ତୁଳସୀ ଗଣନାଟ୍ୟ ର sad love song ” ସରୁନି ଗପ କି ସରୁନି ପାପ “… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି

ବନ୍ଧୁଗଣ ଯଲିଉଡ ବା ଯାତ୍ରା ଜଗତର କିଛି ଏଭଳି ଦୃଶ୍ୟ ରହିଛି ଯାହା ବହୁତ୍ ମନ ମୁଗ୍ଧକର ଅଟେ। ତେବେ ଅନେକ ଯାତ୍ରା ପ୍ରେମୀ ଅଛନ୍ତି ଯେଉଁମାନେ ଯାତ୍ରା ଦେଖିବାକୁ ଖୁବ୍ ଭଲ ପାଆନ୍ତି। ଯାତ୍ରା ପ୍ରତି ସେମାନଙ୍କ ମନରେ ରହିଛି ଏକ ଅହେତୁକ ଅନୁକମ୍ପା ଭଲ ପାଇବା ଏବଂ ଭାବ।ଯଦି ଆମେ ଓଡ଼ିଶାର ଯାତ୍ରା ଜଗତର କଥା କହିବା ତେବେ ଅନେକ ଦର୍ଶକ ଯାତ୍ରା ଦେଖିବାକୁ ବହୁତ୍ ଭଲ ପାଆନ୍ତି।ଆପଣମାନେ ଯଦି ଯାତ୍ରା ପ୍ରେମୀ ହୋଇଥିବେ ତେବେ ଯାତ୍ରା ତ ନିଶ୍ଚୟ ଦେଖିବାକୁ ଭଲ ପାଉଥିବେ ଏବଂ ଯାତ୍ରା ଦେଖିବାକୁ ବି ଯାଉଥିବେ ମଧ୍ୟ। ଯାତ୍ରାରେ ରହିଥାଏ ଏକ ଭିନ୍ନ ଧରଣର ମନୋରଂଜନ ର ଛୁଙ୍କ।

ଯାହାକୁ ଦେଖିବା ପାଇଁ ଅନେକ ଦର୍ଶକ ବେଶ୍ ପସନ୍ଦ କରିଥାନ୍ତି। ତେବେ ଯାତ୍ରା ଆରମ୍ଭ ହେବା ପୂର୍ବରୁ ରହିଥାଏ ଅନେକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଯାହାକୁ ଦେଖିବାକୁ କିଛି ସ୍ଵତନ୍ତ୍ର ଦର୍ଶକ ବେଶ୍ ଭଲ ପାଆନ୍ତି। କାରଣ ଏହା ହେଉଛି ମେଲୋଡି ଏବଂ ରେକର୍ଡ ଡାନ୍ସ ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଆଉ ଏହି ସମୟରେ ମଝିରେ ମଝିରେ ହୋଇଥାଏ ଜବରଦସ୍ତ ଆଙ୍କରିଁ। ଏହା ମଧ୍ୟ ବହୁତ୍ ମନୋରଂଜନ ପୂର୍ଣ୍ଣ ହୋଇଥାଏ।ତେଣୁ ଯାତ୍ରାର ପ୍ରତିଟି ମାହଲ ବେଶ ଆକର୍ଷିତ କରିବା ଭଳି ଅଟେ।ଯାହାକୁ ଶୁଣି ହସି ହସି ଗଡି ଯାଆନ୍ତି ଦର୍ଶକ। କାରଣ ବହୁତ୍ ମଜାଦାର ଢଙ୍ଗରେ ଉଭୟ ମେଲ୍ ଏବଂ ଫିମେଲ ଆଙ୍କର ଏହାକୁ ଉପସ୍ଥାପନ କରିଥାନ୍ତି।

ଆଉ ତାପରେ ଜବରଦସ୍ତ ଡାନ୍ସ ମଧ୍ୟ ମଝିରେ ମଝିରେ ଦେଖିବାକୁ ମିଳିଥାଏ।ଏହାକୁ ଦେଖିବାକୁ ଏବଂ ମଜା ନେବାକୁ ବି ଦର୍ଶଙ୍କର ମନରେ ଏକ ଭିନ୍ନ ଉତ୍ସାହ ଭରି ରହିଥିବା ଦେଖିବାକୁ ମିଳିଥାଏ। ଯାତ୍ରା ର କାହାଣୀ ଚାଲୁଥିବା ବେଳେ ମଧ୍ୟ ଯାତ୍ରା ଭିତରେ ନାୟକ ନାୟିକା ଙ୍କ ଭିତରେ ଡାନ୍ସ ଚାଲିଥାଏ। ଆଉ ତାର ଗୀତକୁ ଗାଇଥାନ୍ତି ଗାୟକ ଗାୟିକା ମାନେ। ଏହି ଦୃଶ୍ୟକୁ ବି ପସନ୍ଦ କରନ୍ତି ଅନେକ ଦର୍ଶକ।ସେହିଭଳି ତୁଳସୀ ଗଣନାଟ୍ୟ ଏକ ଯାତ୍ରାର କାହାଣୀ ଯାହାର ନାମ ହେଉଛି ସରୁନି ଗପ କି ସରୁନି ପାପ,ଏହି ଯାତ୍ରାର ଏକ ଇମୋଶନାଲ୍ ଡାନ୍ସ ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହାର ସୁନ୍ଦର୍ ଦୃଶ୍ୟ ଆପଣ ଏଠାରେ ଏହି ଭିଡିଓରେ ଦେଖିବାକୁ ପାଇବେ।

ଏହି ଭିଡିଓ ରେ ଦେଖିବାକୁ ମିଳୁଥିବା ଦୁଇ ଚରିତ୍ରଙ୍କ ଅଭିନୟ ଏଠାରେ ଆପଣ ଦେଖି ନିଶ୍ଚିତ ଖୁସି ହେବେ। ସୋସିଆଲ ମିଡିଆରେ ଏହି ଭିଡ଼ିଓଟି ବେଶ୍ ଭାଇରାଲ ହେବାରେ ଲାଗିଛି। ବେଶ୍ ଦୁଃଖଦ ସିନ ର ଏହି ଦୃଶ୍ୟ ଦେଖିଲେ ଆପଣ ଜାଣି ପାରିବେ କିପରି ଭାବରେ ଜୀବନ୍ତ ଅଭିନୟ କରୁଛନ୍ତି ଏହି କଳାକାର ମାନେ ଏବଂ ଗୀତରେ ଗୀତରେ ଡାନ୍ସ ମଧ୍ୟ କରୁଛନ୍ତି। ଯାତ୍ରାର ଏହି ଦୃଶ୍ୟକୁ ଦେଖିଲେ ଆପଣଙ୍କ ର ଯାତ୍ରା ଦେଖିବାକୁ ଆଗ୍ରହ ଆସିବ ନିଶ୍ଚିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment