Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ନମିତା ଅଗ୍ରୱାଲ ଙ୍କୁ ଟକ୍କର ଦେଲେ ଗାଁ ର ଏହି ମହିଳା, ଗୀତ ଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି…..

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ଆପଣ ମାନେ ଦେଖିଥିବେ ସେଲିବ୍ରେଟି ମାନଙ୍କ ର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ଦର୍ଶକ ମାନେ ଜାଗ୍ରତ ହୋଇ ରହି ଥାଆନ୍ତି। ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। ଫିଲ୍ମର ଗୀତ ହିଟ ହେବା ପଛରେ ଜଣେ କଣ୍ଠଶିଳ୍ପୀଙ୍କର ସବୁଠୁ ବଡ଼ ଅବଦାନ ରହିଥାଏ। କଣ୍ଠଶିଳ୍ପୀଙ୍କୁ ଅନୁଧ୍ୟାନ କରି ସମାଜରେ ଲୋକ ମାନେ ମଧ୍ୟ ସେମାନଙ୍କ ପରି ଗୀତ ଗାଇ ପାରୁଛନ୍ତି।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ମଧ୍ୟ ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଗାଁ ର ଜଣେ ମହିଳା ନମିତା ଅଗ୍ରୱାଲଙ୍କ ପରି ଗୀତ ଗାଉଛନ୍ତି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ଆପଣ ମାନେ ଜାଣିଥିବେ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କୁ ସେ ତାଙ୍କ ସୁ ମଧୁର କଣ୍ଠରେ ଗୀତ ଗାଇ ଓଡ଼ିଶାର ଘରେ ଘରେ ଏକ ସଫଳ ଗୟିକା ଭାବରେ ପରିଚିତ ହୋଇ ପାରିଛନ୍ତି। ତାଙ୍କ ସ୍ୱାମୀ ସିତରାମ ଅଗ୍ରୱାଲ ମଧ୍ୟ ଜଣେ ସାର୍ଥକ ମ୍ୟୁଜିକ କମ୍ପାନୀର ମାଲିକ ଅଟନ୍ତି। ସେ ପ୍ରଥମେ ଭଜନ ଗୀତ ଗାଇ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ, ସେ ଓଡ଼ିଆ ଭକ୍ତି ଗୀତ, ଓଡ଼ିଆ ପୁରାଣ,ପାରମ୍ପରିକ ଓଡ଼ିଆ ଭଜନ ଓ ଆଧୁନିକ ଗୀତ ଏବଂ ଚଳଚ୍ଚିତ୍ର ଗୀତରେ ତାଙ୍କର ଉଲେଖନୀୟ ଅବଦାନ ରହିଛି। ସେ ଏଭଳି ଜଣେ ଗୀତିକାର ଯେ ତାଙ୍କର ଚିର ସବୁଜ ଗୀତର ସ୍ୱର, ଶବ୍ଦର ଉଚ୍ଚାରଣାରେ ସ୍ୱଚ୍ଛତା, ଗୀତର ସଠିକ ଅନୁଭବ ପ୍ରଦର୍ଶନ କରି ରଚନା ଏବଂ ଉପସ୍ଥାପନାକୁ ଅତି ସରଳ ଭାବରେ ଧରିଥିବାରୁ ତାଙ୍କୁ ସମସ୍ତଙ୍କ ସାମ୍ନାରେ ନିଜକୁ ପରିଚିତ କରାଇ ପାରିଛନ୍ତି।

ତେବେ ନମିତା ଅଗ୍ରୱାଲ ମଧ୍ୟ ନିବେଦିତାଙ୍କ ନାମରେ ଅନେକ ଲୋକପ୍ରିୟ ଆଧୁନିକ ଗୀତ ଏବଂ ଚଳଚ୍ଚିତ୍ର ଗୀତ ଗାଇଛନ୍ତି। ସେ ତାଙ୍କ ସୁ ମଧୁର କଣ୍ଠରେ ଗୀତ ଗାଇ ସାରା ଓଡିଶାରେ ଚହଳ ସୃଷ୍ଟି କରିଛନ୍ତି। ତେବେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯେ, ଗାଁ ର ଜଣେ ମହିଳା ନମିତା ଅଗ୍ରୱାଲଙ୍କ ପରି ଗୀତ ଗାଉଛନ୍ତି ବୋଲି ଜଣା ପଡ଼ିଛି। ଏହି ଘଟଣାଟି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

 

Leave A Reply

Your email address will not be published.