Swastik Tv News Odisha

ଦେଖନ୍ତୁ ଭିଡିଓ – Ollywood ସିଙ୍ଗର (Humane Sagar) ଙ୍କ ଝିଅ ପ୍ରଥମ ଥର ପାଇଁ ଗାଇଲେ ଏଭଳି ଗୀତ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

0

କୁନି ପିଲା ମାନଙ୍କ ମୁହଁରୁ ଗୀତ ଶୁଣିବା ପାଇଁ ବହୁତ୍ ଭଲ ଲାଗିଥାଏ। ସେମାନଙ୍କ କଣ୍ଠରେ ରହିଥାଏ ଏକ ଭିନ୍ନ ସ୍ୱରର ଯାଦୁ ଯାହା ବହୁତ୍ ମଧୁର ହୋଇଥାଏ। ସେହିପରି ଏବେ ଜଣେ କୁନି ପିଲାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।ସେ ଏହି ଭିଡିଓ ରେ ଏକ ସୁନ୍ଦର ଗୀତ ଗାଇବାକୁ ଚେଷ୍ଟା କରୁ ଥିବାର ଦେଖିବାକୁ ମିଳିଛି। ବହୁତ୍ ସୁନ୍ଦର ଭାବରେ କୁନି ସ୍ଵରରେ ସେ ଏହି ଗୀତକୁ ଗାଇଛନ୍ତି।ଏହି କୁନି ବାଳକ ଜଣଙ୍କ ହେଉଛନ୍ତି ଓଡ଼ିଶାର ଲୋକପ୍ରିୟ, ଜଣାଶୁଣା ସଙ୍ଗୀତକାର ହ୍ୟୁମାନ ସାଗର ଙ୍କ ଝିଅ। ଆପଣ ତ ଜାଣିଛନ୍ତି ବର୍ତ୍ତମାନ ର ଯୁବପିଢି ହ୍ୟୁମାନ ସାଗର ଙ୍କ ଗୀତକୁ, ତାଙ୍କର ସ୍ୱରକୁ କେତେ ପ୍ରଶଂସା କରୁଛନ୍ତି ଏବଂ ତାଙ୍କ ଗୀତକୁ କେତେ ଭଲ ପାଉଛନ୍ତି।

ଅନେକ ସୁନ୍ଦର୍ ସୁନ୍ଦର୍ ମନକୁ ଛୁଇଁଲା ଭଳି ଗୀତ ସେ ଓଡ଼ିଆ ଆଲବମ୍ ଏବଂ ଫିଲ୍ମ୍ ଇଣ୍ଡଷ୍ଟ୍ରି କୁ ଦେଇ ସାରିଲେଣି। ତାଙ୍କର ସ୍ଵରରେ ରହିଥାଏ ଏକ ଭିନ୍ନ ଆକର୍ଷଣ ଏବଂ ଚମକ। ତେବେ ଏହି ତାଙ୍କର କୁନି ପୁଅର ଗୀତ ଗାଉଥିବାର ଭିଡିଓ ସୋସିଆଲ ମିଡିଆରେ ଲୋକଙ୍କ ଦ୍ୱାରା ବେଶ୍ ଆଦୃତ ହେବାରେ ଲାଗିଛି। ଯାହାକୁ ଯିଏବି ଦେଖୁଛି ସେ ଖୁସି ହୋଇ ଯାଉଛି। କାରଣ କୁନି ପିଲା ମାନଙ୍କ ମୁହଁରୁ ସବୁ କିଛି ଶୁଣିବାକୁ ବହୁତ୍ ଭଲ ଲାଗିଥାଏ। ସେହିଭଳି ଏହି ଭିଡିଓ କୁ ଦେଖି ସମସ୍ତେ ଏହାକୁ ପ୍ରଶଂସା କରିବାକୁ ଲାଗୁଛନ୍ତି ଏବଂ ପସନ୍ଦ କରୁଛନ୍ତି।ଏହି କୁନି ବାଳକ ଜଣଙ୍କ ଏକ ସୁନ୍ଦର୍ ମନଛୁଆଁ ଗୀତ ତାଙ୍କ ବାପାଙ୍କ ସହ ଗାଉଛନ୍ତି।

ତେବେ କୁନି ବାଳକ ଜଣଙ୍କ ଏହି ଗୀତକୁ ଏତେ ପ୍ରେମର ସହ ଭାବର ସହ ଗାଉ ଛନ୍ତି ଯେ ତାକୁ ଶୁଣି ଆପଣ ବି ଖୁସି ହୋଇଯିବେ। ଏମିତି ରେ ବି ଆପଣ ମାନେ ଜାଣିଛନ୍ତି ଛୋଟ ପିଲା ମାନେ ହେଉଛନ୍ତି ଦୁନିଆର ଏକ ସୁନ୍ଦର୍ ସୃଷ୍ଟି। ସେମାନଙ୍କ ପ୍ରତ୍ୟେକ ଟି କଥା ଏବଂ ଭାବନା ବାସ୍ତବରେ ଆକର୍ଷଣୀୟ ଏବଂ ହୃଦୟକୁ ଛୁଇଁଲା ଭଳି ହୋଇଥାଏ। ତେବେ ବେଳେବେଳେ ଆପଣ ଛୋଟ ପିଲା ମାନଙ୍କ ସୃଜନଶୀଳତା, ସେମାନଙ୍କ କଥାବାର୍ତା ଏବଂ ଚିନ୍ତାଧାରା ଜାଣି, ଏହାକୁ ଭାବି ଆଶ୍ଚର୍ଯ୍ୟ ହେଉଥିବେ ଯେ ସେମାନେ କିପରି ଭାବରେ ଏସବୁ କଥା ମନକୁ ଆଣିଥାନ୍ତି।

ସେମାନେ କେଉଁ କାରଣ ଭିତ୍ତିରେ ଏସବୁ କଥାକୁ ଚିନ୍ତା କରିଥାନ୍ତି।ସେମାନେ ଅନେକ କଥାକୁ ଶୁଣି ମନେ ରଖି ଥାଆନ୍ତି।ଆଉ ବେଳେ ବେଳେ ସେମାନେ ଅଜିବ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି। ଆମେ ସେମାନଙ୍କ କଥାକୁ ଶୁଣି ବହୁତ୍ ଖୁସି ମଧ୍ୟ ହୋଇ ଥାଉ।ତେବେ ଅନେକ ସମୟରେ ସେମାନଙ୍କ କଥା ଆମକୁ ତାଯୁବ ମଧ୍ୟ କରିଥାଏ। ତେବେ କୁନି ପିଲା ମାନଙ୍କ ସ୍ୱର ଶୁଣିବାକୁ ଯେମିତି ଭଲ ଲାଗେ ତାକୁ ଅନୁଭଵ କଲେ ମଧ୍ୟ ସେତିକି ଖୁସି ଲାଗିଥାଏ। ଯେମିତି ଏହି ଭିଡ଼ିଓରେ ଏହି କୁନି ବାଳକ ସମସ୍ତଂକ ମନକୁ ଛୁଇଁବା ଭଳି ଗୀତ ଗାଇ ସମସ୍ତଂକ ମନକୁ କିଣି ନେଇଛନ୍ତି।ଆପଣବି ଥରେ ଏହି ବାଳକର ଗୀତକୁ ଶୁଣନ୍ତୁ ଏବଂ ଏହାର ଭାବକୁ ଅନୁଭଵ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.