Swastik Tv News Odisha

ତାହା କଣ ଅଧା ପଶିଲେ କାଟେ ପୁରା ପଶିଲେ ଆରାମ ଲାଗେ ? ଯାହାର ଉତ୍ତର 99 % ଲୋକଙ୍କୁ ଜଣା ନାହିଁ , ସାହାସ ଅଛି ତ ଉତ୍ତର ଦିଅ…

0

ବର୍ତ୍ତମାନ ସମୟରେ ଶିକ୍ଷାର ସ୍ତର ବହୁତ ଆଗ୍ରଗତି କଲାଣି , ପ୍ରତ୍ୟେକ ବାପା ମା ସେମାନଙ୍କ ପିଲା ମାନଙ୍କୁ ପାଠ ପଢି ବଡ ମଣିଷ କରିବାକୁ ଚାହିଁଥାନ୍ତି । ବର୍ତ୍ତମାନ ପ୍ରତ୍ୟେକ କ୍ଷେତ୍ରରେ ବୁଦ୍ଧିର ପରୀକ୍ଷା କରାଯାଉଛି , ବୁଦ୍ଧି ପରୀକ୍ଷାରେ ଉତ୍ତିର୍ଣ୍ଣ ହେବା ପରେ ତାଙ୍କୁ କୌଣସି କ୍ଷେତ୍ରରେ ଚାକିରୀ ଟିଏ ମିଳୁଛି । ଆଜିର ଦିନରେ ଚାକିରୀ ପାଇବା ଏତେ ସହଜ ନୁହଁ , କାରଣ ଏଥିପାଇଁ ଯୁବପିଢୀ ମାନଙ୍କୁ ଅନେକ କଷ୍ଟ ପରିଶ୍ରମ କରିବା ପାଇଁ ପଡିଥାଏ ।

ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ବଡ ବଡ ପଦବୀରେ ଉର୍ତ୍ତିର୍ଣ୍ଣ କରିବା ପାଇଁ ଇଣ୍ଟରଭ୍ୟୁ ଫେସ୍ କରିବା ପାଇଁ ପଡିଥାଏ । ସେଥିରେ ଅନେକ ପ୍ରକାର ବୁଦ୍ଧିମାନର ପ୍ରଶ୍ନ ପଚାରା ଯାଇଥାଏ , ଯାହାର ଉତ୍ତର ଦେବା ବହୁତ ସହଜ ହୋଇଥାଏ । କିନ୍ତୁ ଟିକିଏ ବୁଦ୍ଧିର ପ୍ରୟୋଗ କରିବା ପାଇଁ ପଡିଥାଏ , ତେବେ ସେସବୁ ପ୍ରଶ୍ନର ଉତ୍ତର ଦେବା ସହଜ ହୋଇଥାଏ । । ତେବେ ଆସନ୍ତୁ ଜାଣିବା କେତେକ ବୁଦ୍ଦିମାନର ପ୍ରଶ୍ନ ସହ ଉତ୍ତର ସମ୍ପର୍କ ରେ ।

1. ତାହା କେଉଁ ଜିନିଷ ଯାହାର ଗୋଡ ନାହିଁ ତଥାପି ଚଢିଥାଏ ଏବଂ ଓହ୍ଲେଇଥାଏ ?
ଉତ୍ତର – ମଦନିଶା ।

2. କେଉଁ ରୋମରେ ଝରକା ,କବାଟ କିଛି ନାହିଁ ?
ଉତ୍ତର – ମସରୁମ ।

3. ତାହା କଣ ଯାହାକୁ ଆମେ ପିଇବା ପାଇଁ କିଣୁ କିନ୍ତୁ ପିଇ ନଥାଉ ?
ଉତ୍ତର – ଗ୍ଲାସ ।

4. ଭାରତର ଏମିତି କଣ ଜନ୍ମ ନିଅନ୍ତି ଯାହା ବିଶ୍ୱର ଅନ୍ୟ କୌଣସି ଦେଶରେ ଜନ୍ମ ହୋଇ ନଥାନ୍ତି ?
ଉତ୍ତର – ଭାରତୀୟ ।

5. ଆପଣଙ୍କ ପାଖରେ ଦୁଇଟି ଛେଳି ଏବଂ ଚାରିଟି ମେଣ୍ଢା ଅଛନ୍ତି , ତେବେ ଆପଣଙ୍କ ପାଖରେ ସମୁଦାୟ କେତେଗୋଟି ଗୋଡ ଅଛି ?
ଉତ୍ତର – 2 ଟି ।

6. ଜଣେ ବୁଢୀର ଦୁଇ ଜଣ ଝିଅ , ଜଣେ ଚାଲିଥାଏ ଅନ୍ୟ ଜଣେ ଶୋଇଥାଏ ତଥାପି ସେ ଦୁହେଁ ସବୁବେଳେ ସାଥିରେ ଥାନ୍ତି , ଏହାର ଉତ୍ତର କଣ ?
ଉତ୍ତର – ଚକି ।

7. ତାହା କଣ ଯାହାକୁ ଦେଖିହୁଏ କିନ୍ତୁ ଧରିହୁଏ ନାହିଁ କି ବାନ୍ଧିହୁଏ ନାହିଁ ?
ଉତ୍ତର – ଛାଇ ।
8. କେଉଁ ଫଳର ନାମରେ ଜଣେ ସ୍ତ୍ରୀ ଲୋକର ନାମ ଆସିଥାଏ ?
ଉତ୍ତର – କମଳା ।

9. କଣ ବନ୍ଦ ହୋଇଗଲେ ସବୁ ଅନ୍ଧାର ହୋଇଯାଏ ?
ଉତ୍ତର – ଆଖି ।

10 . କ୍ଷେତରେ ସବୁଜ ବଜାରରେ କଳା ଏବଂ ଘରକୁ ଆସିଲେ ନାଲି ହୋଇଯାଏ , ତାହା କଣ ?
ଉତ୍ତର – ଚା ପତି ।

11 ତାହା କଣ ଅଧା ପଶିଲେ କାଟେ ପୂରା ପଶିଲେ ଆରାମ ଲାଗେ ?
ଉତ୍ତର -ଚୁଡ଼ି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.