ହଁ ଦର୍ଶକବନ୍ଧୁ ଆପଣ ମାନେ ତ ଡାଇବେଟିସ ରୋଗ ବିଷୟରେ ସମସ୍ତେ ଜାଣିଥିବେ ତେବେ ମୁଁ ଆଜି ଆପଣମାନଙ୍କୁ କିଛି ଘରେଇ ତିନୋଟି ଜିନିଷ ବିଷୟରେ ଜଣାଇବି ଯାହାକୁ ବ୍ୟବହାର କରି ଆପଣ ଡାଇବେଟିସ ଭଳି ରୋଗ ରୁ ପାଇପାରିବା ସମ୍ପୂର୍ଣ୍ଣ ମୁକ୍ତି, ସାଧାରଣତଃ ଆମେ ଜାଣିଛୁ ଘରେ ଘରେ ଜଣେ ଡାଇବେଟିସ ରୋଗୀ ନିହାତି ଥିବେ, ଆଉ ସେହି ଡାଇବେଟିସ ଯୋଗୁ ଲୋକମାନେ ବିଭିନ୍ନ ରୋଗରେ ମଧ୍ୟ ପଡୁଥିବେ, ଆଉ ଏହି ରୋଗ ହେଲେ ରୋଗୀର ଶରୀରରେ ରୋଗ ପ୍ରତି ରୋଧର କ୍ଷମତା କମିଯାଇଥାଏ, ଯାହା ଯୋଗୁ ଆମ ଶରୀରରେ ସବୁ ପ୍ରକାର ରୋଗ ମାଡ଼ିବସିଥାଏ | ତେବେ ଆସନ୍ତୁ ମୁଁ ଆଜି ଆପଣ ମାନଙ୍କୁ ଜଣାଇବି କିଛି ଏପରି ଟିପ୍ସ ଯାହାକୁ ବ୍ୟବହାର କରି ଡାଏବେଟିସ ଭଳି ରୋଗରୁ ପାଇପାରିବା ମୁକ୍ତି |
ସାଧାରଣତଃ ଦେଖିଥିବୁ କି ଯାହା ଘରେ ଡାଇବେଟିସରେ ପୀଡିତା ରୋଗୀ ରହିଥିବେ, ତାଙ୍କର ମେଡ଼ିସିନ ସବୁ ଦିନ ପାଇଁ ଲାଗିରହିଥିବ , ଆହୁରି ମଧ୍ୟ ତାଙ୍କୁ ଯଦି କିଛି ବି ରୋଗ ହୋଇଥିବ ତାହେଲେ ତାହା ସହଜରେ ମଧ୍ୟ ଭଲ ହୋଇନଥାଏ | ତେବେ ଆଜି ମୁଁ ଆପଣମାନଙ୍କୁ ଜଣଉଛି ତିନିଟି ଜିନିଷ ଯାହାକି ଆପଣମାନେ ନିଜ ନିଜ ର ଘରେ ମଧ୍ୟ ପାଇଯିବେ, ଆଉ ଯାହାକୁ ବ୍ୟବହାର କରି ଡାଇବେଟିସ ଭଳି ରୋଗରୁ ପାଇପାରିବେ ସମ୍ପୂର୍ଣ୍ଣ ମୁକ୍ତି|
ଡାଇବେଟିସ ଥିଲେ କଣ କରିବା ଆବଶ୍ୟକ :-
1-ଯଦି ଆପଣ ଡାଇବେଟିସ ଜଣିତ ରୋଗରେ ପୀଡିତ ଅଛନ୍ତି ତାହେଲେ ଆପଣମାନେ ପ୍ରତେକ ଦିନ ସକାଳେ ଉଠି କିଛି ସମୟ ବ୍ୟୟାମ କରିବା ସହିତ , କିଛି ସମୟ ଖାଲି ପାଦରେ ଘାସ ଉପରେ ଚାଲିବା ଆବଶ୍ୟକ |
2-ଆପଣ ଚେଷ୍ଟା କରିବେ କି ସମସ୍ତ ପ୍ରକାରର ମାନସିକ ଚିନ୍ତାରୁ ଦୂରରେ ରହିବା ପାଇଁ ତାହା ସହିତ ଦିନକୁ ପ୍ରାୟ 8 ଘଣ୍ଟା ନିଦ୍ରା ନିଅନ୍ତୁ |
3- ଦ୍ରୁମର ପାନ କରନ୍ତୁ ନାହିଁ କି ଲୁଣ ମଧ୍ୟ ଖାଆନ୍ତୁ ନାହିଁ ଓ ଶରୀରରେ ଜଳର ଅଭାବ ହେବାକୁ ଦିଅନ୍ତୁ ନାହିଁ, ଦିନକୁ ପ୍ରାୟ 6 ଲିଟର ପାଣି ନିହାତି ପିଅନ୍ତୁ |
କେଉଁ କେଉଁ ଜିନିଷ ଖାଇବା ଯୋଗୁ ଡାଇବେଟିସ ସମ୍ପୂର୍ଣ୍ଣ ଦୁରେଇ ଯିବ :-
1-ସାରୁ
ସାରୁକୁ ବହୁତ ଲୋକ ଖାଇବା ପାଇଁ ପସନ୍ଦ କରନ୍ତି ଓ ସାରୁରୁ ତରକାରୀ ବନେଇବା ସହିତ ପକୁଡି ମଧ୍ୟ ବନେଇ ଖାଇଥାନ୍ତି, ସରୁରେ ପ୍ରଚୁର ପରିମାଣରେ ଭିଟାମିନ _c, କ୍ୟାଲସିୟମ ଓ ମାଗ୍ନେସିୟମ ରହିଛି, ତାହା ସହିତ ଭିଟାମିନ -b, o ଆଇରନ ମଧ୍ୟ ରହିଛି, ସାରୁରେ ଥିବା ପୋଷାକ ଆମକୁ ଡାଇବେଟିସ ଠାରୁ ରକ୍ଷା କରିଥାଏ |
2-କଲରା
ଯଦି ଆପଣ ଡ଼ିଏବେଟିସ ଜଣିତ ରୋଗରେ ପୀଡିତ ଅଛନ୍ତି ତାହେଲେ ପ୍ରତେକ ଦିନ କୋଳାରା଼ର ଜୁସକୁ ପିଅନ୍ତୁ ଓ ଏହା ଗ୍ଲୁକୋଜର ମେଟାବୋଲିଯିମ କୁ ମଧ୍ୟ କମ କରିବା ସହିତ ମଧୁମେୟ ରୋଗରୁ ମୁକ୍ତି ଦିଏ |
3-ମେଥି
ମେଥି ଆମ ଶରୀରରେ ଡ଼ିଏବେଟିସ କୁ କଣ୍ଟ୍ରୋଲ କରିବା ପାଇଁ ରାମବାନ ପରି କାମ କରିଥାଏ , ପ୍ରତେକ ଦିନ ମେଥିର ସେବନ ଫଳରେ ଆମେ ଡାଇବେଟିସକୁ କଂଟ୍ରୋଲ କରିପାରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।