Swastik Tv News Odisha

ଦିନ ଦ୍ୱିପହରରେ ପୋଲିସ୍ ବାବୁ ଙ୍କ ରାସଲୀଳା ଭିଡ଼ିଓ ନିଆଁ ଭଳି ହେଉଛି ଭାଇରାଲ….ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ବେଳେବେଳେ ସାମ୍ନାକୁ ଆସିଥାଏ କିଛି ଏଭଳି ଘଟଣା ଯାହା ସାଧାରଣ ରେ ଚର୍ଚ୍ଚାର ବିଷୟ ହୋଇଥାଏ। ଏହିଭଳି ଘଟଣା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଏବଂ ସମସ୍ତଙ୍କୁ ଏ ବିଷୟରେ ଭାବିବାକୁ ବାଧ୍ୟ କରିଥାଏ। ସେହିଭଳି କିଛି ଘଟଣା, ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇ ଯାଇଥାନ୍ତି। ଆପଣ ଜାଣି ପାରୁଥିବେ, ଆଜିର ଦୁନିଆର କିଛି ଏମିତି ଲୋକ ରହିଛନ୍ତି ଯେଉଁମାନେ ନିଜର ନୈତିକତା କୁ ଭୁଲି, ମାନବିକତା, ସଭ୍ୟତା କୁ ଭୁଲି କିଛି ବି ନିନ୍ଦନୀୟ କାର୍ଯ୍ୟ କରିବା ପାଇଁ ପଛାଉ ନାହାଁନ୍ତି। ସେମାନେ ଯେଉଁ ଭଳି ଭାବରେ ଘୃଣ୍ୟ କାମ ସବୁ କରୁଛନ୍ତି ତାହା ବାସ୍ତବରେ ଲଜ୍ୟାଜନକ ଏବଂ ନିନ୍ଦନୀୟ ଏବଂ ଚର୍ଚ୍ଚାର ଓ ସମାଲୋଚନା ର ବିଷୟ ପାଲଟିଥାଏ।

ଶିକ୍ଷିତ ହୋଇ ଯଦି ଜଣେ ଲଜ୍ୟାଜନକ, ନିନ୍ଦନୀୟ କାର୍ଯ୍ୟ କରେ ତେବେ ଏଥିପାଇଁ କାହାକୁ ଆଉ ଦାୟୀ କରାଯିବ।ସମାଜ ଯେତେ ଆଗକୁ ବଢ଼ିଲେ କଣ ହେବ ଯଦି ମଣିଷର ମାନସିକତା ପରିବର୍ତ୍ତନ ନହୁଏ ତେବେ ଏଥିପାଇଁ କହାକୁ ଦୋଷ ଦେଇ ହେବ। ସଭ୍ୟ ଶିକ୍ଷିତ ସମାଜରେ ଏମିତି ଅନେକ ନିୟାମକ ଥିଲେ ମଧ୍ଯ କିନ୍ତୁ ଏହାର ବ୍ୟତିକ୍ରମ ସଦୃଶ କାମ କରୁଛି ଆଜିର ମଣିଷ।ବେଳେବେଳେ ଏମିତି କିଛି ଉଲ୍ଲେଖନୀୟ ପରିବର୍ତ୍ତନ କିଛି ଲୋକଙ୍କ ପାଖରେ ଦେଖିବକୁ ମିଳିଥାଏ ଯାହା ବାସ୍ତବରେ ବିଶ୍ବାସ ଯୋଗ୍ୟ ହୋଇ ପାରି ନଥାଏ। ଆଉ ଏଭଳି ଘଟଣା ଦେଖିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ଵାଭାବିକ କଥା।

ତେବେ ସେହିଭଳି ଏକ ଘଟଣା ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହା ଏବେ ବେଶ ଚର୍ଚ୍ଚା ହେବାରେ ଲାଗିଛି ଏବଂ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯାହା ସାଧାରଣରେ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ତେବେ ଆଜିର ଦୁନିଆର କିଛି ଏପରି ଲୋକ ରହିଛନ୍ତି ଯେଉଁମାନେ ଅନେକ ସମୟରେ ଏମିତି କିଛି କାମ ସବୁ କରୁଛନ୍ତି ଯାହା ବାସ୍ତବରେ ଲଜ୍ୟାଜନକ ଏବଂ ନିନ୍ଦନୀୟ ଅଟେ। ସେହିପରି ଏବେ ସାମ୍ନାକୁ ଆସିଛି ଆଉ ଏକ ନିନ୍ଦନୀୟ ଘଟଣାର ସ୍ପଷ୍ଟ ଚିତ୍ର। ଯେଉଁଠି ଜଣେ ଉତ୍ତରପ୍ରଦେଶ ର ସବ ଇନ୍ସପେକ୍ଟର ପୋଲିସ୍ ଡିଉଟି ସମୟରେ ହିଁ ରାସଲୀଳା କରୁଥିବାର ନଜର ଆସିଛନ୍ତି।

ଏହି ପୋଲିସ୍ ବାବୁ ଜଣଙ୍କର ନାମ ହେଉଛି ହରିଶଙ୍କର। ଯିଏକି ଜଣେ ମହିଳାଙ୍କ ସହିତ ଖୁଲମ୍ ଖୋଲା ଚାରବାଗ ଫୁଟ ଓଭର ବ୍ରିଜ ଉପରେ କାନ୍ଧରେ ହାତ ପକାଇ ଆପତ୍ତି ଜନକ ଅବସ୍ଥାରେ ନଜର ଆସିଛନ୍ତି। ଏତିକି ନୁହେଁ ସେ ଏଭଳି ହରକତ ଦେଖାଇବା ସମୟରେ ମଦ୍ୟପାନ କରିବା ସହିତ ପୋଲିସ୍ ବର୍ଦି ରେ ହିଁ ନଜର ଆସିଥିଲେ। ତାଙ୍କର ଏଭଳି କାରନାମା ଲୋକଙ୍କୁ ସାଧାରଣରେ ହଜମ ହେଉନାହିଁ। ପୋଲିସ୍ ବାବୁଙ୍କ ଏପରି କାର୍ଯ୍ୟ ର ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ଜଣା ପଡ଼ିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.