Swastik Tv News Odisha

ଦେଖନ୍ତୁ ଭିଡିଓ – ପୁଣିଥରେ ଭାଇରାଲ ହେଲା ମନ୍ଦିର କୁ ଯାଇ ରୋମାନ୍ସ କରୁଥିଲେ କିଛି ଲୋକ ରୋକଡିଂ କରିନେଲେ ଦେଖନ୍ତୁ ଏଭଳି ଲଜ୍ଜ୍ୟାଜନକ ଭିଡିଓ

0

ପ୍ରେମ ଏକ ପବିତ୍ର ବନ୍ଧନ । ପ୍ରେମ ଆଗରେ ବୟସ,ଧର୍ମ,ବର୍ଣ୍ଣ କିଛି ଦେଖା ହୋଇ ନଥାଏ ଆହୁରି ମଧ୍ୟ ପ୍ରେମ ଆଗରେ ଧନୀ କି ଗରିବ କିଛି ଦେଖା ଯାଇ ନଥାଏ।ପ୍ରେମ ହେଉଚି ଶାଶ୍ଵତ ।ପ୍ରେମ ଭଳି ବନ୍ଧନ କେଉଁଠି ଭି ମିଳି ନଥାଏ । ପ୍ରେମ ରେ ପଡ଼ୁଥିବା ଲୋକ ନା କେବେ ଘର ଦ୍ଵାରା ବନ୍ଧୁ ବନ୍ଧନ ଦେଖିଥାଏ ନା କୌଣସି ସମ୍ପର୍କ ଦେଖୁଥାଇ । ପ୍ରେମ ଆଗରେ ମାଆ ,ବାପା ,ଭାଇ ,ଭଉଣୀ କୁ ଭି ଲୋକେ ଭୁଲି ଯାଇଥାଏ ।

ଏମିତି କିଛି ସମ୍ପର୍କ ଥାଏ ଯେଉଁଠାରେ ପ୍ରେମ ପାଇଁ ଲୋକେ ସବୁ କିଛି ଛାଡ଼ି ଦିଅନ୍ତି।ପ୍ରେମ ଠୁ ଦୁନିଆରେ ଆଉ କୌଣସି ବଡ଼ ଶକ୍ତି ନାହିଁ।ପ୍ରେମ ପାଇଁ ପ୍ରେମିକ ଓ ପ୍ରେମିକ ଙ୍କ ମଧ୍ୟ ରେ ବହୁତ୍ ଭଲ ସମ୍ପର୍କ ରହିଥାଏ ଉଭୟ ଉଭୟ ଙ୍କୁ ଦେଖା କରିବା ପାଇଁ ବହୁତ୍ ବ୍ୟାକୁଳ ହେଉ ଥାଆନ୍ତି । ଉଭୟ ପ୍ରେମ ନିଶା ରେ ପୁରା ମଜଦୂର ହୋଇ ଥାଆନ୍ତି ।

ବେଳେବେଳେ ଏମିତି କିଛି ଘଟଣା ସବୁ ଆମେ ସମସ୍ତେ ଦେଖିବା ପାଇଁ ପାଇଥାଉ ଯେଉଁଥିରେ ପ୍ରେମ ପାଇଁ ପ୍ରେମିକ ଟେ କିଛି ଭି କରି ପାରୁଥିବା ବେଳେ ପ୍ରେମିକା ଭି ନିଜ ଜୀବନ ଦେବା ପାଇଁ ଭି ପଛାନ୍ତି ନାହିଁ । ପ୍ରେମ ଆଗରେ ସମ୍ପୂର୍ଣ ଦୁନିଆ ଟା ହିଁ ଫିକା ଦେଖା ହୋଇଥାଏ।ପ୍ରେମ ପାଇଁ ପ୍ରେମିକ ପ୍ରେମିକା ମଧ୍ୟରେ ବହୁତ୍ ଦେଖା କରିବା ର ଇଚ୍ଛା ଶକ୍ତି ରହିଥାଏ । ଉଭୟ ପ୍ରେମିକା ଓ ପ୍ରେମିକ ଉଭୟ ଙ୍କୁ ଦ୍ଦେଖା କରିବା ପାଇଁ ଖୁବ୍ ବିବ୍ରତ ହୋଇଥାନ୍ତି ଯେମିତି ସେମିତି କରି ଦେଖା କରିବେ । ଆଉ ଯଦି ଉଭୟ ଙ୍କ ପାଇଁ କୌଣସି ଏକ ସ୍ଥାନ ରେ ଫାଙ୍କା ଜାଗା ଗୋଟେ ମିଳି ଯାଏ ବା ନିରଳା ସ୍ଥାନ ଗୋଟେ ମିଳି ଯାଇଥାଏ ସେମାନେ ଖୁବ୍ ଖୁସି ହୋଇ ଯାଇଥାନ୍ତି ।

କେବଳ ଏତିକି ନୁହଁ ପ୍ରେମିକ ଓ ପ୍ରେମିକା ପ୍ରେମ କରୁଥିବା ସମୟରେ ଉଭୟ ଙ୍କୁ ସବୁ କିଛି ଅନ୍ଧାର ଲାଗିଥାଏ ସେମାନେ କଣ କରିବେ କି କଣ କରୁଛନ୍ତି ତାହା ଜାଣି ପାରି ନ ଥାଆନ୍ତି । ଆଜି ଆମ ମାନଙ୍କ ପାଖରେ ଠିକ୍ ସେହି ପରି ଏକ ଅଜବ ଘଟଣା ଆସି ପହଁଚିଛି ଯାହା ଦେଖିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ । ଗୋଟିଏ ସ୍ଥାନ ରେ ଗୋଟିଏ ପ୍ରେମିକ ଓ ପ୍ରେମିକା ଏକ ଶିବ ମନ୍ଦିର ଭିତରେ ଫାଙ୍କା ପାଇ ତା ଭିତରେ ପଶି କିଛି ଖରାପ କାର୍ଯ୍ୟ କରୁଥିବାର ନଜର କୁ ଆସିଥିଲେ ଠିକ୍ ସେହି ସମୟରେ ଜଣେ ବ୍ୟକ୍ତି ଦେଖି ଦେଇଥିବାରୁ ସେମାନେ ଖସି ଯିବା ପାଇଁ ଚେଷ୍ଟା କରିଥିଲେ ।

ତା ପରେ ପରେ ସେ ଲୋକ ଜଣକ ମଧ୍ୟ ତାଙ୍କୁ ଧରିବା ପାଇଁ ପ୍ରୟାସ କରିଥିଲେ ହେଲେ ସେତେବେଳକୁ ସେମାନେ ସମ୍ପୂର୍ଣ ରୂପେ ପଳେଇ ଯାଇଥିଲେ । ହେଲେ ଏହି ଭଳି କିଛି ଅସାମାଜିକ ଘଟଣା ସମାଜ ଉପରେ ଓ ତା ସହିତ ଛୋଟ ଛୋଟ ପିଲା ଙ୍କ ଉପରେ କେତେ ପରିମାଣ ରେ ପ୍ରଭାବ ପକାଉଛି ତାହା ଭାବି ଦେଖନ୍ତୁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.