Swastik Tv News Odisha

ଦେଖନ୍ତୁ ବାହାଘର ପରେ ନୂଆ ଘରେ ସ୍ୱାମୀ Vicky Kaushal ଙ୍କ ସହିତ Katrina Kaif ଙ୍କ ମସ୍ତି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ… ଦେଖନ୍ତୁ Video

0

ବନ୍ଧୁଗଣ ଆପଣମାନେ ଜାଣିଛନ୍ତି ସେଲିବ୍ରିଟି ମାନେ ସେମାନଙ୍କ ଏମିତି କିଛି ଜୀବନଶୈଳୀକୁ ଅନେକ ସମୟରେ ଲୋକଙ୍କ ସମ୍ମୁଖରେ ଉପସ୍ଥାପନା କରିଥାନ୍ତି ଯାହା ସେମାନଙ୍କୁ ବେଶ ଚର୍ଚ୍ଚିତ କରିଥାଏ। ତେବେ ସେମାନେ ଅନେକ ସମୟରେ ତାଙ୍କର ପ୍ରସଂଶକ ମାନଙ୍କ ପାଇଁ ଅନେକ କିଛି ବାର୍ତ୍ତା ବି ଦେଇଥାନ୍ତି ଏବଂ କେତେବେଳେ ଲାଇଭ ଭିଡିଓ ଆସି ମଧ୍ୟ ସେମାନଙ୍କର ଫ୍ୟାନ ମାନଙ୍କ ସହିତ ବେଳେବେଳେ ସମୟ ଅତିବାହିତ କରିଥାନ୍ତି ଓ କେତେବେଳେ ତାଙ୍କର କିଛି ଖୁସିର ମୁହୂର୍ତ୍ତକୁ ମଧ୍ଯ ତାଙ୍କ ପ୍ରସଂଶକ ମାନଙ୍କ ସହ ମଧ୍ଯ ସେୟାର କରିଥାନ୍ତି। ଆଉ ତାଙ୍କର ଅନେକ ସୁନ୍ଦର ମୁହୂର୍ତ୍ତ ସବୁକୁ ପ୍ରଶଂସକ ମାନଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି।

ଏହାକୁ ଦେଖି ତାଙ୍କର ପ୍ରସଂଶକ ମାନେ ମଧ୍ଯ ବହୁତ ଖୁସି ହୁଅନ୍ତି।ତେବେ ବଲିଉଡ ଇଣ୍ଡଷ୍ଟ୍ରି ର କିଛି ଏମିତି ଲୋକପ୍ରିୟ ଅଭିନେତ୍ରୀ ଅଛନ୍ତି ସେମାନେ ତାଙ୍କର ବୋଲ୍ଡ ଲୁକ୍ସ ଏବଂ ଆକର୍ଷଣୀୟ ଅନ୍ଦାଜ ପାଇଁ ବେଶ୍ ପରିଚିତ ଅଟନ୍ତି। ସେମାନଂକୁ ମଧ୍ୟରୁ ଅଭିନେତ୍ରୀ କ୍ୟାଟ୍ରିିନା କୈଫ ଅନ୍ୟତମ।ସେ ତାଙ୍କର ଆକର୍ଷଣୀୟ ଲୁକ୍ସ ପାଇଁ ଏଵଂ ଜବରଦସ୍ତ ଫିଗର୍ ପାଇଁ ବେଶ୍ ପରିଚିତ ଚେହେରା ଅଟନ୍ତି। ସୋସିଆଲ ମିଡିଆରେ ମଧ୍ଯ ବେଶ୍ ଚର୍ଚ୍ଚାରେ ରହିଥାନ୍ତି ଏହି ଅଭିନେତ୍ରୀ ଜଣଙ୍କ। ଅନେକ ସମୟରେ ସେ ତାଙ୍କର କିଛି ଭିନ୍ନ ଅନ୍ଦାଜ କୁ ଦେଖାଇ ତାଙ୍କର ଦର୍ଶକ ମାନଙ୍କ ର ନିକଟତର ହୋଇଥାନ୍ତି ଏବଂ ସେମାନଂକୁ ଆକର୍ଷିତ କରିଥାନ୍ତି।

ସେଥିପାଇଁ ସିନେମା ଜଗତର ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ହଟକେ ଏବଂ ଆକର୍ଷିତ କଲା ଭଳି ହୋଇଥାଏ।ବଲିଉଡ଼ ର ଅଭିନେତ୍ରୀ ମାନେ ତାଙ୍କର ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ। ଏହାଛଡ଼ା ଅନେକ ସେମାନଙ୍କ ଲାଇଫ ଷ୍ଟାଇଲ କୁ ମଧ୍ୟ ଅନୁସରଣ କରିଥାନ୍ତି। ସେହିପରି ଏବେ କ୍ୟାଟ୍ରିିନା କୈଫଙ୍କ ଏକ ମଜାମସ୍ତି ର ଭିଡିଓ ସାମ୍ନାକୁ ଆସିଛି।

କ୍ୟାଟ୍ରିିନା କୈଫ ତାଙ୍କର ନୂଆ ଘରେ ଏପରି ମଜା ମସ୍ତି କରୁଥିବାର ଜଣା ପଡିଛି। ଆପଣ ତ ଜାଣିଛନ୍ତି କ୍ୟାଟ୍ରିିନା କୈଫ ଏବଂ ଭିକି କୌଶଳ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏବେ ସେମାନେ ଏକ ହଟ୍ ଏବଂ ଟପ୍ ଯୋଡି ଭାବରେ ବଲିଉଡ୍ ଜଗତରେ ଜଣାଶୁଣା ଦମ୍ପତ୍ତି। ମଜା ମସ୍ତି ସହିତ ଉଭୟ ଘର କାମ କରିବା, ଘର ସଫା କରିବା, ରୋଷେଇ କରିବା ଆଦି ଦୃଶ୍ୟ ମଧ୍ଯ ଏହି ଭିଡିଓ ରେ ଦେଖିବାକୁ ମିଳିଛି। ଆଗରୁ ମଧ୍ଯ କ୍ୟାଟଙ୍କ ଘରେ ରୋଷେଇ କରିବାର ଭିଡିଓ ସାମ୍ନାକୁ ଆସିଥିଲା। ଆଉ ଏବେ ଏହି ସୁପରଷ୍ଟାର ଦମ୍ପତ୍ତିଙ୍କ ଏଭଳି ଦୃଶ୍ୟକୁ ଦେଖି ପ୍ରଶଂସକ ମାନେ ବହୁତ୍ ଖୁସି ହେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.