ବନ୍ଧୁଗଣ ଆପଣ ଅନେକ ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ସମୟକ୍ରମେ ଦେଖିବାକୁ ପାଉଥିବେ। ତା ଭିତରୁ କିଛି ଏମିତି ଭିଡିଓ ରହିଥାଏ ଯାହାକୁ ଦେଖି ଆମେ ବହୁତ୍ ଖୁସି ହୋଇଥାଉ ଏବଂ ତାହା ବେଶ୍ ସେୟାର ହେବାରେ ଲାଗିଥାଏ। ସମସ୍ତେ ଏହାକୁ ଦେଖି ଖୁସି ହୁଅନ୍ତି ଏବଂ ପ୍ରଶଂସା ବି କରନ୍ତି। ବେଳେବେଳେ କିଛି ଏମିତି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହାକୁ ଦେଖି ଆମେ ବହୁତ୍ ଖୁସି ହୋଇଥାଉ।ଏହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ।ସେହିପରି ଏକ ଖୁସି କରାଇବା ଭଳି ଭିଡିଓ ଏବେ ସାମ୍ନାକୁ ଆସିଛି।
ଏହି ଭାଇରାଲ ଭିଡିଓ ରେ ଦେଖିବାକୁ ମିଳିଛି ଯାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଆପଣ ତ ଛୋଟ ପିଲା ମାନଙ୍କର ଅନେକ କିଛି ଭିଡିଓ ଦେଖିଥିବେ। ସେମାନଙ୍କ ଅନେକ କାର୍ଯ୍ଯ କଳାପ କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ।କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ। ସେମାନଙ୍କ ଯେକୌଣସି ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ।ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ କଥାକୁ ଶୁଣି ବହୁତ୍ ଖୁସି ହୋଇ ଥାଉ।
ଅନେକ ସମୟରେ ସେମାନଙ୍କ କଥା ଆମକୁ ବେଶ୍ ତାଯୁବ ମଧ୍ୟ କରିଥାଏ। କାରଣ ପିଲା ମାନଙ୍କ କଥା ମଧ୍ୟ ବହୁତ୍ କୌତୁହଳ ପୂର୍ଣ୍ଣ ହୋଇଥାଏ।କୁନି ପିଲା ମାନଙ୍କର ପ୍ରତିଟି କାର୍ଯ୍ୟକଳାପ ବେଶ୍ ମନଛୁଆଁ ହୋଇଥାଏ, ଯାହାକୁ କିଛି ସମୟ ଧରି ଦେଖିବାକୁ ଇଚ୍ଛା ହୁଏ। ଅନେକ ଜଣ ସେମାନଙ୍କ ଏପରି ଭିଡିଓ କୁ ଦେଖି ବହୁତ୍ ମଜା ନିଅନ୍ତି ଏବଂ ଚାହିଁ ରହି ଯାଆନ୍ତି।ସେମାନଙ୍କ ବଦମାସୀ ହେଉ କି କିଛି କାର୍ଯ୍ଯ ହେଉ ତାହା ବେଶ୍ ସୁନ୍ଦର୍ ଲାଗିଥାଏ। ସେମାନେ କେଉଁ ଭିତ୍ତିରେ ମନକୁ କେଉଁ କଥା ଆଣନ୍ତି ତାହା କେହି ବୁଝି ପାରନ୍ତି ନାହିଁ। ସେହିପରି ଏକ କୁନି ବାଳକ ଏବଂ କୁନି ଝିଅର ଏକ ଭିଡ଼ିଓ ସାମ୍ନାକୁ ଆସିଛି।
ଯେଉଁ ଭିଡିଓ ରେ ଏହି ଦୁଇଟି କୁନି ପିଲା ପରସ୍ପର ସହ ଲାଗୁଛନ୍ତି ଏବଂ କ୍ୟୁଟ ବଦମାସୀ କରୁଥିବା ଦେଖିବାକୁ ମିଳୁଛି। କୁନି ଝିଅଟି ପୁଅଟିକୁ ଧରିଥିବା ଶିଶିକୁ ନେଇ ମୁଣ୍ଡରେ ବଜାଇ ଦେଉଛି। ପୁଅଟି କାନ୍ଦୁଛି ପୁଣି ଚୁପ୍ ହୋଇ ଯାଉଛି। ପୁଣି ଝିଅଟି ଆଉଥରେ ପୁଅ ସହିତ ଲାଗୁଛି। ଦୁଇଜଣ ବେଡ୍ ଉପରେ ବସି ପରସ୍ପର ସହିତ ଯେମିତି ଲାଗୁଛନ୍ତି ତାହା ଦେଖିଲେ ବହୁତ୍ ଖୁସି ଲାଗୁଚି। ଯାହା ଜଣା ପଡୁଛି ସେମାନଙ୍କ ପାଖରେ କେହିଜଣେ ରହି ପିଲାମାନଙ୍କ ଏପରି ଦୃଶ୍ୟକୁ ରେକର୍ଡ କରୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।