Swastik Tv News Odisha

ଦେଖନ୍ତୁ ଗୋଟେ “ ଭାଇ ” ନିଜ ଭଉଣୀ ସହିତ କଣ କଲା ?? ଦେଖିଲା ପରେ ଗୋଡ ତଳୁ ମାଟି ଖସିଯିବ… ଦେଖନ୍ତୁ ଭିଡ଼ିଓ

0

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ କାହାଣୀ ବିଷୟରେ ଜଣେଇବୁ ଯାହାକୁ ଶୁଣି ଆପଣ ମାନଙ୍କ ଆଖିରୁ ଲୁହ ଆସିଯିବ । ତେବେ ଆସନ୍ତୁ ଜାଣିବା ସେହି କାହାଣୀ ବିଷୟରେ । ବାପା ପୁଅ ପ୍ରିନ୍ସ କୁ ଜୋରରେ ଡାକୁଥିଲେ ,ପୁଅ ଆସି କହିଲା କଣ ହେଲା ବପା ତ ବାପା କହିଲେ ତତେ କଣ ଜଣା ନାହିଁ ଆଜି ତ ଭଉଣୀ ପ୍ରିୟା ଆସୁଛି । ନୂଆକରି କିଣିଥିବା ଗାଡି ନେଇ ତାକୁ ଆଣିବାକୁ ଯା ମାତ୍ର ପ୍ରିୟ କହିଲା ବାପା ମୋ ଗାଡି ମୋ ସାଙ୍ଗ ନେଇ ଯାଇଛି । ଆପଣଙ୍କ ଗାଡି ମଧ୍ୟ ନାହିଁ , ସେ ଟେକ୍ସି କରି ଚାଲିଆସିବ ଆପଣ କାହିଁକି ଚିନ୍ତା କରୁଛନ୍ତି । ଏମିତି କହୁ କହୁ ପ୍ରିନ୍ସ କହିଲା କି ହଉ ବାପା ତମେ ଯାଆ ମୁଁ ଯାଇ ପାରିବିନି । ବାପା କହିଲେ କି ତତେ ତୋ ଭଉଣୀର ଟିକେ ହେଲେ ପରବା ନାହିଁ , ଏ ଘର ଉପରେ ତୋର ଯେତିକି ଅଧିକାର ଅଛି ସେତିକି ବି ତୋ ଭଉଣୀର ଅଧିକାର ଅଛି ।

ଏହା ଶୁଣି ପ୍ରିନ୍ସ କହିଲା ମୋ ଭଉଣୀ ମୋ ପାଇଁ ପର ହୋଇଯାଇଛି , ଆଉ ଏ ଘର ଉପରେ କେବଳ ମୋର ଅଧିକାର ଅଛି । ଏହା ଶୁଣି ବାପାଙ୍କ ହାତ ହଠାତ୍ ପୁଅ ଉପରକୁ ଉଠିଗଲା , ସେତେବେଳେ ମାଆ ଆସି କହିଲେ ଟିକେ ତ ଲାଜ କର ଏମିତି ଯବାନ ପୁଅ ଉପରକୁ କିଏ ହାତ ଉଠେ । ବାପା କହିଲେ ତୁମେ କଣ ଶୁଣି ପାରିଲନି ଇଏ କଣ କହିଲା ଯେଉଁ ଭଉଣୀ ଇୟାର ବହୁତ ଖେୟାଲ ରଖୁଥିଲା କିନ୍ତୁ ଆଜି ସିଏ ସେହି ଭଉଣୀକୁ ପର ବୋଲି କହୁଛି । ଏହିସବୁ ଶୁଣି ପ୍ରିନ୍ସ ଟିକେ ହସିକି କହିଲା କି ପିଉସୀଙ୍କ ର ବି ତ ଆଜି ଜନ୍ମଦିନ ବାପା , ଯେତେଥର ବି ଘରକୁ ଆସିଛନ୍ତି ଅଟୋ ରେ ଅସିଛନ୍ତି ।

ଆପଣ କେବେହେଲେ ଗାଡି ନେଇ ତାଙ୍କୁ ଆଣିବା ପାଇଁ ଯାଇ ନାହାନ୍ତି , ହଁ ମାନୁଛି କି ସେ ଆଜି ବହୁତ ଗରିବ ଅଛନ୍ତି କିନ୍ତୁ ଦିନେ ସେ ବି ବହୁତ ଧନୀ ଥିଲେ । ପିଉସୀ ବି ଏଇ ଘରୁ ବିଦା ହୋଇଥିଲେ , ପିଉସୀ ଓ ପ୍ରିୟା ଦି ମଧ୍ୟରେ ଫରକ କଣ ରହିଲା ବାପା । ଏହିସବୁ କଥା ଶୁଣି ବାପା କାନ୍ଦୁଥିଲେ , ବାହାରୁ ଗାଡିର ସାଉଣ୍ଡ ଆସିଲା ଆଉ ପ୍ରିୟା ଆସି ବାପାଙ୍କୁ କୁଣ୍ଢେଇ ପକେଇଲା । ବାପାଙ୍କୁ ଦେଖି ପଚାରିଲାକି ବାପା କଣ ହେଲା , ବାପା କହିଲେ କି ତ ଭାଇ ଆଜି ମୋର ବାପା ବନିଗଲା । ଏହି କଥା ନଶୁଣି କହିଲାକି ବାପା ନୂଆ ଗାଡି ବହୁତ ଭଲ ହୋଇଛି ମୁଁ ନିଜେ ଡ୍ରାଇଭ କରି ଆସିଲି ।

ଭାଇ ପ୍ରିନ୍ସ କହିଲା କି ହେପି ବଡେ ଦି , ଏହି ଗାଡି ତୁମ ପାଇଁ ତୁମ ଜନ୍ମ ଦିନର ଗିଫ୍ଟ । ସେତେବେଳେ ହଠାତ୍ ପିଉସୀ ଆସନ୍ତି ଆଉ ବାପାଙ୍କୁ କହନ୍ତି କଣ ଭାଇ ଫୋନ ନାହିଁ କି କିଛି ହଠାତ୍ ଗାଡି ପଠେଇ ଦେଲ । ଆଜି ବି ବାପା ଙ୍କ କଥା ମନେ ପଡୁଛି , ମୁଁ କେତେ ଭାଗ୍ୟଶାଳୀ ଅଟେ ତମ ପରି ଭାଇ ମିଳିଛି । ବାପା ମା ଜାଣିନେଲେ କି ଏହିସବୁ ପ୍ରିନ୍ସର କାମ ଅଟେ କିନ୍ତୁ ଏସବୁ ଦେଖି ବାପା ବହୁତ କାନ୍ଦିଲେ । ବାପା ଜାଣିଥିଲେ କି ମୁଁ ମରିଗଲା ପରେ ବି ମୋ ପୁଅ ସବୁ ସମ୍ପର୍କକୁ ଭଲସେ ରଖିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.