Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ଏମିତି ବୋହୂ କାହାର ନଥାଉ ! ଟିକିଏ ଛୋଟିଆ ଭୁଲ ପାଇଁ ଶାଶୁକୁ ଗୋଇଁଠା ମାରି ଦରମାରା କଲା ବୋହୂ, 2 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

0

ସମାଜରେ ପ୍ରତିଦିନ କିଛି ନା କିଛି ଅଘଟଣ ନିଶ୍ଚୟ ଘଟୁଛି , ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରାଉଛି । ବିଶେଷ କରି ବର୍ତ୍ତମାନ ସମୟରେ ପାରିବାରିକ କଳହ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । କୌଣସି କାରଣ ବଶତଃ ପରିବାର ସଦସ୍ୟଙ୍କ ମଧ୍ୟରେ ବିଭ୍ରାଟ କଳି ଝଗଡା ହେଉଛି , ଛୋଟ ଛୋ଼ଟ କଥାକୁ ନେଇ ମାରପିଟ୍ ଗଣ୍ଡଗୋଳ କରୁଛନ୍ତି । ଏମିତି ମଧ୍ୟ କିଛି ବ୍ୟକ୍ତି ରହିଛନ୍ତି , ଯେଉଁମାନେ କୌଣସି କଥା ନବୁଝି ଅପ୍ରିତୀକର ପରିସ୍ଥିତି ସୃଷ୍ଟି କରିଥାନ୍ତି । ତେବେ ବର୍ତ୍ତମାନ ସେମିତି ଏକ ଘଟଣା ସାମ୍ନାକୁ ଆସିଛି , ଯାହା ଆପଣ ମାନେ ଶୁଣିବା ମାତ୍ରକେ ନନ୍ଦିତ ଅନୁଭବ କରିବେ ।

ଆଜିର ଦିନରେ ଏମିତି ବି ଲୋକ ଥାଆନ୍ତି , ଭାବିବାକୁ ବାଧ୍ୟ ହେବେ , ତେବେ ଘଟଣାଟି ହେଉଛି ଜଣେ ବୋହୂ ତାର ଶାଶୁ କୁ ମାରି ଦରମଲା କରି ଦେଇଥିବର ଦେଖିବାକୁ ମିଳିଛି । ଯାହା ଗୋଟିଏ ଶିକ୍ଷିତ ସମାଜ ପାଇଁ ଅତ୍ୟନ୍ତ ନିନ୍ଦନୀୟ ଅଟେ । ଏମିତି ବି ଲୋକ ରହିଛନ୍ତି , ଯେଉଁ ମାନଙ୍କର ହୃଦୟ ବୋଲି ଜିନିଷ ତାଙ୍କ ପାଖରେ ନାହିଁ । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ତେବେ ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ବରପାଲି ପଡା ଅଞ୍ଚଳରେ । ସୂଚନା ଅନୁସାରେ ସେହି ଗାଁରେ ଶାଶୁ ଓ ବୋହୂ ଏକାଠି ରହୁଥିଲେ , ଶାଶୂ ଙ୍କର ସ୍ୱାମୀ ଓ ପୁଅ ମୃତ୍ୟୁ ପରେ ଶାଶୂ ସର୍ବଦା ନିଜକୁ ଏକୁଟିଆ ମନେ କରନ୍ତି । ବୋହୂ ଶାଶୂ କୁ ଆଦୌ ଭଲ ପାଏ ନାହିଁ ବୃଦ୍ଧ ମାଉସୀଙ୍କ ପୁଅ ଓ ସ୍ୱାମୀଙ୍କର ମୃତ୍ୟୁ ପରେ ବୋହୂ ସର୍ବଦା ଶାଶୂକୁ ମାଡ ମାରି ଦରମଲା କରିଦେଇଥିଲା । ଏମିତି ବୋହୂ ଶାଶୂକୁ ଦିମୁଠା ଖାଇବା ପାଇଁ ମଧ୍ୟ ଦିଏ ନାହିଁ , ଭୋକ ଉପାସରେ ବୃଦ୍ଧ ଶାଶୂ ଦିନ ବିତାଉଛି । ପୁଅ ଓ ସ୍ୱାମୀଙ୍କର ମୃତ୍ୟୁ ପରେ ବୋହୂ ନିଜକୁ ଘରର ମାଲିକିଆଣି ଭାବିନେଇଛି ।

ବୋହୂ ଶାଶୂ କୁ ମାଡ ମାରି ଘରୁ ବାହର କରିଦେଇଛି , ଏମିତି କି ତାଙ୍କୁ ଘରେ ମଧ୍ୟ ପୂରେଇବା ପାଇଁ ଦଉ ନାହିଁ । କିଛି ଉପାନ ନପାଇଁ ଶାଶୂ ଘରୁ ବାହାରି ଆସି ନିଜ ଝିଅ ଘରେ ରହୁଛି । ବର୍ତ୍ତମାନ ଏହି ଘଟଣାଟି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । ଏ ସମ୍ପର୍କରେ ବୃଦ୍ଧ ଶାଶୂ ଥାନାରେ ଆଭିଯୋଗ କରିଥିଲେ ମଧ୍ୟ ପୋଲିସ ଏହାର କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ । ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଏହାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିିଛି ଏବଂ ଖୁବ୍ ଶୀଘ୍ର ପ୍ରକୃତ ଦୋଷୀକୁ ଉଚିତ୍ ଦଣ୍ଡ ମିଳୁ ବୋଲି ଲୋକମାନେ ପ୍ରତିକ୍ରିୟା ରଖିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.