ତମେ ଦିଶୁଛ ଭାରି ସୁନ୍ଦର Vs ଗୁଆ ଘିଅ ଗୁଆ ଘିଅ… ଏମିତି ପାଲା ଜୀବନରେ କେବେ ଦେଖି ନଥିବେ…

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ଏକ ଭିନ୍ନ ଧରଣର ଆନନ୍ଦ ପାଇବେ। ତେବେ ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ।ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଥାଏ। ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ। କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ।ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ।

ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ।ସେଥି ମଧ୍ୟରୁ କିଛି ଭିଡିଓ ଏମିତି ରହିଥାଏ ଯାହା ବାସ୍ତବରେ ଆମେ ଦେଖିବାକୁ ବହୁତ୍ ପସନ୍ଦ କରିଥାଉ। ତେବେ ସେହିପରି ଏକ ଏମିତି ମଜାଳିଆ ବା କୌତୁକିଆ ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଖୁସିର ସୀମା ରହେ ନାହିଁ। ଆପଣ ବି ଏଭଳି ଭିଡିଓ ଦେଖି ବହୁତ୍ ଖୁସି ହେଉଥିବେ। ତେବେ ଆମେ ଯେଉଁ ଭିଡିଓ ସଂପର୍କରେ ଆପଣଙ୍କୁ କହିବାକୁ ଯାଉଛୁ ସେହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖି ଆପଣ ନିଶ୍ଚିତ ଭାବରେ ଖୁସି ହେବେ।

ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର। ତେବେ ଆସନ୍ତୁ ଜାଣିବା କଣ ଘଟିଛି ଏହି ଭିଡିଓ ରେ।ଏହା ହେଉଛି ଏକ ମଡର୍ଣ୍ଣ ପାଲା କମେଡିର ଭିଡିଓ। ଏଠାରେ ଯେଉଁଭଳି ଭାବରେ ସେମାନେ ଏହି ପାଲା କୁ ଆଧୁନିକ ଗୀତର ତାଳରେ ପରିବେଷଣ କରୁଛନ୍ତି ତାକୁ ଦେଖିଲେ ଆପଣ ଖୁସି ହେବା ସହିତ ଏଭଳି ଗୀତକୁ ପ୍ରଶଂସା କରିବେ।ଏହା ଏକ ମଜାଦାର କାର୍ଯ୍ୟକ୍ରମ ର ଭିଡିଓ ଅଟେ। ଆପଣ ଥରେ ଦେଖନ୍ତୁ ଭଲ ଭାବରେ ଏହି ଭିଡିଓ କୁ କିପରି ଭାବରେ ଏଠାରେ ପାଲା ଗାୟକ ତାଙ୍କ ଗାୟିକିର ପ୍ରଦର୍ଶନ କରୁଛନ୍ତି। ଏହାଛଡା ଟିକେ ଟିକେ ନୃତ୍ୟ ପରିବେଷଣ ବି କରୁଛନ୍ତି।

ଏହାକୁ ଦେଖିବାକୁ ବହୁତ୍ ଖୁସି ଲାଗୁଛି। ଆପଣ ଏହି ଭିଡିଓ ଦେଖିଲେ ହସି ହସି ଗଡି ଯିବେ। ଓଡ଼ିଆ ଫିଲ୍ମ୍ ଗୀତ, ଓଡ଼ିଆ ଆଲବମ୍ ଗୀତ ଆଦିକୁ ପାଲା ଢଙ୍ଗରେ ଗାଇ ଏଠାରେ ସେମାନେ ଲୋକଙ୍କୁ ହସାଉ ଅଛନ୍ତି। ଗୀତ ସାଙ୍ଗକୁ ବାଜୁଚି ବାଜା ଆଉ ଝାଞ୍ଜ। ତେବେ ଯେଉଁଭଳି ଭାବରେ ସ୍ୱର ଦେଇ ପାଲା ଗାୟକର ଅଭିନୟ କରୁଥିବା ବ୍ୟକ୍ତି ଜଣଙ୍କ ମଜାଦାର ଢଙ୍ଗରେ ଗୀତକୁ ଗାଉଛନ୍ତି ତାହା ବାସ୍ତବ ରେ ଶୁଣିବାକୁ ବହୁତ୍ ସୁନ୍ଦର୍ ଲାଗୁଛି ଏବଂ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment