Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ଘର ପଛ ପଟେ ୧୩ ଫୁଟ ଲମ୍ବର King Cobra ସୋସିଆଲ ମିଡିଆରେ ନିଆଁଭଳି Viral ହେବାରେ ଲାଗିଛି…ନ ଦେଖିଲେ ଆପଣ ବିଶ୍ୱାସ କରି ପାରିବେନି….

0

ଆପଣ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ପାଇଥିବେ ସୋସିଆଲ ମିଡିଆରେ। ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ। ଅନେକ ସମୟରେ ଆପଣ ବିଷଧର ସାପ ସବୁ ଉଦ୍ଧାର ହେଉଥିବାର ଭିଡିଓ ଦେଖିବାକୁ ପାଉଥିବେ।ସାପ ଏକ ଏମିତି ଜୀବ ଅଟେ ଯାହାକୁ ମଣିଷ ବହୁତ୍ ଭୟ କରିଥାଏ।ସାପ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ। ତେବେ ସ୍ୱାଭାବିକ ଭାବରେ ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ।

ତେବେ ଆପଣ ତ ଜାଣିଛନ୍ତି ଦୁନିଆରେ ସାପର ବହୁତ ପ୍ରକାର ପ୍ରଜାତି ରହିଛି, ଯେଉଁଥିରେ କିଛି ବହୁତ ଖତରନାକ ଥିବାବେଳେ ଆଉ କିଛି ବହୁତ ବିଶାକ୍ତ ମଧ୍ୟ ଅଛି।ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ।ଅନେକ ସାପ ଖାଦ୍ୟ ସନ୍ଧାନରେ ଘର ଭିତରକୁ ପଶି ଆସି ଥାଆନ୍ତି ଏବଂ ସେମାନଂକୁ ଧରିବା ପାଇଁ ସାପ ଧରାଳି ମାନେ ଆବଶ୍ୟକ ହୋଇ ଥାଆନ୍ତି। ତେବେ ଆମେ ଅଜି ଆପଣଙ୍କୁ ଏମିତି ଏକ ଘଟଣା ବିସୟରେ କହିବାକୁ ଯାଉଛୁ ଯାହାକୁ ଜାଣିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ୟ୍ଯ ହୋଇଯିବେ। କାରଣ ଏଠାରେ ଘଟିଛି ଏକ ଭିନ୍ନ ଘଟଣା।ଏହି ଭିଡିଓ ରେ ଦେଖିବାକୁ ମିଳିଛି ଏକ ବିଶାଳ ଭିନ୍ନ ଧରଣର ବିଷଧର ନାଗ ସାପ।

ଏକ ବଡ ଗଛରେ ଏହି ବିଶାଳ ନାଗ ସାପଟି ରହିଥିଲା। ଯେଉଁପାଇଁ ସ୍ଥାନୀୟ ଅଞ୍ଚଳର ଲୋକେ ବହୁତ୍ ଭୟଭୀତ ଅବସ୍ଥାରେ ରହୁଥିଲେ। ତେବେ ତାକୁ ବାଉଁଶ ସାହାଯ୍ୟରେ ତଳକୁ ଖସାଇବା ପରେ ତାଲିମ୍ ପ୍ରାପ୍ତ ସାପ ଧରାଳି ତାକୁ ଧରିବା ପାଇଁ ପ୍ରୟାସ କରୁଛନ୍ତି ଏବଂ ପରେ ଏହାକୁ ଧରି ଫାଙ୍କା ସ୍ଥାନକୁ ଆଣୁଛନ୍ତି। ତେବେ ଏହି ସାପଟି ୧୨ ରୁ ୧୩ ମିଟର ଲମ୍ବର ଅଟେ। ତେବେ ଏହି ସାପକୁ ନମାରି ଏହାକୁ ଉଦ୍ଧାର କରିବାକୁ ସୁଯୋଗ ଦେଇ ଥିବାରୁ ସାପ ଧରାଳି ଜଣଙ୍କ ଉକ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ବି ଦେଇଛନ୍ତି। ତେବେ ଏହି ସାପଟି ହେଉଛି ନାଗରାଜ୍ ବା କିଙ୍ଗ କୋବ୍ରା।

ସମସ୍ତ ସାପ ମାନଙ୍କ ମଧ୍ୟରେ ଏହି ସାପଟି ବେଶ୍ ଚତୁର ଏବଂ ରାଗି ସାପ ଅଟେ। ଆପଣ ଏହି ଭିଡିଓ ରେ ଦେଖିବାକୁ ପାଇବେ କିପରି ଭଦ୍ରକର ଏହି ସାପ ଧରାଳି ଜଣଙ୍କ କୌଶଳ କ୍ରମେ ଏହି ସାପକୁ ଧରିଛନ୍ତି ଏବଂ ତା ସହ ଖେଳୁଛନ୍ତି ଏବଂ ଲୋକଙ୍କୁ ଏହି ସାପ ବିଷୟରେ କିଛି ଧାରଣା ଦେଉଛନ୍ତି। ଏବଂ ଶେଷରେ ସେ ଏହି ସାପଟିକୁ ଉଦ୍ଧାର କରି ଲୋକଙ୍କୁ ଦେଖାଇ ସାରିବା ପରେ ନିଜ ସାଙ୍ଗରେ ନେଇ ଯାଉଛନ୍ତି। ଏହାଛଡା ସେ କହିଛନ୍ତି ଯେ ସାପକୁ ମାରନ୍ତୁ ନାହିଁ, ରେସ୍କୁ ଟିମ୍ ଙ୍କୁ ଜଣାଇ ସାପକୁ ଉଦ୍ଧାର କରନ୍ତୁ ଏବଂ ସାପକୁ ଧରିବା ସମୟରେ ଉପଯୁକ୍ତ ସୁରକ୍ଷା ପଦ୍ଧତି ଅବଲମ୍ବନ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.