Swastik Tv News Odisha

ଦେଖନ୍ତୁ ବିବାହର କିଛି ମାସ ପରେ ଅର୍ଚ୍ଚିତା ସେୟାର କରିଲେ ତାଙ୍କର ଶାଶୁଘର ର କିଛି Video Clip

0

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଯଦି ସବୁଠାରୁ କିଛି ଅଧିକ ଭାଇରଲ ହୋଇଥାଏ ତ ତାହା ହେଉଛି ବଲିଉଡ, ଟାଲିଉଡ଼ ଏବଂ ହଲିଉଡ଼ ର ଅଭିନେତା ଓ ଅଭିନେତ୍ରୀ ମାନେ।ସେମାନେ ସବୁବେଳେ ତାଙ୍କର ପୋଷାକ ତଥା ଶାରୀରିକ ଗଠନ ଓ ଅଙ୍ଗଭଙ୍ଗୀ କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।ଖାଲି ଏତିକି ନୁହେଁ ବରଂ ସିନେମା ଜଗତରେ କାର୍ଯ୍ୟ କରୁଥିବା ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଦ୍ବାରା ଆମ ସମାଜ ଅନେକ ମାତ୍ରାରେ ପ୍ରଭାବିତ ହୋଇଥାଏ।

ତେବେ ଆପଣ ମାନେ ଓଲିଉଡ ର ବେଶ ଚର୍ଚ୍ଚିତ ନବ ବିବାହିତ ଯୋଡ଼ି ଙ୍କ ବିଷୟରେ ତ ଜାଣିଥିବେ ନିଶ୍ଚିତ। ସେମାନେ ଉଭୟ ଙ୍କର ଅଭିନୟ ଯେତେକି ସୁନ୍ଦର ଓ ମଧୁର ତାଙ୍କର ବ୍ୟକ୍ତିଗତ ଜୀବନରେ ସେମାନେ ଦୁହେଁ ସେତିକି ଚର୍ଚ୍ଚିତ।

ଜଣେ ମିସ ଇଣ୍ଡିଆ ରେ ଯୋଗ ଦେଇଥିବା ସୁନ୍ଦରୀ ହୋଇଥିଲା ବେଳେ ଅନ୍ୟ ଜଣେ ସାଧାରଣ ଲୋକ ମାନଙ୍କ ପ୍ରତି ଥିବା ଭଲପାଇବା ଏବଂ କର୍ତ୍ତବ୍ୟ ପାଇଁ ଚର୍ଚ୍ଚିତ। ତେବେ ଆମେ ଆପଣଂକୁ ଓଡ଼ିଆ ଫିଲ୍ମ ଇନ୍ଦ୍ରଷ୍ଟ୍ରି ର ଆଗ ଧାଡ଼ିର ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ବିଷୟରେ ଆପଣଂକୁ କହୁଚୁ ।ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କିଛି ଦିନ ତଳେ ସୁନ୍ଦରୀ ଅର୍ଚ୍ଚିତା , ସବ୍ୟସାଚୀ ଙ୍କୁ ବିବାହ କରି ତାଙ୍କ ସହ ସାତ ଜନ୍ମ ପାଇଁ ବାନ୍ଧି ହୋଇଛନ୍ତି।

ତେବେ ତାଙ୍କର ବିବାହ ର ଅନେକ ଫୋଟ ଓ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚା ରେ ରହିଥିଲା। ଦୁହେଁ ପ୍ରେମ ବିବାହ କରିଛନ୍ତି ବୋଲି ସୂଚନା ରହିଛି। ତେବେ ବିବାହ ପୂର୍ବରୁ ମାଧ୍ୟ ସେମାନ ଙ୍କୁ ଏକତ୍ର ବୁଲାବୁଲି କୁରୁଥିବା ର ଦର୍ଶକ ଙ୍କ ନଜର କୁ ଆସିଥିଲେ। ତେବେ ବର୍ତ୍ତମାନ ଏହି ନବବିବହିତ ସୁପରହିଟ ଯୋଡ଼ି ତଥା ସଭ୍ୟ-ଅର୍ଚ୍ଚିତା ଙ୍କର ବିବାହ ପର ର ଏକ ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି ଯାହା ବିଷୟରେ ଆମେ ଆଜି ଆପଣଂକୁ ଜଣେଇବାକୁ ଯାଉଛୁ।
ତେବେ ଏ ମଧ୍ୟରେ ସୁପରହିଟ ଓଡ଼ିଆ ଫିଲ୍ମ ଷ୍ଟାର ତଥା ସମାଜ ସେବୀ ସଭ୍ୟସଚୀ ଓ ସୁନ୍ଦରୀ ଅର୍ଚ୍ଚିତା ଙ୍କର ବିବାହ କୁ ୨ ମାସ ପୂରଣ ହୋଇଗଲାଣି। ତେବେ ବିବାହର ଦୁଇ ମାସ ପରେ ପ୍ରଥମ ଥର ପାଇଁ ଅର୍ଚ୍ଚିତା ନିଜର ଶାଶୂ ଘର ବିଷୟରେ ସୋସିଆଲ ମିଡ଼ିଆ ରେ କିଛି କହିଛନ୍ତି ଯାହାକି ବର୍ତ୍ତମାନ ଭାଇରଲ ହେବାରେ ଲାଗିଛି। ତେବେ ଅର୍ଚ୍ଚିତା କହିଥିଲେ କି, ସେ ସବ୍ୟ ଙ୍କୁ ବିବାହ କରି ବହୁତ ଖୁସିରେ ଅଛନ୍ତି ଏବଂ ତାଙ୍କର ଘର ତାଙ୍କ ପାଇଁ ଏକ ରାଜ ମହଲ ସଦୃଶ।

ଅର୍ଚ୍ଚିତା ଆହୁରି ମଧ୍ୟ କହିଛନ୍ତି କି, ବିବାହ ପରେ ସେ ତାଙ୍କର ଶାଶୂ ଶଶୁର ନୁହେଁ ବରଂ ନିଜ ବାପା ମା ଙ୍କୁ ପାଇଛନ୍ତି। ଯେଉଁମାନେ ତାଙ୍କୁ ନିଜ ଝିଅ ଠାରୁ ବି ଅଧିକ ଭଲ ପାଇଥାନ୍ତି। ତେବେ ତାଙ୍କର ନିଜ ସ୍ୱାମୀ ସହ ଅନେକ ଫୋଟ ମଧ୍ୟ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଜାଣିପାରିବେ କି ଦୁହେଁ ବହୁତ ଖୁସିରେ ଅଛନ୍ତି ବୋଲି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.