ୍ର ମାସରେ ଯିଏ ମହାଦେବ ଙ୍କୁ ଭକ୍ତିର ସହିତ ଡ଼ାକିବ ଆଉ ତାଙ୍କୁ ଜଳାଭିଷେକ କରିବ ତାହେଲେ ମହାଦେବ ନିଶ୍ଚୟ ତାଙ୍କର ଡାକ ଶୁଣିବେ ବୋଲି କଥା ରେ ଅଛି | ସେଥିପାଇଁ ଲୋକ ମାନେ ମହାଦେବ ଙ୍କର ନାମ ଆଉ ଗୀତକୁ ତୁଣ୍ଡରେ ଉଚ୍ଚାରଣ କରିକି ଭକ୍ତି ର ସହିତ ପାଣି ଆଣିବା ପାଇଁ ବାହାରି ପଡନ୍ତି |

ତେବେ ଦୀପ୍ତି ରେଖା ଙ୍କର ଏହିଭଳି ଭଜନ ଗୀତଟି ଦର୍ଶକ ମାନଙ୍କ ମନକୁ ଏତେ ଛୁଇଁଚି କୁ ଏବେ ଯୁଆଡେ ଯିବ କେବଳ ସେହି ଗୀତ ଶୁଣିବାକୁ ମିଳୁଛି | ଆଉ ଯାହାକୁ ମହାଦେବ ଙ୍କର ଭକ୍ତ ମାନେ ଗାଇକି ପୁଣ୍ୟ ଆଉ ସୌଭାଗ୍ୟ ମଧ୍ୟ ଅର୍ଜନ କରିଛନ୍ତି | ଯାହା ଏବେ ସେସିଆଲ ମିଡ଼ିଆରେ ଭାଇରାଲ ହେବା ସହିତ, ଦର୍ଶକ ମାନେ ଏହି ଗୀତକୁ ଶୁଣି ଦିପ୍ତୀରେଖା ଙ୍କର ଅନେକ ପ୍ରସଂଶା ମଧ୍ୟ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.