Swastik Tv News Odisha

ଦେଖନ୍ତୁ ଭିନ୍ନ ଭିନ୍ନ ଜୀବ ମାନଙ୍କ ସହିତ ସାପ ( Snakes ) ର ସାଙ୍ଘାତିକ ଲଢେର ଏହି ଭୟଙ୍କର ଗର୍ଜନ କରିବାର ଦୃଶ୍ୟ….ଦେଖନ୍ତୁ ଭିଡ଼ିଓ

0

କହିବାକୁ ଗଲେ ଅନ୍ଯ ଭୟଙ୍କର ଜୀବ ଜନ୍ତୁ ମାନଙ୍କ ଭଳି ସାପ ମଧ୍ୟ ଏକ ଏମିତି ଜୀବ ଯାହାର ନାମ ଶୁଣିଲେ ଡର ଲାଗିବା ସ୍ବାଭାବିକ। ତେଣୁ ନିଶ୍ଚିତ ଭାବରେ ଆପଣ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ପାଇଥିବେ ସୋସିଆଲ ମିଡିଆରେ। ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ। ଅନେକ ସମୟରେ ଆପଣ ବିଷଧର ସାପ ସବୁ ଉଦ୍ଧାର ହେଉଥିବାର ଭିଡିଓ ଦେଖିବାକୁ ପାଉଥିବେ।ସାପ ଏକ ଏମିତି ଜୀବ ଅଟେ ଯାହାକୁ ମଣିଷ ବହୁତ୍ ଭୟ କରିଥାଏ।ସାପ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ।

ଯଦି ଆପଣ ଅଚାନକ ସାପ ଟିଏ ଦେଖିଲେ ତେବେ ଭୟଭୀତ ହୋଇ ଯାଉଥିବେ। କାରଣ ସ୍ୱାଭାବିକ ଭାବରେ ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ। କିଛି ଏମିତି ସାପ ରହିଛନ୍ତି ସେମାନେ ବଡ ବଡ ଜୀବକୁ ବି ସେମାନଙ୍କର ଶିକାର ବେଳେବେଳେ ବନାଇ ଦିଅନ୍ତି। ତେବେ ଏବେ ଆମ ସମ୍ମୁଖକୁ ଆସିଛି ଏମିତି ଏକ ଭିଡିଓ ଯାହା ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ।ସମୟକ୍ରମେ ଆପଣ କିଛି ଏପରି ଘଟଣା ମାନ ଦେଖିବାକୁ ପାଉଥିବେ ଯାହା ଆପଣଙ୍କୁ ଆଶ୍ଚର୍ୟ୍ଯ ଲାଗିବା ସହିତ ଏକ ଭୟ ସୃଷ୍ଟି କରିଥାଏ।

ତାହା ଏମିତି ହୋଇଥାଏ ଯେ ଆମେ ତାକୁ ଦେଖୁ ତ ନିଶ୍ଚିତ କିନ୍ତୁ ଭାବିଲେ ବହୁତ୍ ଡର ଲାଗିଥାଏ।ସେହିପରି ସାପ ଏବଂ ନେଉଳ ର ଲଢେ଼ଇ ତ ଆପଣ ମାନେ ନିଶ୍ଚିତ ଦେଖିଥିବେ।କାରଣ ହଠାତ୍ ଅଜାଣତରେ ଅଚାନକ ଭାବରେ କିପରି ଏମାନଙ୍କ ଭିତରେ ଲଢେ଼ଇ ଚାଲିଥାଏ ତାହା ସମସ୍ତଙ୍କୁ ଜଣା। ଏହାର ଅନେକ ଦୃଶ୍ୟ ଆପଣ ଦେଖିଥିବେ। ତେବେ ସେହିପରି ଏବେ ସେୟାର ହେବାରେ ଲାଗିଛି ଏକ ଭୟଙ୍କର ଘଟଣାର ଭାଇରାଲ ଭିଡ଼ିଓ। ଯାହାକୁ ଯିଏ ବି ଦେଖୁଛି ସେ ଭୟଭୀତ ହୋଇ ଯାଉଛି। ଏଠାରେ ଏହି ଭିଡିଓ ରେ ସାପ କିପରି ଭାବରେ ଅନ୍ଯ ସବୁ ଜୀବ ସହିତ ଲଢେ଼ଇ କରୁଛି ତାହା ଥରେ ଦେଖନ୍ତୁ।

ଅନେକ ଜାତିର ନେଉଳ ସହିତ ସାପ ଲଢେଇ କରିବା ସହିତ କେତେବେଳେ ନିଜେ ଆଘାତ ପାଉଛି ତ ପୁଣି କେତେବେଳେ ସେମାନଂକୁ ଆଘାତ କରୁଛି।ତେବେ ଭିନ୍ନ ଭିନ୍ନ ୧୫ ଟି ଜୀବ ସହିତ ସାପ ଯେଉଁ ଭଳି ଭାବରେ ଲଢେ଼ଇ କରୁଛି ଏବଂ ଆକ୍ରମଣ କରୁଛି ତାହା ଦେଖିଲେ ଆପଣ ଅବାକ୍ ହୋଇଯିବେ। ଭିନ୍ନ ଜାତିର ନେଉଳ, କୁକୁଡ଼ା, ଠେକୁଆ, ଭାଲୁ ଆଦି ଭିନ୍ନ ଅନେକ ଜୀବ ସହିତ ସାପ କିପରି ଲଢେ଼ଇ କରୁଛି ଏବଂ ଅନେକ କ୍ଷେତ୍ରରେ ସେମାନଙ୍କ ଦ୍ୱାରା ଶିକାର ମଧ୍ୟ ହେଉଛି ତାର ଦୃଶ୍ୟ ଆପଣ ଏଠାରେ ଦେଖିବାକୁ ପାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.