ହଁ ଆଜ୍ଞା ବେଶ କିଛି ଦିନ ହେଲା ସେସିଆଲ ମିଡିଆରେ ଭାଇରାଲ ହେଉଛି ସେହି ଗୋଟିଏ ପ୍ରେମ କାହାଣୀର ଖବର ତାହା ହେଉଛି ଟୁଁଙ୍ଗୁରୁ ଆଉ ବର୍ଷା ଙ୍କ ପ୍ରେମ କାହାଣୀ, ଯାହା ସମସ୍ତଙ୍କୁ କରେଇଥିଲା ଆଶ୍ଚର୍ଯ୍ୟ | ଆରେ କି ପ୍ରେମ ଥିଲା ସେ ଟୁଁଙ୍ଗୁରୁ ଭୋଳ ପ୍ରତି ବର୍ଷା ର ଆଉ ଯାହା ପାଇଁ ସ୍ୱାମୀ ଓ ଦୁଇ ଛୁଆଙ୍କର ମୁହଁ ତାଙ୍କୁ ଦେଖା ଗଲା ନାହିଁ, ଆଉ ସବୁ ଛାଡିକି ଦୌଡ଼ି ପଳେଇ ଯାଇଥିଲେ ଜଣେ ଅଟୋ ଡ୍ରାଇଭରଙ୍କ ପାଖକୁ, ଯାହା ସେସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହୋଇଥିଲା ଆଉ ମଧ୍ୟ ସେହି ଟୁଁଙ୍ଗୁରୁ ଭୋଳ ଆଉ ବର୍ଷାଙ୍କୁ ନେଇକି ଗୀତ ଟି ବେଶ ଲୋକପ୍ରିୟତା ପାଇଛି | ତାହେଲେ ଆସନ୍ତୁ ଜାଣିବା କଣ ସେ ଗୀତ |
ଗୀତଟି ହେଉଛି ଟୁଁଙ୍ଗୁରୁ ମୋର….. ମୁଁ ତାକୁ ହିଁ ବାହା ହେବି…. ଆଉ ମଝିରେ ମଝିରେ କୁହାଯାଉଛି ବର୍ଷା କହିଥିବା କଥା ଗୁଡାକ ତୁମେ ପରା ମତେ ଏତେ ଭଳ ପାଉଥିଲ , ସବୁବେଳେ ଗୋଲାପ ଫୁଲ ଦେଉଥିଲ , ଆଉ ମତେ ଦିନେ ନମ୍ବର ଦେଖିଲେ ରହିପାରୁନଥିଲ କୁଆଡେ ଗଲା ତୁମର ସେହି ଭଲ ପାଇବା |ଆଉ କହିଛନ୍ତି ଟୁଁଙ୍ଗୁରୁ ଭଳ ମୋର ମୋତେ ସେ ଦିନକୁ ସବୁବେଳେ ଆଇ ଲଭ ଇଉ କହୁଥିଲେ , ସେ ଆହୁରି ମଧ୍ୟ କହିଥିଲେ କି ଭଲ ପାଇବା ତା କୋୖଣସି ପାପ ନୁହଁ |
ଭଲ ପାଇବାରେ ବୟସ ଦେଖା ଯାଏ ନାହିଁ, ଆହୁରି ମଧ୍ୟ ଟୁଁଗୁରି ଭଳ ତାଙ୍କୁ କହିଥିଲେ କି ତୁ ମୋ ଜୀବନ ତୋତେ ଛାଡିକି ମୁଁ ଜମାରୁ ବଞ୍ଚି ପାରିବି ନାହିଁ ମରିଯିବି ବୋଲି, ଆଉ ସେମାନେ ଦୁଇଜଣ ଗୋଟିଏ ରୁମ ନେଇକି ଅଲଗା ରହୁଥିଲେ ଓ ଖାଲି ସେତିକି ନୁହିଁ ଦିନକୁ ହଜାର ହଜାର ଥର ମଧ୍ୟ ଆଇ ଲଭ ଇଉ ବୋଲି କହୁଥିଲେ ଆଉ ତାଙ୍କ ପାଇଁ ପୁରା ପାଗଳ ମଧ୍ୟ ଥିଲେ | ଆହୁରି ମଧ୍ୟ ଟୁଁଙ୍ଗୁରୁ ଙ୍କ ଦେହ ସାରା ଖାଲି ଲେଖା ଯାଇଥିଲା ଟୁଙ୍କୁରୁ ଭୋଳ , ଆଉ ଯୋଉଠି ପାରୁଥିଲେ ସେଇଥି ଟୁଁଙ୍ଗୁରୁ ବର୍ଷାଙ୍କୁ ଗୋଲାପ ଫୁଲ ଆଣିକି ଦେଉଥିଲେ |
ତେବେ ବର୍ଷର ବୟସ ବେଶୀ ହୋଇଥିଲା ବେଳେ ପୁଅଟିର ବୟସ ମାତ୍ର 24ବର୍ଷ ଥିଲା ଥିଲା |ଆଉ ତିଙ୍ଗୁରୁ ସବୁ ଜଣିକି ଯେ ବର୍ଷା ତାଙ୍କ ଠାରୁ ବୟସରେ ବଡ ଆଉ ତାଙ୍କର ଦୁଇଟି ପିଲା ଅଛନ୍ତି, ସବୁ କଥା ଜାଣି ଅଢେଇ ବର୍ଷ ହେଲା ସମ୍ପର୍କ ରେ ଥିଲେ | ଆଉ ଥାନା ସାମ୍ନାରେ ବସିକି ଟୁଁଗୁରୁଙ୍କୁ ବାହା ହେବାକୁ ଜିଦ କରୁଥିବାରୁ ଏପରି ଗୀତ ଗୋଟିଏ ସେସିଆଲ ମିଡିଆରେ ଭାଇରାଲ ହେଇଛି , ଆଉ ଯାହା ଲୋକେ ପସନ୍ଦ ମଧ୍ୟ କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।