Swastik Tv News Odisha

ଦେଖନ୍ତୁ ଭିଡିଓ : ବ୍ରିଜ ଉପରେ କପଲ କରୁଥିଲେ କିସ୍ ଓ ରୋମାନ୍ସ କିଛି ଲୋକ ଭିଡିଓ କରି ସୋସିଆଲ ମିଡ଼ିଆ ରେ Upload କରିଲେ

0

ବର୍ତ୍ତମାନ ଆମେ ଏକ ଅତ୍ୟାଧୁନିକ ସମାଜରେ ବସବାସ କରୁଛୁ । ତେବେ ଯଦି ଏହି ଅତ୍ୟାଧୁନିକ ଯୁଗ ରେ କିଛି ଯଦି ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ରହିଛି ତାହା ହେଉଛି ବର୍ତ୍ତମାନର ପ୍ରେମ । ତେବେ ଏବେର ପ୍ରେମ ଏକ ପ୍ରକାରର ସାମାଜିକ ରୋଗ ପରି ବ୍ୟାପୀ ରହିଛି ଯାହାର କି କୌଣସି ସୀମା ମଧ୍ୟ ଆପଣ ନିଧାରଣ କରିପାରିବେ ନାହିଁ ।

ତେବେ କିନ୍ତୁ ପ୍ରେମ ରେ ପାଗଳ ହୋଇ ଲୋକମାନେ କିଛି ଏପରି କରିବସିଥାନ୍ତି ଯାହା ପାଇଁ ତାଙ୍କୁ ନିଜର ଜୀବନ ଦେବାକୁ ପଡିଥାଏ।
ତେବେ ବର୍ତ୍ତମାନ ଯଦି ଆମେ ଆମ ଭାରତ ସହ ଅନ୍ୟ ଦେଶ ର ତୁଳନା କରିବା ତେବେ ଆପଣ ଜାଣିପାରିବେ କି ଭାରତରେ ଲୋକମାନ ଙ୍କୁ ଖୋଲାମ ଖୋଲା ରୋମାନ୍ସ କରିବା, ପରସ୍ପର କୁ କିସ କରିବା କିମ୍ବା ଆଲିଙ୍ଗନ କରିବା ଭଳି କାର୍ଯ୍ୟ ଆଲାଉ ନୁହେଁ କିନ୍ତୁ ଅନ୍ୟ ଦେଶରେ ତଥା ଆମେରିକା,

ଚାଇନା ଆଦି ଦେଶରେ ଏହା ସାଧାରଣ ଅଟେ। ତେବେ କିନ୍ତୁ ଆମେ ଆପଣଂକୁ ଏମିତି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣଙ୍କ ଛାତି ଥରି ଉଠିବ ଏବଂ ଆପଣ ବିସ୍ମିତ ହୋଇଯିବେ, ଯାହାକି ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି।

ତେବେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିବା ଏହି ଭିଡ଼ିଓ ଟିରୁ ଜଣାପଡିଛି ଯେ,ଏକ ପ୍ରେମୀ ଯୁଗଳ ରାସ୍ତା ଉପରେ ଥିବା ଏକ ପୋଲ ଉପରେ ପରସ୍ପର କୁ ଲିପ କିସ କରୁଥିବା ସମୟରେ ପ୍ରାୟ ୫୦ ଫୁଟ ତଳକୁ ପଡିଯାଇଥିଲେ ଏବଂ ଦୁହେଁ ମୃତ୍ୟୁ ବରଣ ମଧ୍ୟ କରିଛନ୍ତି।ତେବେ ଏହି ଘଟଣା ଟି ଦେଖିବାକୁ ମିଳିଥିଲା ଉତ୍ତର ଆମେରିକା ର ରାଜଧାନୀ ପେରୁ ଠାରେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ ।

ସୂଚନାଯୋଗ୍ୟ ଯେ, ସାଉଥ ଆମେରିକା ର ରାଜଧାନୀ ପେରୁ ଥରେ ଜଣେ ଯୁବକ ମେବେଥ ଏସପିନୋଜ଼ ଓ ତାଙ୍କର ପ୍ରେମିକା ହେକ୍ଟର ଗତ କାଲି ରାତିରେ ଏକ କ୍ଳବ ରୁ ଫେରି ସେଠାରେ ଅବସ୍ଥିତ ଥିବା ଏକ ପୋଲ ଉପରେ ପରସ୍ପର କି କିସ କରୁଥିଲେ। ତେବେ ଏହି ସମୟରେ ମେବେଥ ତଳେ ଛିଡା ହୋଇଥିଲେ ଏବଂ ହେକ୍ଟର ପୋଲ ର ରିଙ୍ଗ ଉପରେ ବସିଥିଲେ ।ତେବେ ପରସ୍ପର କୁ କିସ କରୁଥିବା ସମୟରେ ଭାରସାମ୍ୟ ହରାଇ ଦୁହେଁ ତଳେ ପଡି ଯାଇଥିଲେ।

ତେବେ ସେମାନେ ପ୍ରାୟ ପୋଲ ଠାରୁ ୫୦ ଫୁଟ ତଳେ ଥିବା ଅନ୍ୟ ଏକ ରୋଡ଼ ରେ ପଡିଥିଲେ। ଯେଉଁ ଠାରେ ମହିଳା ଙ୍କର ସ୍ପଟ ଡେଥ ହୋଇଥିବା ବେଳେ ଯୁବକ ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ତେବେ ପରେ ତଦନ୍ତ ରୁ ଜଣା ପଡିଛି ଯେ, ସାଉଥ ଆମେରିକା ରେ ଥିବା ଏକ ପର୍ଯ୍ୟଟନ ସ୍ଥଳୀ ରେ ଦୁହେଁ ସିକୁରୀଟି ଗାର୍ଡ ଭାବରେ କାର୍ଯ୍ୟ କରୁଥିଲେ। କିନ୍ତୁ ଟିକିଏ ଅସାବଧାନତା ପାଇଁ ଦୁହେଁ ମୃତ୍ୟୁ ବରଣ କରିଛନ୍ତି। ତେବେ ଘଟଣା ଟି ସୋସିଆଲ ମିଡ଼ିଆ ରେ ନିଆଁ ପରି ଭଉରଲ ହେବାରେ ଲାଗିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.