Swastik Tv News Odisha

ଦେଖନ୍ତୁ କିପରି ଅତି ଆଗ୍ରହର ସହିତ ଏହି ମହିଳାଙ୍କ ଠାରୁ ବାଦାମ ଖାଉଛନ୍ତି ମାଙ୍କଡ଼ ମାନେ emotional and heart touching ଦୃଶ୍ୟ ଦେଖିଲେ ଆପଣଙ୍କ ହୋସ ଉଡିଯିବ… Please ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ମଣିଷ ଏବଂ ପଶୁ ଭିତରେ ଥିବା ନିବିଡ଼ ସମ୍ପର୍କର ଭାବପୂର୍ଣ୍ଣ ଭିଡିଓ ବିଷୟରେ ଆପଣ ଅନେକ ସମୟରେ ଆସିଥିବେ। ଆପଣ ଦେଖିଥିବେ ମଣିଷ ଯେମିତି ତାର ପୋଷା ପଶୁ ର ଯତ୍ନ ନିଏ ଏବଂ ସେବା କରେ ସେହିପରି ପୋଷା ପଶୁ ମାନେ ମଧ୍ଯ ତାର ମାଲିକର ଅନେକ କଥା ବୁଝନ୍ତି ଏବଂ ପରିବାରର ଏକ ସଦସ୍ୟ ଭଳି ବ୍ଯବହାର କରିଥାନ୍ତି। ସେମାନେ ସେତିକି ବିଶ୍ଵସ୍ତ ମଧ୍ଯ ହୋଇଥାନ୍ତି ଏବଂ ମାଲିକର ଅନେକ କାମରେ ଆସିଥାନ୍ତି। ତେବେ ଇତର ପ୍ରାଣୀ ମାନଙ୍କର ମଧ୍ୟ ମଣିଷ ପ୍ରତି ଦୟା, ସ୍ନେହ, କରୁଣା ଓ ଭଲପାଇବା ରହିଥାଏ, ଏକଥା କୁ ଆଦୌ ଅସ୍ବୀକାର କରି ହେବ ନାହିଁ।

କେବଳ ମଣିଷ ପ୍ରତି ମଣିଷର ସ୍ନେହ, ସହାନୁଭୂତି ରହିଥାଏ ତାହା ନୁହଁ ପଶୁ ମାନେ ମଧ୍ଯ ମଣିଷ ପ୍ରତି ଅନେକ ଭଲପାଇବା ଦେଖାଇଥାନ୍ତି। ପଶୁ ପକ୍ଷୀ ମାନେ ହେଉଛନ୍ତି ମଣିଷ ଜୀବନର ଏକ ଅଂଶ ବିଶେଷ। ମଣିଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଜୀବ ମାନଙ୍କ ଉପରେ ନିର୍ଭରଶୀଳ ଅଟେ।ସେମାନଙ୍କ ପାଇଁ ମଣିଷ ଜୀବନରେ ମଧ୍ୟ ଅନେକ ଖୁସି ଆସିଥାଏ। ଏଥିପାଇଁ ଅନେକ ପଶୁ ପକ୍ଷୀ ପ୍ରେମୀ ଘରେ ଏମାନଙ୍କୁ ରଖି ଅର୍ଥାତ୍ ନିଜ ପସନ୍ଦର ପ୍ରାଣୀକୁ ରଖି ସେମାନଙ୍କ ର ଯତ୍ନ ଉଚିତ୍ ଭାବରେ ନିଅନ୍ତି।ଖାଦ୍ୟ ଖାଇବାକୁ ଦିଅନ୍ତି, ସେମାନଙ୍କ ସହ ଖେଳନ୍ତି ଏବଂ ଖୁସି ମଜା କରି ନିଜ ର ବ୍ୟସ୍ତ ବହୁଳ ଜୀବନରେ ଖୁସିର ପୁଲକ ଆଣିବାକୁ ଚେଷ୍ଟା କରନ୍ତି।

ତେଣୁ ପଶୁ ହେଉକି ପକ୍ଷୀ ସେମାନଙ୍କ ସମ୍ପର୍କ ମଣିଷଙ୍କ ସହ ବେଶ୍ ନିବିଡ଼ ଅଟେ।ତେବେ ଯେଉଁ ବ୍ୟକ୍ତି ମାନେ କହୁଛନ୍ତି କି ବର୍ତ୍ତମାନର ଦୁନିଆରେ ମଣିଷ ଏବଂ ଜୀବଜନ୍ତୁ ମାନଙ୍କ ମଧ୍ୟରେ ସୁସମ୍ପର୍କ ସମ୍ଭବପର ନୁହେଁ ସେମାନଙ୍କ ପାଇଁ ଏହି ଭିଡିଓ ଏକ ଉଦାହରଣ ସଦୃଶ ଅଟେ।ତେବେ ଆଜି ଏହି ଲେଖା ମାଧ୍ୟମରେ ଆମେ କହିବାକୁ ଯାଉଥିବା କଥା ଏବଂ ଘଟଣାବଳୀ କୁ ଜାଣିବା ପରେ ସ୍ପଷ୍ଟ ହୋଇଯିବେ ଯେ ବାସ୍ତବରେ ପଶୁ ମଧ୍ୟ ମଣିଷକୁ କେତେ ଭଲପାଏ ଏବଂ ସ୍ନେହ କରେ। ଥରେ ଏହି ଭିଡିଓ ଟିକୁ ଦେଖନ୍ତୁ ଏବଂ ତାପରେ ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ।

ଏଠାରେ ଜଣେ ମହିଳା ଙ୍କ ପାଖରୁ ବାଦାମ ଖାଇବା ପାଇଁ ମାଙ୍କଡ଼ ମାନେ ଯେଉଁ ଆଗ୍ରହ ଦେଖାଉଛନ୍ତି ଏବଂ ଦଳ ହୋଇ ମହିଳାଙ୍କ ପଛରେ ଯାଉଛନ୍ତି ତାହା ଦେଖନ୍ତୁ। ଶେଷରେ ପାଛିଆ ରୁ ବାଦାମ ଢ଼ାଳି ମାଙ୍କଡ଼ ମାନେ ଖାଇ ଯାଉଛନ୍ତି ଏବଂ ଆଉକିଛି ମାଙ୍କଡ଼ ପଛେ ପଛେ ଯାଇ ମହିଳାଙ୍କ ଉପରକୁ ଚଢ଼ିଯିବା ଭଳି ହେଉଛନ୍ତି। ମହିଳା ଜଣଙ୍କ ସେଠାରେ ବସି ସେମାନଙ୍କୁ ବାଦାମ ଦେଉଛନ୍ତି ଏବଂ ମାଙ୍କଡ ମାନେ ତାଙ୍କ ଚାରିପଟେ ବସି ଖୁସିରେ ବାଦାମ ଖାଇ ଯାଉଛନ୍ତି। ଏହି ସୁନ୍ଦର୍ ଦୃଶ୍ୟକୁ ଯିଏବି ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯିବା ସହ ଖୁସି ବି ହେଉଛି।

 

Leave A Reply

Your email address will not be published.