Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ପୁଣି ଚର୍ଚ୍ଚାରେ ଭାଇରାଲ Girl ଜାନେମେରି ଜାନେମନ ଗୀତରେ ଏମିତି ଡ୍ୟାନ୍ସ କଲେ, ଭାଇରାଲ ହେଲା ଭିଡିଓ…

0

ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ବର୍ତ୍ତମାନ ସୋସିଆଲ ମିଡିଆ ଯୁଗରେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଦେଖି ବାକୁ ମିଳି ଥାଏ, ଯାହାକି ଶୁଣିବା ମାତ୍ରେ ଖୁସି ଲାଗିବା ସହିତ ବହୁ ଆନନ୍ଦ ମଧ୍ୟ ଲାଗି ଥାଏ। ଦୁନିଆରେ ଭଗବାନ ସମସ୍ତଙ୍କୁ କିଛି ନା କିଛି ଗୁଣ ଓ କଳା ଦେଇ ଥାଆନ୍ତି। ବିଶେଷ କରି ଛୋଟ ପିଲା ମାନଙ୍କ ପାଖରେ ଅନେକ ଗୁଣ ଓ ଜ୍ଞାନ ଭରି ହୋଇ ରହିଥାଏ। ସେମାନେ ଏମିତି କିଛି କାର୍ଯ୍ୟ କରି ଥାନ୍ତି, ଯାହା ଭାବିବା ମଧ୍ୟ ବାଞ୍ଛନିୟ ହୋଇ ପଡି ଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଆପଣ ମାନେ ଜାଣିଲେ ଚକିତ ହୋଇ ଯିବେ। ଗୋଟେ କୁନି ଝିଅଟି ଜାନେ ମେରୀ ଜାନେମନରେ ଗୀତରେ ନାଚିଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଗୋଟେ କୁନି ଝିଅଟି ଏଭଳି ଭାବରେ ନାଚୁଛି, ଆପଣ ମାନେ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ। ସେହି କୁନି ଝିଅଟି ‘ଜାନେ ମେରି ଜାନେମନ’ ଗୀତରେ ନାଚୁ ଥିବାର ଦେଖିବାକୁ ମିଳିଛି। ଏହି ଗୀତଟିକୁ ପୂର୍ବରୁ ଆପଣ ମାନେ ବହୁ ଥର ଶୁଣିବାକୁ ପାଇଥିବେ। ଏହି ଗୀତଟିରେ ଅନେକ ଭିଡ଼ିଓ ମଧ୍ୟ ତିଆରି ହୋଇ ସାରିଛି। ବର୍ତ୍ତମାନ ପୁଣି ଏହି କୁନି ଝିଅଟି ଏହି ଗୀତରେ ସୁନ୍ଦର ଭାବରେ ନାଚିଛି ଓ ଏଥି ସହିତ ଝିଅଟି ମଧ୍ୟ ବହୁତ ସୁନ୍ଦର ଦିଶୁଛି। ସେହି କୁନି ଝିଅଟିର ସେହି ନାଚ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ସେହି ଝିଅଟିର ନାଚ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଲୋକ ମାନେ ସେହି ଭିଡ଼ିଓକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯିବା ସହିତ ବହୁତ ଖୁସି ମଧ୍ୟ ହୋଇ ଯାଇଛନ୍ତି। ଏଥି ସହିତ ସେହି ନାଚକୁ ଦେଖି ଲୋକ ମାନେ ସୁନ୍ଦର ସୁନ୍ଦର କଥା ମଧ୍ୟ କହିଛନ୍ତି। ପିଲାଟିର ଏଭଳି ଭାବରେ ନାଚୁ ଥିବାର ଶୈଳୀ ଦେଖି ଲୋକ ମାନେ ତାକୁ ବହୁତ ପ୍ରଶଂସା କରିଛନ୍ତି। ସେହି କୁନି ଝିଅଟି ଗୀତରେ ତାଳେ ତାଳେ ନାଚୁଛି ଓ ଏଥି ସହିତ ବହୁତ ଖୁସି ଭାବରେ ମଧ୍ୟ ନାଚୁଅଛି।

ତାଙ୍କ ପରିବାର ଲୋକ ମାନେ ମଧ୍ୟ ପିଲାଟିର ଏଭଳି ଭାବରେ ନାଚୁ ଥିବାର ଦେଖି ଖୁସିରେ ଉତଫୁଲିତ ହୋଇ ଯାଇଛନ୍ତି।ଏହା ଦେଖି ଲୋକ ମାନେ କହୁଛନ୍ତି ଯେ, ଏତେ କମ ବୟସରୁ ପିଲାଟି ସୁନ୍ଦର ଭାବରେ ନାଚି ସମସ୍ତଙ୍କ ମନ ଓ ହୃଦୟକୁ ମଧ୍ୟ ଛୁଇଁ ଯାଉଛି। ଏଥି ସହିତ ତାକୁ ମଧ୍ୟ ବହୁତ ଭଲ ପାଇବା ମିଳି ପାରିଛି। ସେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ସେ ବଡ଼ ହେଲେ ଆହୁରି ସୁନ୍ଦର ଭାବରେ ନାଚିବ ବୋଲି ଜଣା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.