” ଝୁଲ ରେ ନୀତି ଝୁଲ ” ଗୀତକୁ ତାମିଲନାଡୁ ରେ ଶ୍ରୀଚରଣ ( Sricharan ) ଗାଇଲେ ନୂଆ ଢଙ୍ଗରେ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ଦର୍ଶକ ବନ୍ଧୁ ଆପଣ ମାନେ ତ ଜାଣିଥିବେ କି ଆମ ଓଡିଶା କଳା ଆଉ ସଂସ୍କୃତି ରେ ପରିପୂର୍ଣ୍ଣ ଆଉ ଯାହା ଖାଲି ଓଡିଶା ରେ ନୁହଁ ସାରା ପୃଥିବୀରେ ପ୍ରସିଦ୍ଧି ଲାଭ କରିଛି | ତେବେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଗାୟକ ଅଛନ୍ତି ଓ ଏହି ସମସ୍ତ ଗାୟକ ମାନ ଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ |ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ କଳାକାର ମାନେ ସୋସିଆଲ ମିଡ଼ିଆ ରେ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ରହୁଛନ୍ତି |ତେବେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟକ ବେଶ ଚର୍ଚ୍ଚା ରେ ଅଛନ୍ତି ଓ ଏହି ଗାୟକ ଜଣକ ହେଉଛନ୍ତି ସୁନାମ ଧମ୍ୟ ଗାୟକ ଶ୍ରୀଚରଣ | ତେବେ ତାଙ୍କର ଗୋଟିଏ ଭଜନ ଗୀତ ବର୍ତ୍ତମାନ ସେସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯାହା ସେ ତାମିଲନାଡୁ ରେ ଗାଇଛନ୍ତି |

ତେବେ ଆପଣ ଙ୍କର ଅତି ପ୍ରିୟର କଣ୍ଠଶିଳ୍ପୀ ଶ୍ରୀଚରଣ ଯିଏ କି ଭଜନ ରେ ନିଜକୁ ଗଢ଼ିଛନ୍ତି, ସେହି କଣ୍ଠଶିଳ୍ପୀ ଙ୍କୁ ଆପଣ ମାନେ ଶ୍ରୀଚରଣଙ୍କୁ ବହୁତ ଭଲ ଭାବରେ ଜାଣିଥିବେ | ଶ୍ରୀ ଚରଣ ଙ୍କୁ ଓଡ଼ିଶା ବାସୀ ବେଶ ପସନ୍ଦ କରି ଥାଆନ୍ତି ସେ ଜଣେ ଲୋକ ପ୍ରିୟ ସଂଗୀତକାର ନିଜ ସୁ ମଧୁର କଣ୍ଠ ରେ ସେ ଅନେକ ଗୀତ ଗାଇ ଆଜି ବେସ ଲୋକ ପରିଚିତ ହେବା ସହିତ ତାଙ୍କର ଅନେକ ପ୍ରଶଂସକ ସୃଷ୍ଟି କରି ପାରିଛନ୍ତି |ତାହେଲେ ବନ୍ଧୁଗଣ ଶ୍ରୀ ଚରଣ ଙ୍କ ଗୀତ ବେସ ହୃଦୟସ୍ପର୍ଶୀ ଓ ତାଙ୍କ ସମସ୍ତ ଗୀତ ଦର୍ଶକ ମାନେ ବେଶ୍ ପସନ୍ଦ କରି ଥାଆନ୍ତି| ଓଡ଼ିଶା ର କୋଣ ଅନୁକୋଣ ରେ ସେ ଭଲ ଭାବରେ ପରିଚିତ , ବୃଦ୍ଧ ଠାରୁ ଛୋଟ ପିଲା ଙ୍କ ପର୍ଯ୍ୟନ୍ତ ତାଙ୍କୁ ସମସ୍ତେ ଜାଣିଛନ୍ତି |

ତେବେ ଆପଣ ମାନଙ୍କର ପ୍ରିୟ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଶ୍ରୀ ଚରଣ ହେଉଛନ୍ତି ଜଣେ ଏମିତି ଗାୟକ ଯିଏ କି ଗୀତ ମାଧ୍ୟମ ରେ ଲୋକ ଙ୍କ ମନୋରଞ୍ଜନ କରାଇ ଥାଆନ୍ତି |ଯିଏ କି ନିଜ ମଜାଳିଆ କଥା ପାଇଁ ଲୋକ ଙ୍କୁ ହସାଇ ଥାଆନ୍ତି , ତେବେ ବନ୍ଧୁଗଣ ଆପଣ ମାନେ ତାଙ୍କର ସୁ ମଧୁର କଣ୍ଠ ରୁ ଅଧିକ ଭଜନ ଗୀତ ନିଶ୍ଚୟ ଶୁଣିଥିବେ |

ତେବେ ବର୍ତ୍ତମାନ ସମୟ ରେ ଏହି ଗାୟକ ଜଣକ ସୋସିଆଲ ମିଡିଆ ରେ ବେଶ ଚର୍ଚ୍ଚାରେ ଅଛନ୍ତି | ଆଉ ସେ ଏବେ ଯୋଉ ତାମିଲନାଡୁ ରେ ରଥଯାତ୍ରା କୁ ନେଇକି ଯୋଉ ଭଜନ ଗାଇଛନ୍ତି ତାହା ସେଠାକାର ଲୋକ ମାନଙ୍କୁ ବେଶ ପ୍ରଭାବିତ କରୁଛି | ଯାହା ଏବେ ସେସିଆଲ ମିଡ଼ିଆରେ ବହୁତ ମାତ୍ରାରେ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment