Swastik Tv News Odisha

ଦେଖନ୍ତୁ ଭିଡିଓ ଠାକୁର ଘରେ ନୂଆବୋହୂ ପୂଜା କରୁକରୁ ହଠାତ୍ ବାହାରିଲା ନାଗ ସାପ ଆଉ ତା’ପରେ ଯାହା ହେଲା ହେ ଭଗବାନ

0

ଭଗବାନ ଏହି ସଂସାର କୁ ସୃଷ୍ଟି କରିବା ବେଳେ ପ୍ରାଣୀ ମଧ୍ୟରେ କେବଳ ମଣିଷ ଜାତି କୁ ଗଠନ କରିନଥିଲେ ବରଂ ତା ସହ ପଶୁ ପକ୍ଷୀ , କୀଟ ପତଙ୍ଗ ଆଦି କୁ ସୃଷ୍ଟି କରିଥିଲେ। ତେବେ ମଣିଷ କୁ ସର୍ବଶ୍ରେଷ୍ଠ ପ୍ରାଣୀ ଭାଵରେ ଗଢ଼ିଥିଲେ ସତ କି ସେ ଏପରି ଅନେକ ପଶୁପକ୍ଷୀ ଙ୍କୁ ସୃଷ୍ଟି କରିଛନ୍ତି ଯେଉଁମାନ ଙ୍କୁ ମଣିଷ ବହୁତ ଭୟ କରିଥାଏ ।ତେବେ ଏହି ସବୁ ମଧ୍ୟରେ ଭଗବାନ ସାପ ନାମକ ଏକ ସରୀସୃପ କୁ ସୃଷ୍ଟି କରିଛନ୍ତି ଯାହାକି ଅତ୍ୟନ୍ତ ଭୟଙ୍କର ଏବଂ ବିଷଧର ମଧ୍ୟ ।ଏମିତି କି ଏମାନେ ଯାହାକୁ ଦଂଶନ କରନ୍ତି ତାଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ ।ମଣିଷ ଜାତି ଏହି ସାପ ଙ୍କୁ ବହୁତ ଭୟ ମଧ୍ୟ କରେ ।

ତେବେ ତେବେ ଆପଣ ମାନେ ତ ଜାଣିଥିବେ କି ଆମ ପୁରାଣ ଶାସ୍ତ୍ର ଅନୁସାରେ ତଥା ଆମର କିମ୍ବଦନ୍ତୀ ଅନୁସାରେ ସମସ୍ତ ଦେବା ଦେବୀ ଙ୍କର ଏକ ବାହାନ ରହିଥାଏ ।ଯିଏକି ଭଗବାନ ଶିବ ଙ୍କର ପ୍ରିୟ ହୋଇଥାଏ ତେବେ ଭଗବାନ ଶିବ ଙ୍କର ପ୍ରିୟ ହେଉଛନ୍ତି ନାଗ ସାପ ଯାହାକୁ ସେ ତାଙ୍କର ଗଳା ରେ ସର୍ବଦା ଧାରଣ କରିଥାନ୍ତି ।ତେବେ କେବେ କେବେ ଏପରି ମଧ୍ୟ କୁହାଯାଏ କି ନାଗ ସାପ ଯେଉଁ ଘରେ ଦେଖା ଦେଇଥାଏ ସେଠାରେ ଭଗବାନ ଶିବ ନିଜେ ସାପ ରୂପରେ ଯାଇଥାନ୍ତି। ତେବେ ଆମେ ଆଜି ଆପଣଂକୁ ଯେଉଁ ଘଟଣା ଟି ବିଷୟରେ ଜଣେଇବାକୁ ଯାଉଛୁ ତାହା ଏହିପରି ଏକ ଘଟଣା ଅଟେ ଯାହା ଜାଣିଲେ ଆପଣ ଚକିତ ହେବେ।

ତେବେ ସୂଚନାଯୋଗ୍ୟ ଯେ, ଗତ କାଲି ଭଦ୍ରକ ର ଏକ ପରିବାର ରେ ଗୋଟିଏ ବହୁତ ବଡ଼ ଓ ବିଷାକ୍ତ ନାଗ ସାପ ବାହାରି ଥିଲା। ତେବେ ଏହାକୁ ଦେଖି ପରିବାର ଲୋକ ମାନେ ବହୁତ ଡରିଯାଇଥିଲେ। ମାତ୍ର ଏହା ଦେଖି ସାପ ବି ମଧ୍ୟ ଭୟଭୀତ ହୋଇଯାଇଥିଲା ଏବଂ ତାଙ୍କର ଠାକୁର ଘରେ ଲୁଚିଯିବାର ଦେଖାଗଲା। ତେବେ ସେହି ଲୋକମାନେ ବ୍ୟସ୍ତ ନହୋଇ ଜଙ୍ଗଲ ବିଭାଗ କୁ ଏ ବିଷୟରେ ସୂଚନା ଦେଇଥିଲେ। ତେବେ ଜଙ୍ଗଲ ବିଭାଗ ର ସାପ ଧରାଳି ଆସି ସାପ ଟିକୁ ଉଦ୍ଧାର କରିଥିଲେ।

ତେବେ ସେହି ଜଙ୍ଗଲ ବିଭାଗର କର୍ମଚାରୀ ଜଣେ ସାପ ଟିକୁ ତ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ କିନ୍ତୁ ତା ପରେ ଯାହା ସବୁ କହିଥିଲେ ତାହା ନିହାତି ଜାଣିବା କଥା ଅଟେ ।ତେବେ ସେ କହିଥିଲେ କି କୌଣସି ବି ସାପ ହେଉନା କାହିଁକି ତାହାକୁ ଆଘାତ ନକଲେ ସେ ଆକ୍ରମଣ କରିନଥାଏ। ତେବେ ଆପଣ ମାନେ ତାଙ୍କୁ ଆଘାତ ନକରି ଆମକୁ ଜଣେଇଲେ ଆମେ ତାଙ୍କୁ ଉଦ୍ଧାର କରବୁ ।ତେବେ ଲୋକମାନ ଙ୍କର ଏହିପରି ବ୍ୟବହାର ଯୋଗୁଁ ବର୍ତ୍ତମାନ ଆମ ବିଶ୍ୱରେ କୋବ୍ରା, ଆନାକୋଣ୍ଡା ଆଜି ସାପ ଏବେ ଦେଖବାକୁ ମିଳୁନହାନ୍ତି। ଏମାନେ ବିକୁପ୍ତ ହୋଇଗଲେଣି। ତେବେ ତାଙ୍କର ଏହି କଥା ଟିକୁ ସମସ୍ତେ ପ୍ରଶଂସା କରିଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.