ଦିନକୁ କେବେଳ ୨ ଥର ଏହାକୁ ପିଅନ୍ତୁ, ଛାତି ଏବଂ ଗଳାରେ ଜମା କଫ ( Cough ) ଘିଅ ଭଳି ତରଳିଜିବ । Home Remedy

ସମସ୍ତେ ନିଜେ ନିଜର ସ୍ୱାସ୍ଥ୍ୟ କୁ ନେଇକି ବହୁତ ଯତ୍ନବାନ ଥାଆନ୍ତି, କାରଣ ଆମେ ଜାଣିଛୁ କି ସ୍ୱାସ୍ଥ୍ୟ ହି ସମ୍ପଦ ଅଟେ |ହଁ ଦର୍ଶକ ବନ୍ଧୁ ସେହିଭଳି ପୁରୁଣା ରୁ ଅତି ପୁରୁଣା କାଶ, ଥଣ୍ଡା, କଫ ଭଳି ରୋଗ ଥିଲେ ମାତ୍ର ଅଳ୍ପ ଦିନରେ ଘରେଇ ଉପଚାର ଦ୍ୱାରା ଏହାକୁ ଭଲ କରନ୍ତୁ | ଆଜି କାଲି ଛୋଟ ରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତ ଙ୍କ ପାଖରେ ଏହି ପରି ରୋଗ ସବୁ ଦେଖା ଯାଏ ତେଣୁ ଏହି ସବୁ ରୋଗରୁ ନିଜକୁ ରକ୍ଷା କରିବା ପାଇଁ ନିଜେ ନିଜର ଘରେ ରହି ଏହାର ଉପଚାର ମାତ୍ର କିଛି ସମୟରେ କରିପାରିବେ |ହଁ ଦର୍ଶକ ବନ୍ଧୁ ତାହାଲେ ଆସନ୍ତୁ ଜାଣିବା ଥଣ୍ଡା, କାଶ ଭଳି ରୋଗରୁ ସବୁଦିନ ପାଇଁ ମୁକ୍ତି ପାଇବାକୁ ହେଲେ ସେହି ଘରେଇ ଉପଚାର ର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-

ଅଦା, ତୁଳସୀ ପତ୍ର, ଲବଙ୍ଗ, ଗୋଲମରିଚ,

ପ୍ରସ୍ତୁତି ପ୍ରଣାଳୀ :-

ତେବେ ଏହି ଘରେଇ ଉପଚାର ପାଇଁ ଆପଣ ପ୍ରଥମେ ଗୋଟିଏ ପାତ୍ର ନିୟନ୍ତୁ ଓ ତାକୁ ଗ୍ୟାସ ରେ ବସାନ୍ତୁ ତାପରେ ସେଥିରେ ଦୁଇ କପ ପାଣି ଦିୟନ୍ତୁ | ତାପରେ ସେଥିରେ ଅଳ୍ପ ପରିମାଣ ଅଦା କୁ ଛୋଟ ଛୋଟ କରି କାଟି ସେଥିରେ ପକାନ୍ତୁ ଓ ସେଥିରେ 4 ରୁ 5 ଟି ତୁଳସୀ ପତ୍ର ମଧ୍ୟ ପକାନ୍ତୁ ଓ ଗୋଟିଏ ତେଜ ପତ୍ର କୁ ଛୋଟ ଛୋଟ ଛୋଟ କରି ସେଥିରେ ଦିୟନ୍ତୁ, ତାପରେ ଏଥିରେ ଗୋଟିଏ ଲବଙ୍ଗ ଓ ଦୁଇଟି ଗୋଲମରିଚ ମଧ୍ୟ ଦିୟନ୍ତୁ | ମନେ ରଖିବେ ଦର୍ଶକ ବନ୍ଧୁ ଏଥିରେ ମିଠା ର ବ୍ୟବହାର ଆଦୁ କରିବେ ନାହିଁ | ତେବେ ସମସ୍ତ ସାମଗ୍ରୀ କୁ ସେଥିରେ ପକାଇସାରିଲା ପରେ ଏହାକୁ ଭଲ ଭାବରେ ଗରମ କରନ୍ତୁ | ମନେ ରଖିବେ ଦର୍ଶକ ବନ୍ଧୁ ଆପଣ ଦେଇଥିବା ଦୁଇ କପ ପାଣି ଯେତେବେଳେ ଫୁଟି ଫୁଟି ଏକ କପ ରେ ପରିଣତ ହେଇଯିବ ଆପଣ ଏହାକୁ ଗ୍ୟାସ ରୁ ଓଲ୍ହାଇ ଆଣିବେ | ତାପରେ ଏହାକୁ ଉଷମ ହେବା ପାଇଁ ଛାଡ଼ିଦେବେ |

ବ୍ୟବହାର ବା ସେବନ ବିଧି :-

ଏବେ ଆପଣ ପ୍ରସ୍ତୁତ କରିଥିବା ଘରେଇ ଉପଚାର ଟି ଉଷମ ହେଇଯିବା ପରେ ଏଥିରେ ଗୋଟିଏ ଚାମଚ ମହୁ ଏଡ଼ କରି ଏହାକୁ ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟା ସେବନ କରନ୍ତୁ ଦେଖିବେ ଆପଣଙ୍କ ର ପୁରୁଣା ରୁ ଅତି ପୁରୁଣା ଥଣ୍ଡା କାଶ ଭଳି ରୋଗ ଅତି ସହଜରେ ମାତ୍ର 3 ଦିନ ରେ ପୂରା ଦୂର ହେଇଯିବ | ହଁ ଦର୍ଶକ ବନ୍ଧୁ ତାହେଲେ ଆଉ ଡେରି ନ କରି ଶୀଘ୍ର ଏହି ଘରେଇ ଉପଚାର କୁ ପ୍ରସ୍ତୁତି କରି ଏହାର କରାମତି ଜାଣନ୍ତୁ |

ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ଆଜିର ଘରେଇ ଉପଚାର ଯାହାକୁ ବ୍ୟବହାର କରି ପୁରୁଣା ରୁ ଅତି ପୁରୁଣା କଫ, କାଶ ଦୂର ହେଇଯିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment