ନମସ୍କାର ବନ୍ଧୁଗଣ,ସମୟ ବର୍ତ୍ତମାନ ଏମିତି ହୋଇ ଗଲାଣି ଯେଉଁଠାରେ ଦେଖିଲେ ସବୁ ଜାଗାରେ ପ୍ରେମ ପାଇଁ ସବୁ ଘଟଣା ଘଟୁଛି। ଆଉ ସବୁ ଘଟଣା ପଛରେ ଜଣେ ମହିଳା ର ହାତ ରହୁଛି। କୁହା ଯାଇଥାଏ ପ୍ରେମ କରି ଦେଇଥାଏ ଅନ୍ଧ ଯାହା ଏଠାରେ ନଜରକୁ ଆସିଛି। ତେବେ ଏଠାରେ ନିଜ ସ୍ୱାମୀ କୁ ଛାଡି ଜଣେ ମହିଳା ଦେଢ଼ଶୁର ସହିତ ସମ୍ପର୍କ ସ୍ଥାପନ କରିଥିଲେ ତା ପରେ ଯାହା ହେଲା ଆସନ୍ତୁ ଜାଣିବା।
ଏହିଠାରେ ପୁଣି ଏକ ପ୍ରେମ ସମ୍ପର୍କ କୁ ନେଇ ଆସିଛି ଏକ ଘଟଣା ଯାହା ଦ୍ୱାରା ଗୋଟିଏ ସଂସାର ଭାଙ୍ଗିଗଲା। ଆଉ ଏଠି ପ୍ରେମ କଲା ବାୟା ଆଉ ନିଜ ସ୍ୱାମୀ କୁ ଛାଡି ଦେଲା ସ୍ତ୍ରୀ। ଆଉ କୁହା ଯାଇଥାଏ ପ୍ରେମ ଏମିତି ଏକ ଜିନିଷ ତାହା ସମସ୍ତଙ୍କୁ ଅନ୍ଧ କରି ଦେଇଥାଏ ଆଉ ଏବେ ସେହି ପରି ଏକ ପ୍ରେମ ସମ୍ପର୍କ କୁ ନେଇ ଘଟଣା ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଆଉ ପ୍ରେମ ଏମିତି ଏକ ଜିନିଷ ଯେଉଁଠି ପାଇଁ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ସାମ୍ନାକୁ ଆସିଥାଏ। ଏପଟେ ପ୍ରେମ ପାଇଁ ନିଜ ଛୁଆ ପିଲା ଏବଂ ସ୍ୱାମୀ ଙ୍କୁ ମଧ୍ୟ ଭୁଲି ଗଲା।
ଏଠାରେ ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ବିବାହିତ ମହିଳା ଜଣଙ୍କ ଅନ୍ୟ ଏକ ବ୍ୟକ୍ତି ସହିତ ଆରମ୍ଭ କରିଛନ୍ତି ପ୍ରେମ ତାହା ପୁଣି ନିଜର ଛୁଆ ପିଲା ଓ ସ୍ୱାମୀ ରହିଥିବା ଅବସ୍ଥାରେ। ସେହି ମହିଳା ଜଣଙ୍କ ଦେଢ଼ଶୁର ସହିତ କଲା ପ୍ରେମ ଆଉ ଯେଉଁଠି କୁହା ଯାଇଥାଏ ତାଙ୍କୁ ଛୁଇଁବା ମନା ହେଲେ ସମ୍ପର୍କ ହେଲା ନିବିଡ଼। ଆଉ ଭାଙ୍ଗିଗଲା ସୁନାର ସଂସାର ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ଆଉ ସ୍ୱାମୀ ନ ଥିବା ଅବସ୍ଥାରେ ଲୁଚି ଲୁଚି ପ୍ରେମ କରୁଥିଲେ ଦେଢ଼ଶୁର ସହିତ ଯାହା ତାଙ୍କର ଚୋରା ପ୍ରୀତି ବଢିଗଲା ଆଉ ନିଜ ଛୁଆଁ ଙ୍କ ଟିକେ ମୁହଁ ଚାହିଁଲା ନାହିଁ।
କିଛି ବର୍ଷ ପୂର୍ବେ ବିବାହ କରିଥିଲେ ହେଲେ ଶେଷରେ ତାଙ୍କୁ ଏବଂ ୨ ଟି ଛୁଆ ଙ୍କୁ ଛାଡି ଆଉ ଗୋଟିଏ ଛୁଆ କୁ ନେଇ ଫେରାର ହୋଇଥିଲା ଯାହାକୁ ନେଇ ଏବେ ଅଭିଯୋଗ ଆଣିଛନ୍ତି ସ୍ୱାମୀ। ଦୁହିଁଙ୍କର ପ୍ରେମ ଲୁଚି ଲୁଚି କରୁଥିଲେ ଯାହା ପରବର୍ତ୍ତୀ ସମୟରେ ଜଣା ପଡିଥିଲା। ପ୍ରେମ ସମ୍ପର୍କ ଏମିତି ବଢିଗଲା ଯାହା ଦ୍ୱାରା ସେ ନିଜର ସମସ୍ତ ଙ୍କୁ ଛାଡି ଦେଇଥିଲେ ଏବଂ ଗୋଟିଏ ଛୁଆ କୁ ନେଇ ପଳେଇ ଥିଲେ ପ୍ରେମିକ ସହିତ। ସ୍ୱାମୀ ପ୍ରେମ ଲାଗିଥିଲା ପିତା ଯାହା ପାଇଁ ଏମିତି କିଛି କରିବାକୁ ପଛେଇଲା ନାହିଁ। ଆଉ ନିଜ ସ୍ୱାମୀର ପ୍ରେମ କୁ ବୁଝି ପାରିଲା ନାହିଁ ଆଉ ଦେଢ଼ଶୁର ସହିତ ପ୍ରେମ ସମ୍ପର୍କ ବଢିଥିଲା ଯାହା ଥିଲା ଚୋରା ପ୍ରେମ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।