Swastik Tv News Odisha

ଦେଖନ୍ତୁ ଭିଡିଓ : କଲେଜ ଯିବା ରାସ୍ତାରେ କରୁଥିଲେ କିସ୍ ଓ ରୋମାନ୍ସ କିଛି ଲୋକ ଭିଡିଓ କରି ସୋସିଆଲ ମିଡ଼ିଆ ରେ Upload କରିଲେ

0

ପ୍ରତ୍ୟେକ ବର୍ଷ ପ୍ରେମୀ ଯୁଗଳ ମାନଙ୍କ ପାଇଁ ଫେବୃଆରୀ ମାସଟି ବହୁତ ଗୁରୁତ୍ୱ ପୂର୍ଣ୍ଣ ହୋଇଥାଏ । କାରଣ କଣ ଆପଣ ମାନେ ନିଶ୍ଚୟ ଜାଣିଥିବେ , କାରଣ ପ୍ରତ୍ୟେକ ବର୍ଷ ଫେବୃଆରୀ ମାସ ର ଗୋଟିଏ ସପ୍ତାହ ଅର୍ଥାତ୍ 7 ତାରିଖୁ 14 ତାରିଖ ପର୍ଯ୍ୟନ୍ତ ପ୍ରେମର ଦିନ ହୋଇଥାଏ । ଫେବୃଆରୀ ମାସର ତଥା ପ୍ରେମ ମାସର ପ୍ରଥମ ଦିନ ରୋଜ୍ ଢେରୁ ଆରମ୍ଭ ହୋଇ ଭଲେଣ୍ଟାଇନ ଡେ ରେ ଶେଷ ହୋଇଥାଏ । ପ୍ରେମ ର ଶେଷ ଦିନରେ ପ୍ରେମୀ ଯୁଗଳ ମାନେ ଏକାଠି ରହିବା ପାଇଁ ଅଧିକ ପସନ୍ଦ କରିଥାନ୍ତି । ମର୍ଡନ ପ୍ରେମିକ ପ୍ରେମିକା ମାନେ ଏକାଠି ସମୟ ବିତେଇବା ପାଇଁ ପସନ୍ଦ କରିଥାନ୍ତି ।

ଏହି ଭେଲେଣ୍ଟାଇନ ଡେ ରେ ସେମାନେ ଏମିତି କିଛି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥାନ୍ତି , ଯାହା ଆପଣମାନେ ଶୁଣିଲେ ଆପଣଙ୍କ ମୁଣ୍ଡ ଖରାପ ହୋଇଯିବ । କାରଣ ସେମାନେ ସେହି ଦିନ ଅଶ୍ଳୀଳ କାର୍ଯ୍ୟରେ ଲିପ୍ତ ରହିଥାନ୍ତି , ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ଦଳ ଗଠନ କରାଯାଇଥାଏ । କିନ୍ତୁ ବର୍ତ୍ତମାନ ସମୟରେ ସେହି ପ୍ରମିକ ପ୍ରେମିକା ମାନଙ୍କର ରାସଲୀଳା ସାରା ଦୁନିଆଁ ଜାଣୁଛି । ଆଜିର ଯୁବପିଢୀ ମାନେ ପ୍ରେମ ର ଅର୍ଥ ଶାରିରୀକ ସମ୍ପର୍କ ବା ଅଶ୍ଳୀଳ ସମ୍ପର୍କ ବୋଲି ଭାବିଥାନ୍ତି । ତେବେ ସେମିତି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ ଭିଡିଓ ଟି କେଉଁ ସ୍ଥାନର ଜଣା ପଡି ନାହିଁ , ପ୍ରେମୀ ଯୁଗଳ ମାନଙ୍କ ଡ୍ରେସରୁ ଜାଣା ପଡିଛି , ସେମାନେ କଲେଜ ଛାତ୍ରଛାତ୍ରୀ ବୋଲି । ଆଜିର ଦିନରେ ପ୍ରେମିକ ପ୍ରେମିକା ମାନେ ରାସ୍ତା ଘାଟ କିଛି ମାନୁ ନାହାନ୍ତି , ଏତେ ମାତ୍ରାରେ ବିଶୃଙ୍ଖଳିତ ହୋଇ ଯାଇଛନ୍ତି ତାହା କଳନା କରିବା ବହୁତ ମୁସକିଲ । କାରଣ ସେମାନଙ୍କର ଗୋଟିଏ ଲକ୍ଷ୍ୟ ଥାଏ , ନିଜ କାମନା କୁ ପୂରା କରିବା । ତେବେ ଏହି ଭିଡିଓ ରେ 3 ଜଣ ପ୍ରେମୀ ଯୁଗଳ କଲେଜ ଡ୍ରେସ ପିନ୍ଧି ଏକ ନିଛାଟିଆ ରାସ୍ତାରେ ଅଶ୍ଳୀଳ କାର୍ଯ୍ୟ ରେ ଲିପ୍ତ ରହିଛନ୍ତି । ଏହି କପୁଲ ମାନେ ପରସ୍ପରକୁ କୁଣ୍ଢେଇ କିସ୍ କରୁଥିବାର ନଜର ଆସିଛନ୍ତି ।

ତେବେ କେହି ଜଣେ ବ୍ୟକ୍ତି ସେମାନଙ୍କର ଏହି ଅଶ୍ଳୀଳ ଭିଡିଓ କୁ ଅଜାଣତରେ ରେକର୍ଡ କରିଥିଲେ । ପରେ ଏହି ଭିଡିଓ କୁ ସୋସିଆଲ ମିଡିଆ ରେ ଭାଇରାଲ କରିଥିଲେ , କିନ୍ତୁ ବର୍ତ୍ତମାନ ସମୟରେ ଏହି ଭିଡିଓ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ତେବେ ଆପଣ ମାନେ ଟିକିଏ ଚିନ୍ତା କରନ୍ତୁ ଏହି ମର୍ଡନ ଯୁଗର ଛାତ୍ରଛାତ୍ରୀ ମାନେ ନିଜ ଭବିଷ୍ୟତ କଥା ଚିନ୍ତା ନକରି ଏପରି ଅଶ୍ଲୀଳ କାର୍ଯ୍ୟରେ ନିଜକୁ ଲିପ୍ତ ରଖିଛନ୍ତି । ଏହି ଦୃଶ୍ୟ ସମାଜ ପାଇଁ ଏକ ପ୍ରକାର ଖରାପ ପ୍ରଭାବ ପକାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.