Swastik Tv News Odisha

ଦେଖନ୍ତୁ ଭିଡିଓ କୁନି ଝଅଟି ସ୍ବାମୀ କାହାଁନ୍ତି ଭଳି ପ୍ରଶ୍ନ ପଚାରିବାରୁ ମା’ ଏଭଳି ଏକ ଉତ୍ତର ଦେଲେ ଶୁଣିଲେ ଅବାକ୍ ହୋଇଯିବେ , ସୋସିଆଲ ମିଡିଆରେ ସମସ୍ତଙ୍କ ମୋବାଇଲରେ ଘୁରି ବୁଲୁଛି

0

ବର୍ତ୍ତମାନ ହେଉଛି ଅତ୍ୟାଧୁନିକ ଟେକ୍ନୋଲୋଜି ର ଦୁନିଆଁ ।ଯଦି ଆମେ ଆମ ପୂର୍ବ ପୁରୁଷ ଙ୍କର ଜୀଵନ ଶୈଳୀ ଏବଂ ବର୍ତ୍ତମାନ ଆମ ମାନଙ୍କ ଜୀଵନ ଶୈଳୀ ମଧ୍ୟରେ ତୁଳନା କରିବା ତ୍ ନିଶ୍ଚିତ ଭାବରେ ଜାଣିପାରିବା କି ଏହି ଟେକ୍ନୋଲୋଜି ଆମ ଜୀଵନ କୁ କେତେ ଆଡ଼ଭାନ୍ସ ଏବଂ କେତେ ସହଜ କରିଦେଇଛନ୍ତି। ଗୋଟିଏ ସ୍ଥାନରେ ରହି ମଧ୍ୟ ଆମେ ସାରା ବିଶ୍ୱରେ କଣ ହେଉଛି କଣ ନାହିଁ ସେ ବିଷୟରେ ଜାଣିପାରୁଛୁ। କୌଣସି ଜିନିଷ ବିଷୟରେ ଜାଣିବାକୁ ହେଲେ ଆମକୁ ଅନ୍ୟ କାହା ଉପରେ ନିର୍ଭର କରିବାକୁ ହେଉନାହିଁ ବାସ ନିଜ ମୋବାଇଲ ସାହାଯ୍ୟ ରେ ସବୁକିଛି ଜାଣିପାରୁଛୁ।

ମାତ୍ର ଯଦି ଆମେ ଏହାର ବିପରୀତ ପକ୍ଷ କୁ ଦେଖିବା ତେବେ ଆମେ ଜାଣିପାରିବା କି ଏହା ଆମ ପାଇଁ ଯେତିକି ଉପଯୋଗୀ ଏହାର ସେତିକି ଖରାପ ପ୍ରଭାବ ମଧ୍ୟ ରହିଛି। ଖାସ କରି ଏହି ମୋବାଇଲ ର ପ୍ରଭାବରେ ଆମ ସମାଜରେ ନାହିଁ ନଥିବା ଘଟଣା ସବୁ ଘଟୁଛି।ତେବେ ସବୁବେଳେ କୁହାଯାଉଛି କି ଛୋଟ ପିଲା ମାନଙ୍କୁ ଏହି ମୋବାଇଲ ଠାରୁ ଦୂରେଇ ରଖିବା ଆବଶ୍ୟକ କାରଣ ଏହା ତାଙ୍କର ମାନସିକତା ଉପରେ ପ୍ରଭାବ ପକାଇଥାଏ।

କିନ୍ତୁ ଏହିଭଳି ଏକ ଘଟଣା ବିଷୟରେ ଆମେ ଆପଣଙ୍କୁ ଜଣେଇବୁ ଯାହା ଜାଣିଲେ ଆପଣ ମାନେ ମଧ୍ୟ ଚକିତ ହୋଇଯିବେ। ତେବେ ପୂର୍ବରୁ ପିଲାଙ୍କ ପାଖରେ ମୋବାଇଲ ନଥିଲା ତେଣୁ ସେମାନେ ଅନ୍ୟ ପିଲାଙ୍କ ସହ ବାହାରେ ଖେଳୁଥିଲେ ଏବଂ ଉଚିତ ବୟସ ଅନୁସାରେ ସବୁ ଜିନିଷ ଜାଣିପାରୁଥିଲେ। କିନ୍ତୁ ବର୍ତ୍ତମାନ ର ପିଲାମାନେ ଜିନିଷ ଧରିବା ଜାଣିବା ଦିନ ଠାରୁ ମୋବାଇଲ ଧରିଲେଣି ।ଆଉ ସେଥିରୁ ଯାହା ଦେଖୁଛନ୍ତି ତାହା ଶିକ୍ଷା କରିଛନ୍ତି।

ତେବେ ନିକଟରେ ଜଣେ ଛୋଟ ପିଲାର ର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚାରେ ରହିଛି କିନ୍ତୁ ପିଲାଟି କଣ କହୁଛି ତାହା ଜାଣିଲେ ଆପଣଙ୍କ ମୁଣ୍ଡ ଖରାପ ହୋଇଯିବ। ତେବେ ଗୋଟିଏ କୁନି ଝିଅ ଟି ହଠାତ ତାର ମା କୁ ଆସି କହିଲା କି “ମା ମୋର ପତି କାହିଁ, ମୁଁ ମୋ ପତି/ସ୍ୱାମୀ ପାଖକୁ ଯିବି ” ଏବଂ ଏହା କହି ସେ କାନ୍ଦିବାକୁ ଲାଗିଲା।ତେବେ କୁନି ଝିଅ ର ଏ କଥା ଶୁଣି ସମସ୍ତ ଆବାକ ।ଏହି ଛୋଟ ପିଲାଟି କଣ ଏପରି କହୁଛି। ତାର ମା ଏହି କଥା ଶୁଣି ପ୍ରଥମେ ହସିଲେ ।

ଏବଂ ପରେ କୁନି ଝିଅ ଟିକୁ ବୁଝାଇ ଦେଇଥିଲେ କି,ଛୋଟ ପିଲାଙ୍କ ର ପତି ନଥାନ୍ତି। ଭଗବାନ ତାଙ୍କୁ ପରିବାର ଲୋକଙ୍କ ସହ ରହିବାକୁ ଏବଂ ଅନ୍ୟ ଛୋଟ ପିଲାଙ୍କ ସହ ମିଶି ଖେଳ କୁଦ କରିବାକୁ ବନେଇଛନ୍ତି। ତେବେ ମା ଙ୍କର ଏହି କଥା ଶୁଣି କୁନି ପୁଲଟି କାନ୍ଦ ବନ୍ଦ କରି ଖେଳିବାକୁ ଗଲା ।

ତେବେ ବନ୍ଧୁଗଣ ଏହା ହେଉଛି ଟେକ୍ନିକାଲ ତଥା ମୋବାଇଲ ର ପ୍ରଭାବ ଯାହା ଦ୍ୱାରା ପିଲାଟି ଏହିପରି କଥା କହୁଥିଲା ତେଣୁ ପିଲାଙ୍କୁ ଏହାଠାରୁ ଦୁରେଇ ରଖନ୍ତୁ ଏବଂ ତାଙ୍କୁ ପରିବେଶ ସହ ରହିବାକୁ ଦିଅନ୍ତୁ।

Leave A Reply

Your email address will not be published.