ଦେଖନ୍ତୁ ଭିଡ଼ିଓ : ନମିତା ଅଗ୍ରୱାଲ ଙ୍କୁ ଟକ୍କର ଦେଲେ ଗାଁ ର ଏହି ବୁଢ଼ୀ ମାଉସୀ, ଗୀତଟି ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି…..

ବର୍ତ୍ତମାନ ପ୍ରାୟ ବୁଢ଼ା ଠାରୁ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ଯୋଡ଼ିତ ଅଟନ୍ତି। ତେବେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଭିଡିଓ ସବୁ ଆସିଥାଏ ,ତା ମଧ୍ୟରେ କେତେକ ଶିକ୍ଷଣୀୟ ହୋଇଥାଏ ତ କେତେକ ଭିଡିଓ ଆମକୁ ବହୁତ କଷ୍ଟ ଦେଇଥାଏ ତ ପୁଣି କେତେକ ଭିଡିଓ ଆମକୁ ବହୁତ ହସାଇ ଥାଏ ତାହା ଆମର କମେଡ଼ି ଭିଡିଓ ସବୁ ଥାଏ ।କିନ୍ତୁ ସବୁଠାରୁ ଅଧିକ ଲୋକମାନେ କମେଡ଼ି ଭିଡିଓ କୁ ଦେଖିବାକୁ ପସନ୍ଦ କରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଏହିପରି କେତେକ ଭାଇରଲ କମେଡ଼ି ଭିଡିଓ ବିଷୟ ରେ ଜଣେଇବୁ ଯାହା ଜାଣିବା ପରେ ଆପଣ ହସି ହସି ବେଦମ ହୋଇଯିବେ।

ତେବେ ବନ୍ଧୁଗଣ ଆପଣ ଆମ ଓଡ଼ିଆ ଅନେକ ଏହିପରି କମେଡି ୟୁ ଟ୍ୟୁବ କମେଡ଼ି ଚେନାଲ ବିଷୟ ରେ ଜାଣିଥିବେ।ତେବେ ସେମାନେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଚର୍ଚ୍ଚା ରେ ଥିବା ରଙ୍ଗବତୀ ଆଲବମ ଏବଂ ଭାଇରାଲ ହେଉଥିବା ତାର ଗୀତ କୁ ନେଇ ଏକ କମେଡି ଭିଡ଼ିଓ କରିଛନ୍ତି । ତେବେ ଆମେ ଆଜି ଆପଣ ଙ୍କୁ ସେହି କମେଡି ଭିଡ଼ିଓ ଟି ବିଷୟରେ ଜଣେଇ ବୁ ଯାହାକି ବର୍ତ୍ତମାନ ଲୋକମାନେ ଙ୍କ ମଧ୍ୟରେ ଏକ କଳହ ସୃଷ୍ଟି କରିଛି।ତେବେ ଏହି ଗୀତ ଟିର ନୂଆ ଭର୍ଶନ ଆସିଛି ବୋଲି ମଧ୍ୟ ଆପଣ କହି ପାରିବେ।

ତେବେ ଆପଣ ମାନେ ଜାଣିଥିବେ କି ରଙ୍ଗବତୀ ଗୀତ ଟି ବେଶ ଲୋକପ୍ରିୟ ସଙ୍ଗୀତ ଅଟେ ,ଏହି ଗୀତରେ ଅନେକ ଲୋକ ଭିନ୍ନ ଭିନ୍ନ ପ୍ରକାରର ଭିଡ଼ିଓ ଓ କମେଡି କରି ସୋସିଆଲ ମିଡ଼ିଆ ରେ ସେୟାର କରିଥାନ୍ତି। ତେବେ ସେହିପରି ବର୍ତ୍ତମାନ ଜଣେ ବୁଢ଼ୀ ମାଉସୀ ଙ୍କ ର ଏକ ଭିଡ଼ିଓ ଏହି ଗୀତ ରେ ଭାଇରାଲ ହେଉଛି ଯାହାକୁ ନେଇ ଚାରି ଆଡ଼େ ଚର୍ଚ୍ଚା ଚାଲିଛି। ତେବେ ଭାଇରାଲ ଭିଡ଼ିଓ ଟିରେ ଦେଖା ଯାଇଛି ଯେ ବୁଢ଼ୀ ମାଉସୀ ଜଣଙ୍କ ତାଙ୍କ ପାକୁଆ ପାଟି ରେ ଗାଉଛନ୍ତି ” ରଙ୍ଗବତୀ ଏ ରଙ୍ଗବତୀ…. ରଙ୍ଗବତୀ ରଙ୍ଗବତୀ କନକ ଲତା… ହସି ପଦେ କହୁନୁ କଥା”।

ତେବେ ବୁଢ଼ୀ ମାଉସୀ ଜଣଙ୍କ ତାଙ୍କର ପାକୁଆ ପାଟି ରେ ଥରି ଥରି ରଙ୍ଗବତୀ ଗୀତ ଟି ଗାଉଛନ୍ତି।ଯେମିତି ଗୀତ କୁ ସେମିତି ଏକ୍ସ ପ୍ରେସନ ଦେଇ ଆଉ ସୁନ୍ଦର ଭାବରେ ଉଚ୍ଚାରଣ କରି ଗାଇଛନ୍ତି।ତେବେ ବୁଢ଼ୀ ମାଉସୀ ଜଣଙ୍କ ବଙ୍କେଇ ବଙ୍କେଇ ନଇଁ ପଡ଼ି ଗୀତ ଟିକୁ ଗାଉଛନ୍ତି। ଆଉ ବୁଢ଼ୀ ମାଉସୀ ଙ୍କ ର ଏହି ଭିଡ଼ିଓ ଟିକୁ କେହି ଜଣେ ବ୍ୟକ୍ତି ମୋବାଇଲ ରେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ତେବେ ଭିଡ଼ିଓ ଟି ବର୍ତ୍ତମାନ ଖୁବ ନିଆଁ ପରି ଭାଇରାଲ ହେଉଛି ଏହାକୁ ଯିଏ ଦେଖୁଛନ୍ତି ସେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉଛନ୍ତି ଆଉ ହସି ହସି ବେଦମ ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment