Swastik Tv News Odisha

ଦେଖନ୍ତୁ ଭିଡ଼ିଓ : ପୁଣି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଲା ଭଦ୍ରକର ଅଙ୍ଗନବାଡି ଦିଦି ଙ୍କ ଭିଡ଼ିଓ…

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ସମାଜରେ ବେଳେ ବେଳେ ଏଭଳି କିଛି ଭିଡିଓ ଦେଖିବା ପାଇଁ ମିଳିଥାଏ, ଯାହାକି ଆଶ୍ଚର୍ଯ୍ୟର କଥା ଅଟେ। ପୂର୍ବେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପିଲା ମାନଙ୍କୁ ପାଠ ପଢେଇବାକୁ ବେତ ପାହାର ଓ ଆଦି କୌଣସି ନା କୌଣସି ସାହାଯ୍ୟରେ ପିଲା ମାନଙ୍କୁ ଶାସନ କରି ପାଠ ପଢ଼ାଉ ଥିଲେ। ପିଲା ମାନେ ମଧ୍ୟ ବହୁତ ଭଲ ପାଠ ପଡୁଥିଲେ। କିନ୍ତୁ ବର୍ତ୍ତମାନ ଯୁଗରେ ପିଲା ମାନଙ୍କୁ ଭିନ୍ନ ଭିନ୍ନ ଶୈଳୀରେ ପାଠ ପଢେଇବାକୁ ପଡିଥାଏ। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ମଧ୍ୟ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଖୁସି ମଧ୍ୟ ଅନୁଭବ କରିବେ| ତେବେ ଘଟଣାଟି ହେଉଛି, ଜଣେ ଅଙ୍ଗନ ବାଡ଼ି କର୍ମୀ ପିଲା ମାନଙ୍କୁ ନାଚ ଓ ଗୀତ ଶିଖାଇ ପଢ଼ିବାର ସୂଚନା ମିଳିଛି। ଆପଣ ମାନେ ଶୁଣିବା ମାତ୍ରେ ହସି ହସି ଗଡି ଯିବେ। ତେବେ ଏଭଳି ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ତିଗିଡି ଅଂଚଳରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଆଜି କାଲି ଯୁଗର ପିଲା ମାନେ ପାଠ ପ୍ରତି ଆଗ୍ରହ ହେଉ ନାହାଁନ୍ତି କି ପାଠ ପଢିବାକୁ ମଧ୍ୟ ଚେଷ୍ଟା କରୁ ନାହାଁନ୍ତି ଯେମିତି ତାଙ୍କୁ ପାଠ ପଢିବାକୁ ଡର ଲାଗିଥାଏ। ସେମାନଙ୍କୁ ପାଠ ପଢିବାକୁ କୁହାଗଲେ ସେମାନେ ସବୁବେଳେ ଖେଳ କୁଦରେ ମନ ନିବେସ କରି ଥାଆନ୍ତି। ସେଥିପାଇଁ ତାଙ୍କୁ ପାଠ ପଢେଇ ବାକୁ ଭିନ୍ନ ଭିନ୍ନ ପନ୍ଥା ବାଛି ବାକୁ ପଡି ଥାଏ।

ତେବେ ଜଣେ ଅଙ୍ଗନ ବାଡ଼ି କର୍ମଚାରୀ ଛୋଟ ଛୁଆ ମାନଙ୍କୁ ମାଡ଼ ନ ମାରି ନାଚ ଓ ଗୀତ ଶିଖାଇ ପଢାଉ ଥିବାର ଦେଖିବାକୁ ମିଳିଛି। ଯାହା ଦ୍ୱାରା କି ପିଲା ମାନେ ମଧ୍ୟ ଅତି ଆଗ୍ରହର ସହ ଏଭଳି କାର୍ଯ୍ୟ କରି ପାଠ ପଢିବାକୁ ଚେଷ୍ଟା କରିବେ। ଛୋଟ ଛୁଆ ମାନେ ମଧ୍ୟ ଖୁସିରେ ପାଠ ପଢିବାକୁ ଆରମ୍ଭ କରିବେ। ତାଙ୍କ ପରିବାର ଲୋକ ମାନେ ମଧ୍ୟ ଏଭଳି କଥା ଶୁଣି ବହୁତ ଖୁସି ହେବା ସହିତ ଅଙ୍ଗନ ବାଡ଼ି କର୍ମୀଙ୍କୁ ଧନ୍ୟବାଦ ଜଣାଉଛନ୍ତି। ଏଭଳି ଖବର ଚର୍ଚ୍ଚାର ବିଷୟ ପାଲଟିବା ସଙ୍ଗେ ସଙ୍ଗେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.