” ଢାଉଁ ଢାଉଁ ଢାଉଁ ବାଜୁଛି ବାଜା ” ଗୀତରେ ଦିଦି ଙ୍କ ଠୁମକା ଡ୍ୟାନ୍ସ ଭାଇରାଲ…

ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ପ୍ରତେକ ଦିନ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ଗେଉଥିବାର ଘଟଣା ତ ଆପଣ ମାନେ ଜାଣିଥିବେ | ତେବେ ବର୍ତ୍ତମାନ ସେହିଭଳି ଏକ ଘଟଣା ଭାଇରାଲ ହେଉଛି ଯେଉଁଠି ଦିଦି ଜଣକ ସୁନ୍ଦର ଭାବରେ ଅଭିନୟ ମାଧ୍ୟମରେ ପିଲା ମାନଙ୍କୁ ପାଠ ପଢାଇବା ଓ ବୁଝାଇବାରେ ପାଇଁ ଚେଷ୍ଟା କରିଛନ୍ତି | ତେବେ ଆଜି କାଲି ପିଲାମାନେ କେମିତି ପାଠ ପଢ଼ିବେ କେମିତି ସେମାନଙ୍କର ଭବିଷ୍ୟତ ଆଗକୁ ଯିବ ସେଥିପାଇଁ ସରକାର ଙ୍କ ତରଫରୁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ନିଆଯାଉଛି | ତେବେ ବର୍ତ୍ତମାନ ସେହିଭଳି ଏକ ଭିଡ଼ିଓ ଭାଇରାଲ ହେଉଛି, ଆଉ ଧୁମ ଧୁମ ବାଜୁଛି ବାଜା ଗୀତରେ ସୁନ୍ଦର ଭାବ ରେ ଡାନ୍ସ ମାଧ୍ୟମରେ ଅଭିନୟ କରୁଛନ୍ତି ଦିଦି ଜଣଙ୍କ | ତାହେଲେ ଆସନ୍ତୁ ବନ୍ଧୁଗଣ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଆମେ ମାନେ ଜାଣିଛୁ କି ପିଲାମାନଙ୍କର ଭବିଷ୍ୟତ ପାଇଁ, ସେମାନଙ୍କର ପାଠ କ୍ଷେତ୍ରରେ ଉନ୍ନତି ପାଇଁ ଆମ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି | ସାଧାରଣତଃ ଆମେ ମାନେ ଜାଣିଛୁ କି ପିଲା ମାନଙ୍କ ର ପାଠ ପଢ଼ିବାର ଶୌଳି ବଦଳିବାକୁ ଲାଗିଲାଣି | ତେବେ ଆଗରୁ ପିଲା ମନ ଙ୍କୁ ପାଠ ବିଷୟରେ ବୁଝାଇ ପାଠ ପଢା ଯାଉଥିବା ବେଳେ ବର୍ତ୍ତମାନ ସରକାର ଙ୍କ ତରଫରୁ ପାଠ ପଢିବା ପାଇଁ ଗୀତ ନାଚ ର ଭୂମିକା ଆପଣାଉ ଥିବାର ଜଣା ପଡୁଛି |

ତେବେ ସେହି ଭଳି ଯେଉଁ ଭିଡ଼ିଓଟି ଭାଇରାଲ ହେଉଛି ତାହା ଜଣେ ଗୁରୁମା ଅର୍ଥାତ ସ୍କୁଲ ର ଦିଦି ଙ୍କ ର | ଆଉ ଯେଉଁଠି ଦେଖା ଯାଉଛଗହୀ କି ଦିଦି ଜଣକ ନାଲି ଆଉ ଧଳା ରଙ୍ଗର ଶାଢ଼ୀ ଟେ ପିନ୍ଧିଛନ୍ତି | ତାହା ସହିତ ସୁନ୍ଦର ଭାବରେ ଅଭିନୟ କରୁଛନ୍ତି କୃଷ୍ଣ ଆଉ ତାର ମାମୁଁ କଂଶ ଙ୍କର ଧନୁଯାତ୍ରା ବିଷୟରେ | ଏହା ସହିତ ସେହି ଦିଦି ଜଣକ ଅଭିନୟ କରିବା ସହିତ ଡାନ୍ସ ମଧ୍ୟ କରୁଥିବାର ଜଣା ପଡୁଛି | ଆଉ ଯାହା କୁ ସେ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି |

ତେବେ ଦିଦି ଜଣଙ୍କ ପୌରାଣିକ କଥା ଆଉ ଘଟଣା ବଳିକୁ ବେଶ ସୁନ୍ଦର ଭାବରେ ଧୁମ ଧୁମ ବାଜୁଛି ବାଜା ଗୀତରେ ନାଚ କରିଛନ୍ତି ତାହା ସହିତ ଅଭିନୟ କରିକି ଦେଖାଉଛନ୍ତି | କୃଷ୍ଣ ଙ୍କର ବିଭିନ୍ନ ପ୍ରକାରର ନୀଳା କାନ୍ତି କୁ ମଧ୍ୟ ପ୍ରକାଶ କରିଛନ୍ତି ଦିଦି ଜଣଙ୍କ ସେ ଧନୁଯାତ୍ରା ରେ କଂଶ ମାମୁଁ ଙ୍କୁ ପରାସ୍ତ କରିବା କଥା ହେଉ କି କୃଷ୍ଣ ଗଜ କୁ ଯୁଦ୍ଧ ରେ ହରାଇବା କଥା ହେଉ ସବୁ କୁ ସୁନ୍ଦର ଭାବରେ ଅଭିନୟ ଛଳରେ ଦେଖାଇଛନ୍ତି ଦିଦି ଜଣଙ୍କ | ଆଉ ଯାହା ଜଣା ପଡୁଛି ପିଲା ମାନେ ଏହିଭଳି ଅଭିନୟ ମାଧ୍ୟମରେ ପାଠ ପଢାକୁ ଅଧିକ ପସନ୍ଦ କରିବେ | ଆଉ ଯାହା ଏବେ ଦିଦି ଙ୍କର ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି, ଆଉ ଲୋକ ମାନେ ମଧ୍ୟ ଭିନ୍ନ ଭିନ୍ନ ମତ ମଧ୍ୟ ଦେଉଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment