Swastik Tv News Odisha

ଦେଖନ୍ତୁ ଭିଡିଓ – ସୋସିଆଲ ମିଡିଆ ଆଗରେ ସବୁକିଛି କଥା ର ପର୍ଦାଫାର୍ସ କରିଲେ ନବ ବିବାହିତା ଜାଙ୍କଲିନ ଓ ଅରବିନ୍ଦ

0

ବନ୍ଧୁଗଣ ଆମେ ଆମର ବ୍ୟସ୍ତ ଜୀଵନ ରୁ ଟିକିଏ ଫାଙ୍କା ପାଇଲେ ଟିଭି ରେ ଫିଲ୍ମ ଏବଂ ସିରିଏଲ ଦେଖିଥାଉ ।କାରଣ ଆମେ ଏହି କଳାକାର ମାନଙ୍କ ଠାରୁ କେବଳ ଅଭିନୟ ଦେଖି ମଜା କରିବାକୁ ନୁହେଁ ବରଂ ସେମାନ ଙ୍କର ଅଭିନୟ ଦ୍ବାରା ବହୁତ କିଛି ଜାଣିବା ପାଇଁ ।ସାଧାରଣ ଭାବରେ କହିବାକୁ ଗଲେ ଆମେ ଗୋଟିଏ ଜିନିଷ କୁ ଶୁଣିଲେ ଯେତେ ଶୀଘ୍ର କାର୍ଯ୍ୟକାରୀ କରିଥାଉ ତା ଠାରୁ ବହୁତ ଶୀଘ୍ର ତାକୁ ଦେଖିଲେ ଆମର ମନେ ରହିଥାଏ ଏବଂ ତାହାକୁ କାର୍ଯ୍ୟକାରୀ ମଧ୍ୟ କରିଥାଉ ।

ଏହାଛଡା ଅଭିନେତା ଏବଂ ଅଭିନେତ୍ରୀ ମାନେ ନିଜର ଅଭିନୟ ଦୁନିଆଁ ଠାରୁ ଟିକେ ଦୁରେଇ ଯାଇ ଲୋକମାନ ଙ୍କୁ ବହୁତ ଭଲ ଭଲ କଥା କହିଥାନ୍ତି । ସୋସିଆଲ ମିଡ଼ିଆ ସାହାଯ୍ୟ ରେ ସେମାନେ ଆମକୁ ସଚେତନ କରିଥାନ୍ତି ।

ସେହିପରି ଏକ ଭିଡ଼ିଓ ବିଷୟରେ ତଥା ଅଭିନେତା ଏବଂ ଅଭିନେତ୍ରୀ ଙ୍କ ବିଷୟରେ ଆମେ ଆଜି ଆପଣଂକୁ ଜଣେଇବୁ। ଯେଉଁ ମାନେ କି ମହିଳା ମାନଙ୍କ ର ମାସିକ ଋତୁସ୍ରାବ ବା ପିରିୟଡ୍ସ ସମୟରେ ଆମ ସମାଜରେ ପାଳନ କରାଯାଉଥିବା କେତେକ ନିୟମ ବିଷୟରେ ଜଣେଇଛନ୍ତି ଏବଂ ତାହାକୁ ନିନ୍ଦା ମଧ୍ୟ କରିଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ଯୋଡି ଏବଂ ତାଙ୍କର ବାର୍ତା ବିଷୟରେ ।

ତେବେ ବନ୍ଧୁଗଣ, ଆପଣ ମାନେ ଓଡ଼ିଆ ଧାରାବାହିକ ସିରିଏଲ ର ଅଭିନେତା ଅରିଂଦମ ଏବଂ ଅଭିନେତ୍ରୀ ଜାକଲିଂନ ଙ୍କୁ ଜାଣିଥିବେ ନିଶ୍ଚିତ ।ତେବେ ନିକଟରେ ଦୁହେଁ ବିବାହ ବନ୍ଧନ ରେ ସାତ ଜନ୍ମ ପାଇଁ ବାନ୍ଧିହୋଇଛନ୍ତି ।ଯାହାର ଫୋଟ ଏବଂ ଭିଡ଼ିଓ ସୋସିଆଲ ମିଡିଆ ରେ ବେଶ ଚର୍ଚ୍ଚା ରେ ରହିଛି ।

ତେବେ ନିକଟରେ ଦୁହେଁ ସୋସିଆଲ ମିଡ଼ିଆ ରେ ଏକ ଭିଡ଼ିଓ ଲୋକମାନ ଙ୍କ ଉଦେଶ୍ୟ ରେ ସେୟାର କରିଛନ୍ତି। ତେବେ ଭିଡ଼ିଓ ରେ ସେମାନେ ଆମର ପୁରାତନ ସାମାଜିକ ନୀତି ନିୟମ ଏବଂ ଏହାର ପ୍ରଭାବ ବର୍ତ୍ତମାନ ସମାଜ ଉପରେ କଣ ରହିଛି ତା ବିଷୟରେ କହିଛନ୍ତି। ତେବେ ଆସନ୍ତୁ ଜାଣିବା କଣ କୁହୁଛନ୍ତି ଏହି ଯୋଡି ।

ତେବେ ସେମାନେ ପ୍ରଥମେ ମହିଳା ମାନଙ୍କ ର ପିରିୟଡ୍ସ କୁ ନେଇ ଆଲୋଚନା କରିଥିଲେ।ଆମେ ଜାଣିଚୁ ଯେ ପ୍ରାକୃତିକ ଉପାୟରେ ଜଣେ ଝିଅ ଟିର ଏକ ନିର୍ଦ୍ଦିଷ୍ଟ ସମୟ ରେ ପିରିୟଡ୍ସ ହୋଇଥାଏ ଯାହାକି ତାଙ୍କର ପ୍ରଜନନ କ୍ଷମତା କୁ ସୁଚାଇଥାଏ।କିନ୍ତୁ ଆମ ସମାଜରେ ମହିଳା ମାନଙ୍କର ପିରିୟଡ୍ସ ହେବା ବେଳେ ତାଙ୍କୁ ବହୁତ କଥା ବାରଣ କରାଯାଇଥାଏ ,ଯେପରି କି ମନ୍ଦିର କୁ କିମ୍ବା ଠାକୁର ଘରେ ପ୍ରବେଶ କରିବାକୁ ।

ତେବେ ଅରିଂଦମ ଓ ଜାଙ୍କଲିନ ଙ୍କର କହିବା ଅନୁସାରେ ଏହା ଏକ ଖରାପ ନିୟମ ଅଟେ ।ଏହା ଭଗବାନ ପ୍ରାକୃତିକ ଉପାୟରେ ଝିଅ ମାନଙ୍କ ର ଶରୀରରେ ଦେଇଛନ୍ତି ।ତେଣୁ ଏହି ସମୟରେ ତାଙ୍କୁ ଏପରି ସାମାଜିକ କଟକଣା ନକରି ଉଚିତ ।ତା ସହ ସେମାନେ ଏକଥା ମଧ୍ୟ କହିଛନ୍ତି ଯେ ଏହି ସବୁ କୁପ୍ରଥା ଧୀରେ ଧୀରେ ସମାଜରୁ ଉଠିଯିବ ।ଆମର ଶିକ୍ଷିତ ଯୁବପିଢ଼ି ଏହା ବିରୋଧ ରେ ତେଣୁ ଏହିସବୁ ବହୁତ ଶୀଘ୍ର ବନ୍ଦ ହୋଇଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.