Swastik Tv News Odisha

ଦେଖନ୍ତୁ ଏହି ବିରଳ ଦୃଶ୍ୟକୁ ! ହଠାତ ଚାହୁଁ ଚାହୁଁ ଭୁଶୁଡି ପଡିଲା ଏତେ ବଡ ପୋଲ…ଦେଖନ୍ତୁ ଭିଡ଼ିଓ

0

କିଛି ଘଟଣା ଏମିତି ବେଳେବେଳେ ଅଚାନକ ଭାବରେ ଘଟିଯାଏ ଯାହା ଦେଖିଲେ ଭୟ ଓ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ଅନେକ ସମୟରେ ଆପଣ ପ୍ରାକୃତିକ ବିପର୍ଯ୍ୟୟ ଜନିତ କିଛି ଘଟଣା ଦେଖିବାକୁ ପାଉଥିବେ। ପ୍ରକୃତି ଯେତେବେଳେ ତାଣ୍ଡବ ରଚିବ ତେବେ ଏହାକୁ କିଏ ରୋକି ପାରିବ। ଏହାକୁ ନିୟନ୍ତ୍ରଣ କରିବା ଶକ୍ତି ମଣିଷର ନାହିଁ। ତେବେ କିଛି ଏମିତି ବିରଳ ଘଟଣା ସମୟ ସମୟରେ ଦେଖିବାକୁ ମିଳିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ପ୍ରକୃତିକୁ ନେଇ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।ଆଉ ତା ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ।

ଏହିଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟର ଘଟଣା ବିଷୟରେ ଆପଣ ଅବଗତ ହେଉଥିବେ। ସମୟକ୍ରମେ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ପ୍ରକୃତିର କରାଳ କାୟା ରେ ସମସ୍ତେ କବଳିତ। ସେହିପରି ପ୍ରକୃତି ର ପ୍ରକୋପ ବା ପ୍ରଭାବ ଦ୍ଵାରା କଣ ଘଟିଥାଏ ତାହାର ଏକ ବିରଳ ଦୃଶ୍ୟ ଏବେ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା କାରଣରୁ ଏବେ ଏକ ଜଳାମୟ ସ୍ଥିତି ର ଭିଡିଓ ସାମ୍ନାକୁ ଆସିଛି। ଏଠାରେ ପାଣିର ସ୍ରୋତ ଏତେ ଭୟଙ୍କର ଭାବରେ ଦେଖିବାକୁ ମିଳିଛି ଯେ ଏହାକୁ ଦେଖିଲେ ଆପଣ ଭୟଭୀତ ହୋଇଯିବେ। ଆପଣ ଜାଣିଛନ୍ତି ଭାରତରେ ପ୍ରତିବର୍ଷ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିବା କିଛି ବଡ଼ କଥା ନୁହଁ।

ପ୍ରତିବର୍ଷ ଆମ ଦେଶରେ ଏହି ବିପତ୍ତି ଦେଖା ଦେବାରେ ଲାଗିଛି। ଚଳିତ ବର୍ଷ ମଧ୍ୟ ଆମ ଦେଶରେ ଲଗାଣ ବର୍ଷା କାରଣରୁ ଏହାର ପ୍ରଭାବ ଦେଖିବାକୁ ମିଳିଛି। ତେବେ ଏଥିରେ ପ୍ରଭାବିତ ହୋଇଥିବା ଆମ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ରୁ ଏକ ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରତିବର୍ଷ ବନ୍ୟା ବାତ୍ୟା ର ପ୍ରଭାବ ବେଶ୍ ସାଧାରଣ ହୋଇ ଗଲାଣି। ତେବେ ନିକଟରେ ହୋଇଥିବା ଲଗାଣ ବର୍ଷା କାରଣରୁ ଏଠାରେ ଏକ ଜଳାମୟ ସ୍ଥିତି ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗ ର କିଛି ତଳିଆ ଅଞ୍ଚଳକୁ ବନ୍ୟା ପାଣି ପଶି ଯାଇଛି। ଆଉ ଏହି ସମୟରେ ଏକ ପୋଲ ରୁ ତାର ତଳେ ଲାଗିଥିବା ଲୁହା ବ୍ରିଜ ଗଳି ପଡୁଥିବା ଦେଖିବାକୁ ମିଳୁଛି ଏହି ଭିଡିଓ ରେ।

ସେହି ପୋଲ ତଳେ ବନ୍ୟା ପାଣି ପ୍ରବଳ ସ୍ରୋତରେ ଚାଲିଛି। ତେବେ ଯେଉଁଭଳି ଭାବରେ ଏହି ପୋଲଟି ଗଳି ପଡୁଛି ତାକୁ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। ଯାହାର ଭିଡିଓ ଏବେ କ୍ୟାମେରାରେ ରେକର୍ଡ ହେବା ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ଦେଖିଲେ ସାଧାରଣରେ ଭୟ ଜାତ ହେବା ସ୍ବାଭାବିକ।ଯାହା କ୍ୟାମେରା ରେ ରେକର୍ଡ ହେଲା ପରେ ସେୟାର ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.