Swastik Tv News Odisha

ଦାନ୍ତ ମୋତି ଭଳି ଚମକିବ ( କେବଳ ୨ ମିନିଟ୍ ରେ ) | Natural ways to whiten Teeth

0

ହଁ ଦର୍ଶକବନ୍ଧୁ ଆପଣ ମାନେ ତ ସମସ୍ତେ ଜାଣିଥିବେ ଦାନ୍ତ ହେଇଉଛି ଆମ ସୌନ୍ଦର୍ଯ୍ୟର ରହସ୍ୟ, ଯଦି ଆପଣଙ୍କର ଦାନ୍ତ ସଫା ନାହିଁ ଆଉ ହଳଦିଆ ଦେଖା ଯାଉଛି ତେବେ ଆପଣ ଲୋକ ମାନଙ୍କ ଆଖିରେ ଆପଣ ଖରାପ ହିଁ ଦେଖା ଯିବେ | ତେବେ ଆଜି ଆମେମାନେ ଜାଣିବା କେଉଁ ସବୁ କାରଣ ଯୋଗୁ ଆମର ଦାନ୍ତ ଜଣିତ ସମସ୍ୟା ଦେଖା ଦେଇଥାଏ , ଆଉ କେଉଁ କେଉଁ ଘରେଇ ଉପଚାରକୁ ବ୍ୟବହାର କରି ଆମେ ମାନେ ଦାନ୍ତ ଜନିତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତି ପାଇଁ ପାରିବ |

ଦାନ୍ତ ଜନିତ ସମସ୍ୟାର କାରଣ :-

ପ୍ରଥମ କାରଣଟି ହେଉଛି ଆମେ ଯଦି ଠିକ ପରିମାଣରେ ଦାନ୍ତକୁ ସଫା ନ କରିବା , ବ୍ରସ ନ କରିବା ତେବେ ଦାନ୍ତ ଜନିତ ସମସ୍ୟା ଦେଖାଯିବ, ତାହା ଛଡ଼ା ଯଦି ଆପଣ ମାନେ ମଦ୍ୟ ପାନ କରୁଥିବେ ତ ମଦରେ ଟେନିକ ନାମକ ଗୋଟିଏ କେମିକାଲ ଥାଏ ଯାହା ଦାନ୍ତକୁ ହଳଦିଆ କରିଦେଇଥାଏ | ଅଧିକ କଫି ଓ ସୋଡ଼ା ପିଇବା ଯୋଗୁ ଦାନ୍ତରେ ଏନାମେଲ ସୃଷ୍ଟି ହୁଏ ଯାହା ଦାନ୍ତକୁ ହଳଦିଆ କରିଦେଇଥାଏ | ଅଧିକ ଧ୍ରୁମ ର ପାନ କରିଲେ ବା ଗୁଟକା ଖାଇବା ଯୋଗୁ ମଧ୍ୟ ଦାନ୍ତ ଜୋନିତା ସମସ୍ୟା ଦେଖାଯାଏ | ଏହା ବ୍ୟତୀତ ଆପଣ ଯଦି ଆସ୍ତମା ବା ହାୟ ବ୍ଲଡ ପ୍ରେସର ଜନିତା ରୋଗରେ ଆକ୍ରାନ୍ତ ହୋଇଥାନ୍ତି ତାହେଲେ ଦାନ୍ତ ଜୋନିତା ସମସ୍ୟା ମଧ୍ୟ ଦେଖାଯିବ |

ଘରେଇ ଉପଚାର :-

4 ଟି ଉପାୟରେ ଆମେ ଦାନ୍ତ ଜନିତା ସମସ୍ୟାରୁ ମୁକ୍ତି ପାଇପାରିବା

1) ଆପଣମାନେ ଯଦି ଲୁଣ ବା ବେକିଂ ସୋଡ଼ାକୁ ବ୍ୟବହାର କରିବା ତାହେଲେ ସେଥିରେ ସୋଡ଼ିୟମ ବାଇ କାରବନେଣ୍ଟ ନାମକ କେମିକାଲ ଥାଏ ଯାହା ଆପଣଙ୍କ ଦାନ୍ତକୁ ଧଳା କରିଦେଇଥାଏ |

ପ୍ରସ୍ତୁତି :-ପ୍ରଥମେ ଆପଣ ଗୋଟିଏ ଚାମଚ ଲୁଣ ନେବେ ଓ ସେଥିରେ ଗୋଟିଏ ଚାମଚ ବେକିଂ ସୋଡ଼ା ମିଶାଇବେ,ପରେ ସେଥିରେ ଗୋଟିଏ ଲେମ୍ବୁ ନେଇ ମିଶାଇବେ ଓ ଗୋଟିଏ ଚାମଚ ପାଣି ନେଇ ବ୍ରସ କରିବେ ଓ ପରେ ଆପଣ ଟୁଥ ପେଷ୍ଟରେ ଦାନ୍ତ ଘୋଷିପାରିବେ |

2)ଦ୍ୱିତୀୟରେ ଆପଣ ପିଜୁଳି ପତ୍ରକୁ ନେଇ ତାକୁ ପେଷ୍ଟ କରି ଦାନ୍ତରେ 2 ମିନିଟ ରଖି ପରେ ତାକୁ ପାଣିରେ ସଫା କରି ଟୁଥ ପେଷ୍ଟ ରେ ଦାନ୍ତ ଘୋଷିଲେ, ଦାନ୍ତ ଜଣିତ ସମସ୍ୟାରୁ ମୁକ୍ତି ପାଇପାରିବେ |

3)ତୃତୀୟରେ ଆପଣ ଯଦି ଘରେ ଆସୁଥିବା କଦଳୀର ଚୋପାକୁ ନମ୍ବର ପକାଇ ତାକୁ ଛୋଟ ଛୋଟ ଖଣ୍ଡ କରି ସେଥିରେ ଦାନ୍ତ ସଫା କରିବା ତାହେଲେ ମଧ୍ୟ ଆମ ଦାନ୍ତ ଆଉ ହଳଦିଆ ଦେଖା ଜୀବନ ନାହିଁ |

4)ଚତୁର୍ଥ ରେ ଯଦି ଆପଣ ସକାଳେ ଉଠି ବ୍ରସ କରିବା ଆଗରୁ ନଡ଼ିଆ ତେଲରେ ଦାନ୍ତକୁ 2-3 ମିନିଟ ମାଜିବେ ତାହେଲେ ଦାନ୍ତ ଜଣିତ ସମସ୍ୟା ତଥା ଦୁର୍ଗନ୍ଧରୁ ମଧ୍ୟ ମୁକ୍ତି ପାଇପାରିବେ | କିନ୍ତୁ ମନେ ରଖିବେ ଯେମିତି ତେଲ ପେଟ ଭିତରକୁ ନମ୍ବର ଯାଏ, ତାପରେ ଟୁଥ ପେଷ୍ଟ ରେ ବ୍ରସ କରିବେ |

ତେଣୁ ଏହି ସବୁ ପ୍ରକାରର ଘରେଇ ଉପଚାରକୁ ବ୍ୟବହାର କରି ଆପଣ ଦାନ୍ତ ଜନିତା ସମସ୍ୟାରୁ ମୁକ୍ତି ପାଇପାରିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.