Swastik Tv News Odisha

ତାମିଲ Vs ଓଡ଼ିଆ ଗୀତ ଶୁଣିଲେ ହସି ହସି ଗଡି ଯିବେ, ମୋବାଇଲ ରୁ ମୋବାଇଲ କୁ ନିଆଁ ପରି ଭାଇରାଲ ହେବାରେ ଲାଗିଛି…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଆପଣ ତ ଜାଣିଛନ୍ତି ତେଲୁଗୁ ଫିଲ୍ମ୍ ପୁଷ୍ପା ଯେମିତି ସୁପରହିଟ ହୋଇଛି ଏହି ଫିଲ୍ମ ର ଗୀତ ଗୁଡିକ ମଧ୍ଯ ସେହିପରି ଜବରଦସ୍ତ ହୋଇଛି। ଫିଲ୍ମ୍ ରିଲିଜ୍ ହେବା ପାଖରୁ ଏହି ଫିଲ୍ମ୍ ଗୀତ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ଯେଉଁ ଗୀତକୁ ନେଇ ଅନେକ ଜଣ ରିଲ୍ ମଧ୍ଯ କରୁଛନ୍ତି ଏବଂ ଅନେକ ଡାନ୍ସ ଭିଡିଓ ଶୁଟ କରି ସୋସିଆଲ ମିଡିଆରେ ପୋଷ୍ଟ ବି କରୁଛନ୍ତି। ଏହାକୁ ଖାଲି ସାଧାରଣ ଲୋକ ନୁହେଁ ଅନେକ ସେଲିବ୍ରିଟି ମାନେ ମଧ୍ୟ ବୋଲୁଥିବା ଏବଂ ଏଥିରେ ଭିଡିଓ କରୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଇଣ୍ଟର୍‌ନେଟ୍ ରେ ଏହି ଗୀତର ଚାହିଦା ଏକ ଭିନ୍ନ ଧରଣର ରହିଛି। ଯାହାକୁ ଆପଣ ବି ଦେଖି ପାରୁଥିବେ।

ଏହି ଗୀତ ଏବେ ଏମିତି ଭାଇରାଲ ହେଉଛି ଯେ ଲୋକମାନେ ଏହାକୁ ଦେଖିବାକୁ ବହୁତ୍ ଇଚ୍ଛା କରୁଛନ୍ତି ଏବଂ ଖୁସି ହେଉଛନ୍ତି। ସେମାନେ ଏହାକୁ ଏତେ ପସନ୍ଦ କରୁଛନ୍ତି ଯେ ଏହା ଉପରେ ରିଲ୍ କରିବା ମଧ୍ୟ ବନ୍ଦ କରୁ ନାହାନ୍ତି।ଏହାକୁ ଲୋକେ ଖୁବ ଉପଭୋଗ ମଧ୍ୟ କରୁଛନ୍ତି।ଏହି ଗୀତଟି ହେଉଛି ପୁଷ୍ପା ଫିଲ୍ମ୍ ର ସାମି ସାମି ଗୀତ।ଭାଇରାଲ ହେଉଥିବା ଏହି ଗୀତ ଏବେ ଇଣ୍ଟରନେଟ୍‌ରେ ଖୁବ ଜୋର୍‌ରେ ଟ୍ରେଣ୍ଡ୍ କରୁଛି। ଏହାକୁ ଅନେକ ଭାଷାରେ ବି ସିଙ୍ଗର ମାନେ ଗାଉଛନ୍ତି। ଏହି ଗୀତକୁ ତ ଆପଣ ନିଶ୍ଚୟ ଶୁନିଥିବେ ଏବଂ ଏହି ଗୀତରେ ଅନେକ ଭିଡିଓ ବି ଦେଖିଥିବେ। ଏବେ ସୋସିଆଲ ମିଡିଆରେ ଏହି ଗୀତର ଓଡ଼ିଆ ଡବିଂ ଶୁଣିବାକୁ ମିଳୁଛି।

ସାମି ସାମି ଗୀତକୁ ଓଡ଼ିଆରେ ଗାଇଛନ୍ତି ଓଡ଼ିଶାର ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା।ସେ ଏହି ଗୀତକୁ ଓଡ଼ିଆ ଭାଷାରେ ସ୍ବାମୀ ସ୍ବାମୀ କରି ଗାଇଛନ୍ତି।ଏହି ଗୀତଟି ବହୁତ୍ ସୁନ୍ଦର୍ ହୋଇଛି ଓଡ଼ିଆ ଭାଷାରେ।ଲୋକେ ଏହି ଗୀତକୁ ବହୁତ୍ ପସନ୍ଦ କରୁଛନ୍ତି। ତେବେ ଏହାର ଏକ ତୁଳନାତ୍ମକ ଚିତ୍ର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଯାହା ହେଉଛି ତେଲୁଗୁ ରେ ସାମୀ ସାମି ଗୀତ ଗାଇଥିବା ସିଙ୍ଗର ଏବଂ ଓଡ଼ିଆରେ ସ୍ବାମୀ ସ୍ବାମୀ ଗାଇଥିବା ଅସୀମା ପଣ୍ଡା। ତେବେ ଦୁଇଟି ଯାକ ଗୀତ ଶ୍ରୋତାଙ୍କୁ ବହୁତ୍ ପସନ୍ଦ ଆସିଛି। ଏହି ଗୀତକୁ ଅନେକ ପସନ୍ଦ କରିବା ସହ ତାଙ୍କର ପ୍ରତିକ୍ରିୟା ମଧ୍ଯ ଦେଉଛନ୍ତି।

ତେବେ ଏହି ଭିଡିଓଟି ଏବେ ଲୋକଙ୍କ ଭିତରେ ଏକ ଆଲୋଡ଼ନ ସୃଷ୍ଟି କରିଛି। ଲୋକେ ଏହାକୁ ଶୁଣୁଛନ୍ତି ଏବଂ ଏହାର ମଜା ନେଉଛନ୍ତି। ଅସୀମା ପଣ୍ଡା ଗାଇଥିବା ତାଙ୍କର ଏହି ଗୀତର ଭିଡିଓ ଟି ସୋସିଆଲ ମିଡିଆରେ ପୋଷ୍ଟ ହେବା ର କିଛି ସମୟ ପରେ ଏହାକୁ ଅନେକ ଦେଖି ସାରିଲେଣି ଏବଂ ଏହାକୁ ଓଡ଼ିଆ ଭାଷାରେ ଶୁଣି ବହୁତ୍ ଖୁସି ମଧ୍ଯ ହେଉଛନ୍ତି। ଆପଣ ଯଦି ଏହାକୁ ଶୁଣି ନାହାଁନ୍ତି ତେବେ ନିଶ୍ଚୟ ଥରେ ଶୁଣନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.