Swastik Tv News Odisha

ତୁଳସୀ ଗଣନାଟ୍ୟ ସୁପରହିଟ love song ” ସରୁନି ଗପ କି ସରୁନି ପାପ “… ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଆପଣ ତ ଯାତ୍ରା ରେ ସଙ୍ଗୀତକାର ମାନେ ଗାଉଥିବା ଗୀତକୁ ନିଶ୍ଚୟ ଶୁଣିଥିବେ। କିନ୍ତୁ ସେମାନେ କିଭଳି ଭାବରେ ଗାଇଥାନ୍ତି ତାହାକୁ ଆପଣ ଦେଖି ନଥିବେ। କିନ୍ତୁ ଏବେ ସେହିଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଠି ଆପଣ ଦେଖିବାକୁ ପାଇବେ ବେକ ଷ୍ଟେଜ ରେ ଦୁଇଜଣ ଗାୟକ ଗାୟିକା କିପରି ଭାବରେ ଗୀତ ଗାଉଛନ୍ତୀ। ଦୁଇ ଜଣଙ୍କର ସ୍ୱର ବହୁତ୍ ସୁନ୍ଦର ଲାଗୁଛି ଶୁଣିବାକୁ। ତେବେ ଯାତ୍ରାର ଏଭଳି ଦୃଶ୍ୟ ବହୁତ୍ ମନ ମୁଗ୍ଧକର ଅଟେ। ତେବେ ଅନେକ ଯାତ୍ରା ପ୍ରେମୀ ଅଛନ୍ତି ଯେଉଁମାନେ ଯାତ୍ରା ଦେଖିବାକୁ ଖୁବ୍ ଭଲ ପାଆନ୍ତି। ଯାତ୍ରା ପ୍ରତି ସେମାନଙ୍କ ମନରେ ରହିଛି ଏକ ଅହେତୁକ ଅନୁକମ୍ପା ଭଲ ପାଇବା ଏବଂ ଭାବ।

ଯଦି ଆମେ ଓଡ଼ିଶାର ଯାତ୍ରା ଜଗତର କଥା କହିବା ତେବେ ଅନେକ ଦର୍ଶକ ଯାତ୍ରା ଦେଖିବାକୁ ବହୁତ୍ ଭଲ ପାଆନ୍ତି।ଆପଣମାନେ ଯଦି ଯାତ୍ରା ପ୍ରେମୀ ହୋଇଥିବେ ତେବେ ଯାତ୍ରା ତ ନିଶ୍ଚୟ ଦେଖିବାକୁ ଭଲ ପାଉଥିବେ ଏବଂ ଯାତ୍ରା ଦେଖିବାକୁ ବି ଯାଉଥିବେ ମଧ୍ୟ। ଯାତ୍ରାରେ ରହିଥାଏ ଏକ ଭିନ୍ନ ଧରଣର ମନୋରଂଜନ ର ଛୁଙ୍କ। ଯାତ୍ରା ଆରମ୍ଭ ହେବା ପୂର୍ବରୁ ରହିଥାଏ ଅନେକ କାର୍ଯ୍ୟକ୍ରମ। ଯାହାକୁ ଦେଖିବାକୁ କିଛି ସ୍ଵତନ୍ତ୍ର ଦର୍ଶକ ବେଶ୍ ଭଲ ପାଆନ୍ତି। କାରଣ ଏହା ହେଉଛି ମେଲୋଡି ଏବଂ ରେକର୍ଡ ଡାନ୍ସ ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଆଉ ଏହି ସମୟରେ ମଝିରେ ମଝିରେ ହୋଇଥାଏ ଜବରଦସ୍ତ ଆଙ୍କରିଁ। ଏହା ମଧ୍ୟ ବହୁତ୍ ମନୋରଂଜନ ପୂର୍ଣ୍ଣ ହୋଇଥାଏ।

ତେଣୁ ଯାତ୍ରାର ପ୍ରତିଟି ମାହଲ ବେଶ ଆକର୍ଷିତ କରିବା ଭଳି ଅଟେ।ଯାହାକୁ ଶୁଣି ହସି ହସି ଗଡି ଯାଆନ୍ତି ଦର୍ଶକ। କାରଣ ବହୁତ୍ ମଜାଦାର ଢଙ୍ଗରେ ଉଭୟ ମେଲ୍ ଏବଂ ଫିମେଲ ଆଙ୍କର ଏହାକୁ ଉପସ୍ଥାପନ କରିଥାନ୍ତି।ଆଉ ତାପରେ ଜବରଦସ୍ତ ଡାନ୍ସ ମଧ୍ୟ ମଝିରେ ମଝିରେ ଦେଖିବାକୁ ମିଳିଥାଏ।ଏହାକୁ ଦେଖିବାକୁ ଏବଂ ମଜା ନେବାକୁ ବି ଦର୍ଶଙ୍କର ମନରେ ଏକ ଭିନ୍ନ ଉତ୍ସାହ ଭରି ରହିଥିବା ଦେଖିବାକୁ ମିଳିଥାଏ। ଯାତ୍ରା ର କାହାଣୀ ଚାଲୁଥିବା ବେଳେ ମଧ୍ୟ ଯାତ୍ରା ଭିତରେ ନାୟକ ନାୟିକା ଙ୍କ ଭିତରେ ଡାନ୍ସ ଚାଲିଥାଏ। ଆଉ ତାର ଗୀତକୁ ଗାଇଥାନ୍ତି ଗାୟକ ଗାୟିକା ମାନେ।

ସେହିଭଳି ତୁଳସୀ ଗଣନାଟ୍ୟ ର ଏକ ଅପେରା ଯାହାର ନାମ ହେଉଛି ସରୁନି ଗପ କି ସରୁନି ପାପ,ଏହି ଯାତ୍ରାର ଏକ ଡାନ୍ସ ର ଗୀତକୁ ଶୁଣିବାକୁ ମିଳୁଛି। ଯାହାର ଭିଡିଓ ଆପଣ ଏଠାରେ ଦେଖିବାକୁ ପାଇବେ।ଏହି ଗୀତଟି ହେଉଛି, ହାତ ଧରି ବାଟ ଚାଲୁଥିବ। ଏହାକୁ ଉଭୟ ମେଲ୍ ଏବଂ ଫିମେଲ୍ ସିଙ୍ଗର ବେକ ଷ୍ଟେଜ ରେ ବସି ଗାଉଛନ୍ତି। ଏହାକୁ ଶୁଣି ବହୁତ୍ ଖୁସି ଲାଗୁଛି। ଆପଣ ଏହାକୁ ଦେଖି ନିଶ୍ଚିତ ଖୁସି ହେବେ। ସୋସିଆଲ ମିଡିଆରେ ଏହି ଭିଡ଼ିଓଟି ବେଶ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.