ଟ୍ରେନ ଯାଉଥିଲା, ହଠାତ ମାଡ଼ି ଆସିଲା ପଥର ଖଣ୍ଡ, ଆଉ ତା ପରେ ଯାହା ହେଲା… ଦେଖନ୍ତୁ Video

ଆଜିକାଲିର ମନୁଷ୍ୟ ନିଜର ଜ୍ଞାନ କୌଶଳ ଖଟାଇ ଅନେକ କିଛି ତିଆରି କରୁଛନ୍ତି। ଯଦି ଦେଖିବା ପ୍ରକୃତି ଛାଡି ଅନେକ ଆର୍ଟିଫିସିଆଲ ରେ କାମ କରୁଛନ୍ତି। ଏଭଳି ଅନେକ କିଛି ତିଆରି ହେଉଛି। ହେଲେ ଏକଥା ମନେ ରଖିବା ପାଇଁ ପଡିବ ମନୁଷ୍ୟ ଯେତେ ଆଧୁନିକ ହେଲେ କିମ୍ବା ଯେତେ ଅତ୍ୟାଧୁନିକ ଯନ୍ତ୍ରପାତି ଲଗେଇଲେ ମଧ୍ୟ ସେମାନଙ୍କ ପ୍ରୟାସ ପ୍ରକୃତି ପାଖରେ ସବୁ ମୂଲ୍ୟହୀନ। ଆପଣ ମାନେ ଏକଥା ସବୁବେଳେ ମନେ ରଖିବା ପାଇଁ ପଡିବ। କେବେ ବି ଆମେ ପ୍ରାକୃତିକ ବିପର୍ଯ୍ୟୟକୁ ରୋକି ପାରିବା ନାହିଁ। ଅନେକ କିଛି ଆପଣ ମାନେ ଦେଖିବା ପାଇଁ ପାଇଥିବେ ଯେ କିଭଳି ଭାବରେ ପାହାଡ଼ ଭାଙ୍ଗି ଟ୍ରେନ ଲାଇନ ଖରାପ କରିଥାଏ।

ଯାହାବି ହେଉ ଅନେକ ଅଘଟଣା ଘଟିଯାଇଥାଏ। ଏସବୁ କହିବାର ଅର୍ଥ ହେଉଛି। ବର୍ତ୍ତମାନ ସମୟରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି। ଟ୍ରେନ ଲାଇନ ରେ ପଥର ଧସି ପଡିବା କାରଣରୁ ଯାହା ହେଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ଚକିତ ହେବେ। ତେବେ ଚାଲନ୍ତୁ ଭିଡ଼ିଓଟି ବିଷୟରେ ଜାଣିବା। ଏହିଠାରେ ଏମିତି ଏକ ଘଟଣା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଯାହା ଏକ ଲୋମ ଟାଙ୍କୁରା ଦୃଶ୍ୟ। ଏହି ଘଟଣା ରେ ଟିକିଏ ବିଳମ୍ବ ହୋଇଥିଲେ ଅନେକ ଲୋକଙ୍କର ଜୀବନ ପଳେଇ ଯାଇ ଥାନ୍ତା।

ଏହାରି ଭିତରେ ଟ୍ରେନ ଡ୍ରାଇଭର ଟି ଭଗବାନ ରୂପରେ ସମସ୍ତ ଲୋକଙ୍କର ଜୀବନ ବଞ୍ଚେଇ ଦେଇଥିଲେ। ଏହିପରି ସମୟରେ ଟ୍ରେନ ର ଗତି ମଧ୍ୟ ବହୁତ ଜୋରରେ ରହିଥିଲା କାରଣ ଟ୍ରେନ ସର୍ବଦା ଗତିଶୀଳ ଥାଏ। ଏଠାରେ ଘଟଣା ଟି ଟ୍ରେନ ଟି କଲରୋ ବାଙ୍ଗାଲୋର ରି ଆସୁଥିଲା ଯାହା ଦ୍ରୁତ ଗତିରେ ପାହାଡିଆ ଅଞ୍ଚଳ ଦେଇ ଯିବା ବାଟରେ ହଠାତ ପାହାଡ଼ ରୁ ପଥର ଖସିବାକୁ ଲାଗିଥିଲା। ତା ପରେ ସେହି ପଥର ସବୁ ଟ୍ରେନର ଟ୍ରାକ ରେ ପଡିଗଲା। ଏହାପରେ କିଛି ଟ୍ରେନ ର ବଗି ମଧ୍ୟ ଲାଇନ ର ବାହାରକୁ ଆସି ଯାଇଥିଲା।

ଏହି ଘଟଣା ରେ ଟ୍ରେନ ର ୫ ଟି ବଗି ଟ୍ରାକ ବାହାରକୁ ଆସିଥିଲେ ମଧ୍ୟ କାହାର କିଛି କ୍ଷତି ହୋଇନାହିଁ ନେଇ ସୂଚନା ମିଳିଛି। ଆଉ ସେହି ସମୟରେ ଟ୍ରେନ ର ଡ୍ରାଇଭର ଜଣଙ୍କ ଉପସ୍ଥିତ ବୁଦ୍ଧି ଲଗାଇ ଏହିପରି କିଛି କରିଥିଲେ ଯାହା ଦ୍ୱାରା ଟ୍ରେନ ଏବଂ ଯାତ୍ରୀ ମାନେ ଅଳ୍ପକେ ବଂଚିଗଲେ ଆଉମଧ୍ୟ କାହାର କିଛି କ୍ଷତି ମଧ୍ୟ ହୋଇ ନାହିଁ। ଏହି ଟ୍ରେନ ରେ ପ୍ରାୟତଃ ୨୩୪୮ ଜଣ ଯାତ୍ରୀ ଯେଉଁ ମାନଙ୍କର ଜୀବନ ବଂଚିଗଲା। ଆଉ ଏହି ଘଟଣା ଟି ଶୁକ୍ରବାର ଦିନ ଦେଖା ଦେଇଛି।ଯାହାବି ହେଉ କେତେବେଳେ କଣ ଘଟିବ ତାହା କେହି କହିପାରିବେ ନାହିଁ। ହେଲେ ବେଳେ ବେଳେ ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ଅନେକ ଅଘଟଣା ରୋକିଯାଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment