Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ପୁଣି ଚର୍ଚ୍ଚାରେ ଭାଇରାଲ ଗାର୍ଲ “Puchuki Gali” ଗୀତ କୁ ନେଇ ଗାଇଲେ ଏମିତି ଗୀତ, ଭାଇରାଲ ହେଲା ଭିଡିଓ…

0

ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ବର୍ତ୍ତମାନ ସୋସିଆଲ ମିଡିଆ ଯୁଗରେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଦେଖି ବାକୁ ମିଳି ଥାଏ, ଯାହାକି ଶୁଣିବା ମାତ୍ରେ ଖୁସି ଲାଗିବା ସହିତ ବହୁ ଆନନ୍ଦ ମଧ୍ୟ ଲାଗି ଥାଏ। ଦୁନିଆରେ ଭଗବାନ ସମସ୍ତଙ୍କୁ କିଛି ନା କିଛି ଗୁଣ ଓ କଳା ଦେଇ ଥାଆନ୍ତି। ବିଶେଷ କରି ଛୋଟ ପିଲା ମାନଙ୍କ ନିକଟରେ ଅନେକ ଗୁଣ ଓ ଜ୍ଞାନ ଭରି ହୋଇ ରହିଥାଏ। ସେମାନେ ଏମିତି କିଛି କାର୍ଯ୍ୟ କରି ଥାନ୍ତି, ଯାହା ଭାବିବା ମଧ୍ୟ ବାଞ୍ଛନିୟ ହୋଇ ପଡି ଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଆପଣ ମାନେ ଜାଣିଲେ ଚକିତ ହୋଇ ଯିବେ। ତାହା ହେଇଛି ଗୋଟେ କୁନି ଝିଅଟି ପୁଚୁକି ଗାଲି ଗୀତ ଗାଉ ଥିବାର ଦେଖିବାକୁ ମିଳିଛି। ତେବେ ଆସନ୍ତୁ ପୁରା ଖବର ନଜର ପକାଇବ;

ସୂଚନା ଅନୁସାରେ, ପୂର୍ବରୁ ବହୁତ ସୁନ୍ଦର ସୁନ୍ଦର ଗୀତ ସବୁ ଶୁଣିବାକୁ ମିଳୁ ଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଆଉ ପୁରୁଣା ଗୀତ ସବୁ ଶୁଣିବାକୁ ମିଳୁ ନାହିଁ। ବର୍ତ୍ତମାନ ସମୟରେ ବଡ଼ ପିଲା ମାନଙ୍କ ଠାରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ହିନ୍ଦୀ ବା ନୂଆ ନୂଆ ଆଧୁନିକ ଗୀତ ଶୁଣିବାକୁ ବହୁତ ଭଲ ପାଇ ଥାଆନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଏକ କୁନି ଝିଅଟି ପୂର୍ବରୁ ସୁପର ହିଟ ହୋଇଥିବା ପୁଚୁକି ଗାଲି ଗୀତ ଗାଇ ଥିବାର ଶୁଣିବାକୁ ମିଳିଛି। ସେହି ଛୋଟ ଝିଅର ସେହି ଗୀତଟି ସୋସିଆଲ ମିଡିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ସେହି ଝିଅଟିର ସୋସିଆଲ ମିଡିଆରେ ଗୀତଟି ଭାଇରଲ ହେବା ପରେ ଲୋକ ମାନେ ସେହି ଭିଡ଼ିଓକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯିବା ସହିତ ବହୁତ ଖୁସି ମଧ୍ୟ ହୋଇ ଯାଇଛନ୍ତି। ଏହି ଗୀତ ଶୁଣି ଲୋକ ମାନେ ପୁରୁଣା ଗୀତ ସବୁ ମନେ ପକାଇ ପାରିଛନ୍ତି। ପିଲାଟିର ଏଭଳି ଭାବରେ ଗୀତ ଗାଇବାର ଶୈଳୀ ଦେଖି ଲୋକ ମାନେ ତାକୁ ବହୁତ ପ୍ରଶଂସା କରିଛନ୍ତି। ତାଙ୍କ ପରିବାର ଲୋକ ମାନେ ମଧ୍ୟ ପିଲାଟିର ଏଭଳି ଭାବରେ ଗୀତ ଗାଉ ଥିବାର ଦେଖି ଆନନ୍ଦିତ ହୋଇ ଯାଇଛନ୍ତି।

ସେଠାକାର ସ୍ଥାନୀୟ ଲୋକ ମାନେ ମଧ୍ୟ ଏହା ଦେଖି ତାଯୁବ ହୋଇ ଯିବା ସହିତ ବିଶ୍ୱାସ କରି ପାରୁ ନାହାଁନ୍ତି। ଏତେ କମ ବୟସରୁ ପିଲାଟି ଏଭଳି ଭାବରେ ଗୀତ ଗାଇ ସମସ୍ତଙ୍କ ମନ କିଣି ନେବା ସହିତ ହୃଦୟକୁ ମଧ୍ୟ ଛୁଇଁ ଯାଉଛି। ଏଥି ସହିତ ତାକୁ ମଧ୍ୟ ବହୁତ ଭଲ ପାଇବା ମିଳି ପାରିଛି। ସେଠାକାର ସ୍ଥାନୀୟ ଅଞ୍ଚଳ ଲୋକ ମାନଙ୍କରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ସେ ବଡ଼ ହେଲେ ଆହୁରି ସୁନ୍ଦର ଗୀତ ଗାଇବ ବୋଲି ସମସ୍ତେ ଆଶା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.