Swastik Tv News Odisha

ତଳେ କିଛି ନ ପିନ୍ଧି ମେକଅପ କରାଉଥିବା ସମୟରେ Nora Fatehi ଙ୍କ ଏହି ଭିଡିଓ, ଦେଖିବା ପରେ ନିଜକୁ ସମ୍ଭାଳି ପାରିବେନି ଆପଣ…ଦେଖନ୍ତୁ Viral ଭିଡ଼ିଓ

0

ବନ୍ଧୁଗଣ ଆପଣମାନେ ଜାଣିଛନ୍ତି ଯେ ବଲିଉଡ୍ ଆକ୍ଟ୍ରେସ୍ ଏବଂ ଡ୍ୟାନ୍ସର ନୋରା ଫତେହି ନିଜର ଜବରଦସ୍ତ ଡ୍ୟାନ୍ସ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ନୋରା ନିଜର ଆକର୍ଷଣୀୟ ଡ୍ୟାନ୍ସ ଦ୍ୱାରା ଦର୍ଶକଙ୍କୁ ସମ୍ମୋହିତ କରିଥାନ୍ତି। ବଲିଉଡ ଆକ୍ଟ୍ରେସ ତଥା ବେଲି ଡ୍ୟାନ୍ସର ନୋରା ଫତେହିଙ୍କ ଜଲୱାରେ ପ୍ରାୟ ସମସ୍ତେ ଦିୱାନା ଅଟନ୍ତି। ତେବେ ସୋସିଆଲ ମିଡିଆରେ ବି ଖୁବ ଆକ୍ଟିଭ ରୁହନ୍ତି ଏହି ଚୁଲବୁଲି ସୁନ୍ଦରୀ ଅଭିନେତ୍ରୀ ଜଣଙ୍କ। ବିଭିନ୍ନ ସମୟରେ ସେ ସେୟାର କରୁଥିବା ଡ୍ୟାନ୍ସ ତଥା ପୋଜ ଗୁଡିକ ଖୁବ ଭାଇରାଲ ହେବା ସହ ଫ୍ୟାନ୍ସ ମାନେ ବି ଏହାକୁ ଖୁବ ପସନ୍ଦ କରନ୍ତି ଏବଂ ପ୍ରଶଂସା କରନ୍ତି ଓ ପ୍ରତିକ୍ରିୟା ବି ଦେଇଥାନ୍ତି।

ତେବେ ବଲିଉଡ ଇଣ୍ଡଷ୍ଟ୍ରି ର ଏହି ଷ୍ଟାର ନୋରା ଫତେହି ନିଜ ନିଆରା ଷ୍ଟାଇଲ ଡ୍ୟାନ୍ସ ଯୋଗୁ ଫ୍ୟାନଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଘର କରି ପାରିଛନ୍ତି। ତାଙ୍କର ସବୁ ଅନ୍ଦାଜ ର ଡ୍ୟାନ୍ସକୁ ଫ୍ୟାନମାନେ ପସନ୍ଦ କରିଥାନ୍ତି। ସୋସିଆଲ ମିଡ଼ିଆରେ ବି ଏହି ଅଭିନେତ୍ରୀ ବେଶ୍ ଆକ୍ଟିଭ ରହିଥାନ୍ତି ତାଙ୍କର ନିଆରା ଷ୍ଟାଇଲ ସବୁକୁ ପ୍ରଶଂସକ ମାନଙ୍କ ସାମ୍ନାକୁ ଆଣି। ଯାହା ଜଣା ଯାଏ ପ୍ରତିଦିନ ନୋରା ନିଜ ଫ୍ୟାନଙ୍କ ପାଇଁ କିଛି ନା କିଛି ନୂଆ ତଡକା ସେୟାର କରିଥାନ୍ତି। ନୋରା ସେଭଳି ଅନେକ ଭିଡିଓ ଭିନ୍ନ ଭିନ୍ନ ସମୟରେ ସୋସିଆଲ ମିଡିଆରେ ସେୟାର କରି ଥାନ୍ତି ଯାହା ଦର୍ଶକଙ୍କ ହାର୍ଟ ବିଟ୍ ବଢ଼ାଇ ଦେଇଥାଏ।

ନୋରା ଫତେହୀ ସବୁବେଳେ ନିଜର ଭିନ୍ନ ଅନ୍ଦାଜ ପାଇଁ ବେଶି ଚର୍ଚ୍ଚାକୁ ଆସିଥାନ୍ତି ଏବଂ ଲୋକଙ୍କ ନଜର କୁ ଆସିଥାନ୍ତି।ସେ ସବୁବେଳେ ନିଜ ଅନ୍ଦାଜରେ ଲୋକଙ୍କ ହୃଦୟ ଜିତିବାରେ ଲାଗିଛନ୍ତି। କେବଳ ଡାନ୍ସ ନୁହେଁ ବରଂ ଡ୍ୟାନ୍ସ ସମେତ ଆକ୍ଟିଂ ପାଇଁ ମଧ୍ୟ ନୋରା ବେଶ୍‌ ଜଣାଶୁଣା। ନୋରାଙ୍କର ଅନେକ ଦମଦାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍‌ ଭାଇରାଲ ହୋଇଥାଏ। ସବୁ ଭିଡିଓରେ ନୋରାଙ୍କ ଲୁକ୍‌ ବେଶ୍‌ ସୁନ୍ଦର ଲାଗିଥାଏ ଏବଂ ଦର୍ଶକଙ୍କ ମନକୁ କିଣି ନେଲା ଭଳି ହୋଇଥାଏ। ତେବେ ନୋରାଙ୍କ ଡ୍ୟାନ୍ସର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ନୋରା କେମିତି ଡାନ୍ସ କରୁଛନ୍ତି ଥରେ ଦେଖନ୍ତୁ।

ଏହା କୌଣସି ଷ୍ଟେଜ ର ଡାନ୍ସ ନୁହଁ, ବରଂ ସେ ଏହି ଡାନ୍ସ କରୁଛନ୍ତି ତାଙ୍କର ମେକ୍ ଅପ୍ ଆର୍ଟିଷ୍ଟ ଙ୍କ ସହ।ସେ କିପରି ଭାବରେ ନାଚି ନାଚି ଏକ ଭିନ୍ନ ଅନ୍ଦାଜ ର ସହ ମେକ ଅପ୍ ନେଉଛନ୍ତି ତାହା ଥରେ ଆପଣ ଦେଖନ୍ତୁ। ଡାନ୍ସ କରୁଥିବା ସମୟରେ ତାଙ୍କୁ ମେକ ଅପ୍ ଦେଉଛନ୍ତି ମେକ୍ ଅପ୍ ଆର୍ଟିଷ୍ଟ। ମେକ ଆପ୍ ନେବା ସମୟରେ ସେ ସାମାନ୍ୟ ସ୍ଥିର ରହି ପୁଣି ଡାନ୍ସ କରିବାକୁ ଲାଗି ଯାଉଛନ୍ତି। ତାଙ୍କ ମେକ୍ ଅପ୍ ମ୍ୟାନ୍ ମଧ୍ଯ ଡାନ୍ସ ଷ୍ଟାଇଲ ର ସହ ନୋରା ଙ୍କୁ ମେକ ଅପ୍ ଦେଉଥିବାର ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.