Swastik Tv News Odisha

ଟ୍ରାଏଲ ରୁମରେ cctv Hidden କ୍ୟାମେରା, ପ୍ରତ୍ୟେକ ମହିଳା ଥରୁଟିଏ ନିଶ୍ଚୟ ଦେଖନ୍ତୁ ଏହି Viral ଭିଡ଼ିଓ…

0

ପ୍ରତ୍ୟେକ ମହିଳା ସପିଙ୍ଗ ସମୟରେ ଟିକିଏ ସନ୍ଦେହରେ ଥାଆନ୍ତି , ଯେ ସେମାନେ କିପରି ପୋଷାକ ନେବେ ଓ ସେହି ପୋଷାକ ତାଙ୍କୁ ଭଲ ମାନିବ ତ ଏପରି ଅନେକ ପ୍ରଶ୍ନ ମନରେ ସୃଷ୍ଟି ହୋଇଥାଏ । ସେଥିପାଇଁ ମହିଳାମାନେ ଟ୍ରାଏଲ ରୁୂମରେ ବାରମ୍ୱାର ପୋଷାକ ଟ୍ରାଏଲ କରିଥାନ୍ତି , ସେହି ସମୟରେ ଏହି ପ୍ରଶ୍ନ ସର୍ବଦା ମନ ମଧ୍ୟକୁ ଆସିଥାଏ ଯେ ଏଠାରେ କୌଣସି ଗୁପ୍ତ କ୍ୟାମେରା ଲାଗି ନାହିଁ ତ । ଏହିସବୁ କ୍ଷେତ୍ରରେ ନିଜକୁ ଅଧିକ ମାତ୍ରାରେ ସାବଧନତା ରହିବା ଆବଶ୍ୟକ ଅଟେ । ଯଦି ଆମେ ଟିକିଏ ଅସାବଧାନ ରହିବା ତେବେ ବଡ ଅଘଟଣ ଘଟିଯାଇ ପାରେ ,ତେଣୁ ବେଳଥାଉ ନିଜକୁ ସତର୍କ କରିନେବା ଉଚିତ ।

ବାର୍ଥରୁମ ବା ହଟେଲ ରୁମରେ କ୍ୟାମେରା ଅଛି କି ନାହିଁ ପ୍ରଥମେ କେମିତି ଜାଣିବେ , ପ୍ରଥମେ ଆପଣ ଲାଇଟ ବନ୍ଦ କରି ଦିଅନ୍ତୁ । ଯଦି ଆପଣଙ୍କୁ ସନ୍ଦେହ ହେଉଛି ଯେ ଟ୍ରାଏଲ ରୁମରେ କ୍ୟାମେରା ରହିଛି , ତାହେଲେ ଲାଇଟ ବନ୍ଦ କରି ଦିଅନ୍ତୁ । ଲାଇଟ ବନ୍ଦ କରିବା ପରେ ଦେଖନ୍ତୁ ସେଠାରେ ଗ୍ରୀନ କିମ୍ୱା ରେଡ ଲାଇଟ ଦେଖାଯାଉଛି କି ନାହିଁ । ଦ୍ୱିତୀୟ ଟି ହେଉଛି ମୋବାଇଲ ନେଟୱାର୍କ , ଟ୍ରାଏଲ ରୁମ ରେ ଯିବା ପରେ ସବୁବେଳେ ଧ୍ୟାନ ରଖନ୍ତୁ ଯେ ଆପଣଙ୍କ ଫୋନରେ ନେଟୱାର୍କ ଅଛି ନା ନାହିଁ । କାରଣ ଯେଉଁଠି ହିଡେନ କ୍ୟାମେରା ଥାଏ ସେଠାରେ ମୋବାଇଲ ନେଟୱାର୍କ କାମ କରେ ନାହିଁ । ଏମିତି ବି ମୋବାଇଲ ନେଟୱାର୍କ ଆସିବାର ଅନ୍ୟ ବହୁତ କାରଣ ବି ରହିଥାଇ ପାରେ । ସେ ସବୁର ଯାଞ୍ଜ କରନ୍ତୁ ।

ଥାର୍ଡରେ ହେଉଛି ଫୋଟ କ୍ଲିକ କରି ଦେଖନ୍ତୁ , ଯଦି ଆପଣଙ୍କୁ ଅନୁଭବ ହୁଏ ଯେ ଟ୍ରାଏଲ ରୁମରେ କ୍ୟାମେରା ରହିଛି ତାହେଲେ ନିଜର ଫୋନରୁ ଫୋଟ କ୍ଲିକ କରନ୍ତୁ । ଯଦି ଫୋଟ କ୍ଲିକ କରିବା ସମୟରେ କିଛି ବିରକ୍ତିକର ଶବ୍ଦ ବାହରୁଥାଏ ତାହେଲେ ବୁଝିନିଅନ୍ତୁ ରୁମରେ କ୍ୟାମେରା ରହିଛି । ଫର ରେ ମିରର ପଛରେ ରେ ଦେଖନ୍ତୁ , ଆଜିକାଲି ଏମିତି ମିରର ବା ଦର୍ପଣ ଆସୁଛି , ଯେଉଁଥିରେ କ୍ୟାମେରା ଲଗାଯାଇ ପାରେ । ଏମିତିରେ ଦର୍ପଣ ଉପରେ ଆଙ୍ଗୁଳି ରଖନ୍ତୁ , ଆଉ ଦେଖନ୍ତୁ ଯେ ଆଙ୍ଗୁଳି ମଝିରେ ଗ୍ୟାପ ନରହୁଛି କିମ୍ୱା ଯୋଡି ହୋଇ ରହୁଛି , ତାହେଲେ ଜାଣନ୍ତୁ ଦର୍ପଣ ପଛରେ କ୍ୟାମେରା ଲାଗିଛି ।

ଫାଇପରେ ଆପଣଙ୍କ ଫୋନରେ ଏକ ଆପକୁ ଡାଉନଲୋଡ କରନ୍ତୁ । ହିଡେନ କ୍ୟାମେରା ବିଷୟରେ ପତ୍ତା ଲଗାଇବାକୁ ହେଲେ ଫୋନରେ ବଡିଗାର୍ଡ ନାମକ ଏକ ଆପ କୁ ଡାଉନଲୋଡ କରନ୍ତୁ । ଏହି ଆପ୍ କୁ ଅନ କରିବା ପରେ ଟ୍ରାଏଲ ରୁମରେ ବୁଲାନ୍ତୁ , ଯଦି ଲାଲ ରଙ୍ଗର ବତୀ ଜଳୁଛି ତାହେଲେ ଏହାର ଅର୍ଥ ରୁମରେ ଗୁପ୍ତ କ୍ୟାମେରା ଲାଗିଛି । ଏହି ସୂଚନା ମାଧ୍ୟମରେ ଆପଣ ମନେ ଜାଣିପାରିବେ ଯେ ଟ୍ରାଏଲ ରୁମରେ ଗୁପ୍ତ କ୍ୟାମେରା ଅଛି କି ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.